Home

ମନୋରଞ୍ଜନ ପାଇଁ ଭାଙ୍ଗର ବ୍ୟବହାର ଉପରେ ଲାଗିଲା ରୋକ, କେବଳ ମେଡିସିନ ପାଇଁ ହେବ ବ୍ୟବହାର

ବ୍ୟାଙ୍କକ,୧୩।୧: ଭାଙ୍ଗ ବ୍ୟବହାରକୁ ନେଇ ଥାଇଲାଣ୍ଡ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଭାଙ୍ଗ ବା କାନବିଜକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଔଷଧ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଆବଶ୍ୟକତା ପୂରଣ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅମିତାଭ, ରଜନିକାନ୍ତ ହେବେ ବିଶେଷ ଅତିଥି, ୩୦୦ ଶ୍ରମିକ-ଭିକାରିଙ୍କୁ କରାଯାଇଛି ନିମନ୍ତ୍ରଣ

ଅଯୋଧ୍ୟା,୧୩।୧: ସମାଜର ପ୍ରତ୍ୟେକ ବିଶିଷ୍ଠ ଏବଂ ସାଧାରଣ ବର୍ଗ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରତିନିଧିତ୍ୱ କରିବେ। ୭ ହଜାରରୁ ଅଧିକ ଅତିଥିଙ୍କ ମଧ୍ୟରୁ ୪ ହଜାର ଧର୍ମଚାର୍ଯ୍ୟ, ୩ହଜାରରୁ ଅଧିକ ଗୃହସ୍ଥ ଏବଂ ଅନ୍ୟମାନେ ବିଭିନ୍ନ ବର୍ଗର ଅତିଥି ରହିବେ।…

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ମୁଖ୍ୟ ସଚିବଙ୍କୁ କ୍ଲିନ ଚିଟ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୩।୧: ଜାନୁଆରୀ ୫, ୨୦୨୨ ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭାଗବତ ମନ ପୂର୍ବତନ ରାଜ୍ୟ ସଚିବ ଅନିରୁଦ୍ଧ ତିୱାରୀଙ୍କୁ ଏକକ୍ଲିନ ଚିଟ ଦେଇଛନ୍ତି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଏକ…

ରାମ ଜନ୍ମଭୂମିର ପବିତ୍ର ମାଟି ନେଇ ଫେରିବେ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିବା ଅତିଥି, ମୋଦିଙ୍କୁ ବିଶେଷ ଉପହାର

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ନିର୍ମିତ ପ୍ରସିଦ୍ଧ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହାକୁ ନେଇ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୧୧ହଜାରରୁ ଅଧିକ ଅତିଥି ଏଥିରେ…

ପାକିସ୍ତାନରେ ଲିଭ-ଇନ୍‌ରେ ରହିପାରିବେନି ପ୍ରେମୀଯୁଗଳ

ଇସ୍‌ଲାମାବାଦ୍‌: ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ-ଇନ୍‌ରେ ରହିବା…

ଦେଶର ଦୀର୍ଘତମ ସାମୁଦ୍ରିକ ବ୍ରିଜ୍‌

ମୁମ୍ବାଇ,୧୩ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍‌ (ଏମ୍‌ଟିଏଚ୍‌ଏଲ୍‌)ର ଉଦ୍‌ଘାଟନ କରିଛନ୍ତି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ କୁହାଯାଉଥିବା ଏହି ବ୍ରିଜ୍‌ର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ‘ଅଟଳ ସେତୁ’…

ଭକ୍ତ କୌଣସି ଦିନ ଅଯୋଧ୍ୟା ଯାଇପାରିବେ: ଖାର୍ଗେ

ନୂଆଦିଲ୍ଲୀ,୧୩ା୧: ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ମନା କରିବା ପରେ ଭାଜପା ନେତାମାନେ ବିରୋଧୀ ଦଳକୁ ସମାଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି, ଭଗବାନ…

୭ ଜଣଙ୍କ ବିରୋଧରେ ଗଣବଳାତ୍କାର ମାମଲା

ହାଭେରି,୧୩।୧: କର୍ନାଟକର ହାଭେରି ଜିଲାରେ ଏକ ହୋଟେଲ ମଧ୍ୟରେ ଜବରଦସ୍ତ ପ୍ରବେଶ କରି ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ମାରିଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବୟାନ ରେକର୍ଡ କରାଇବା…

ବିଲ୍‌କିସ୍‌ ବଳାତ୍କାରୀ ଫେରାର

ଅହମଦାବାଦ,୧୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍‌କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ।…

‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’

ନୂଆଦିଲ୍ଲୀ,୧୨।୧: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ ବୋଲି ମନେ କରନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ସଚିନଙ୍କ ନାମରେ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକ ରେକର୍ଡ ରହିଛି। ଏଣୁ କୋହଲି ତାଙ୍କ ରେକର୍ଡ ଭାଙ୍ଗି ପାରିବେ କି ନାହିଁ ବୋଲି…

ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ

ନୂଆଦିଲ୍ଲୀ,୧୨।୧: ନିକଟରେ ମାଳଦ୍ୱୀପ ସରକାରଙ୍କ କିଛି ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାପରଠାରୁ ‘ବଏକଟ ମାଳଦ୍ୱୀପ’ ଟ୍ରେଣ୍ଡ କରି ଆସୁଥିବା ବେଳେ ତା’ର ପ୍ରଭାବ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ଦେଶକୁ ପ୍ରତିଦିନ କୋଟି…

କୋର୍ଟଙ୍କ ବଡ ରାୟ: ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁଥିଲେ ଦେଇପାରିବେ ଛାଡପତ୍ର!

ନୂଆଦିଲ୍ଲୀ,୧୨।୧: ସ୍ବାମୀ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କଲେ ତାହା ମାନସିକ ନିର୍ଯ୍ୟାତନା ଭାବେ ଦେଖାଯିବ। ମଧ୍ୟ ପ୍ରଦେଶ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି। ହିନ୍ଦୁ ବିବାହ ଧାରା ଅନୁଯାୟୀ ସ୍ବାମୀ ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?