Home

ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ

ମୁମ୍ବାଇ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଥିଲେ। ଧନଶ୍ରୀ ମଧ୍ୟ ଏଥର ଶୋ’ରେ ଭାଗ ନେଉଛନ୍ତି। ଏହି…

ଅନ୍ତିମ ସଂସ୍କାରର ଚାଲିଥିଲା ପ୍ରସ୍ତୁତ, ରାସ୍ତାର ଯାଉଥିବାବେଳେ ଗାତରେ ପଡିଗଲା ଆମ୍ବୁଲାନ୍ସ, ବଞ୍ଚିଗଲେ ବୃଦ୍ଧ

ନୂଆଦିଲ୍ଲୀ,୧୩।୧: ଦେଶରେ ସଡକ ଦୁର୍ଘଟଣାରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ରାଜରାସ୍ତା ହେଉ କି ଜାତୀୟ ରାଜପଥ ରାସ୍ତା ବିପଜ୍ଜନକ ଅବସ୍ଥାରେ ଥିଲେ ଗାଡିମଟର ସନ୍ତଳନ ହରାଇବା ଯୋଗୁ ଡ୍ରାଇଭରଙ୍କ ସମେତ ଯାତ୍ରୀଙ୍କର ମଧ୍ୟ ପ୍ରାଣ ହରାଇଥାନ୍ତି। ତେବେ ଖାଲଖମା ଗାତରେ…

Ram Mandir: ବିଦେଶରେ ବି ଜାନୁଆରୀ ୨୨କୁ ରହିବ ଛୁଟି, ଜାଣନ୍ତୁ କେଉଁ ଦେଶ କଲା ଘୋଷଣା

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟାରେ ଜାନୁଆରୀ ୨୨ରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଲୋକାର୍ପଣରେ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଛୁଟି ଘୋଷଣା କରିଛନ୍ତି। ତେବେ କେବଳ ଭାରତ ନୁହେଁ ରାମ ମନ୍ଦିରକୁ ନେଇ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।…

ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ୧୦ ଲକ୍ଷ ମତଦାତା ପ୍ରଥମ ଥର ଦେବେ ଭୋଟ

ତାଇପେ,୧୩।୧: ତାଇୱାନରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଶନିବାର ଆରମ୍ଭ ହୋଇଛି। ଏହି ଭୋଟିଂରେ ସମୁଦାୟ ୧ କୋଟି ୯୦ଲକ୍ଷ ଲୋକ ଭାଗ ନେଉଛନ୍ତି। ଏଥିମଧ୍ୟରୁ ୧୦ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ଭୋଟ ପ୍ରକ୍ରିୟାର ଏକ ଅଂଶ…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଉପବାସ ରଖିବେ ମୋଦି, ଭୂଇଁରେ ଶୋଇବା ସହ ୧୧ଦିନ ଧରି ରଖିବେ ମୌନବ୍ରତ

ନୂଆଦିଲ୍ଲୀ,୧୩।୧: ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏଥିପାଇଁ ସେ ୧୧ ଦିବସୀୟ ଏକ ବ୍ରତ…

ୟେମେନ ରାଜଧାନୀରେ ବୋମା ମାଡ କଲା ଆମେରିକା, ହୁତି ବିଦ୍ରୋହୀଙ୍କୁ ଚେତାବନୀ

ଓ୍ବାଶିଂଟନ,୧୩।୧: ଶନିବାର ସକାଳେ ୟେମେନର ହୁତି ବିଦ୍ରୋହୀଙ୍କ ଶିବିର ଉପରକୁ ଆମେରିକା ସୈନ୍ୟବାହିନୀ ପୁଣି ଥରେ ବୋମା ମାଡ଼ କରିଛି। ଏହାପୂର୍ବରୁ ଶୁକ୍ରବାର, ବ୍ରିଟିଶ ସେନା ସହିତ ଆମେରିକା ୟେମେନର ଅନେକ ସ୍ଥାନରେ ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରିଥିଲା।…

ବାଂଲାଦେଶରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ମୁମ୍ବାଇ-ଗୁଆହାଟି ଇଣ୍ଡିଗୋ ବିମାନ

ଗୁଆହାଟି,୧୩।୧: ଶନିବାର ଘନ କୁହୁଡ଼ି ହେତୁ ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ବାଂଲାଦେଶର ଢାକା ଆଡକୁ ଯାଇଥିଲା। ଖବର ମୁତାବକ ଗୁଆହାଟୀ ବିମାନବନ୍ଦରର କୁହୁଡି ଏତେ ଘନ ଥିଲା ଯେ ପାଇଲଟ ନିକଟସ୍ଥ ଅବତରଣ ଷ୍ଟ୍ରିପକୁ ମଧ୍ୟ…

ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ନେଇ କ୍ରିକେଟରଙ୍କ ପରିବାରରେ କଳି

ରାଜକୋଟ,୧୩।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାମହୋତ୍ସବକୁ ନେଇ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପରିବାରରେ କଳହ ଆରମ୍ଭ ହୋଇଛି। ବାସ୍ତବରେ ଅଯୋଧ୍ୟା ନିମନ୍ତ୍ରଣକୁ ନେଇ ଭାଜପା ବିଧାୟକ ରିବାବା ଜାଡେଜା ଏବଂ କଂଗ୍ରେସ ନେତା ତଥା ତାଙ୍କ…

ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌

ଭୁବନେଶ୍ୱର,୧୩।୧(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଭୋଲ୍‌ଟାସ ଲିମିଟେଡ୍‌ର ନ୍ୟୁ ବ୍ରାଣ୍ଡ୍‌ ଶପ୍‌ ରାଉରକେଲାଠରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ବି.କେ. ରିଟେଲ୍ସ ଆନୁକୂଲ୍ୟରେ ବୁଧବାର ରାଉରକେଲାର ଫର୍ଟିଲାଇଜର ଟାଉନଶିପ ଇ ବ୍ଲକ୍‌…

ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁକ୍ରବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଳନ ସହ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ବେଦାନ୍ତ…

ବିଓବିର ‘ବରୋଦା କିଷାନ୍‌ ପଖୱାଡ଼ା’ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା କୃଷକଙ୍କ ସହିତ ବ୍ୟାଙ୍କର ବାର୍ଷିକ ଯୋଗାଯୋଗ କାର୍ଯ୍ୟକ୍ରମ ‘ବରୋଦା କିସାନ୍‌ ପଖୱାଡ଼ା’ର ୬ଷ୍ଠ ସଂସ୍କରଣ ନିକଟରେ ସଫଳତାର ସହ ଶେଷ ହୋଇଛି। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମ (କୃଷି ମହୋତ୍ସବ)…

ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌

ଭୁବନେଶ୍ୱର,୧୩।୧: ଦକ୍ଷିଣ ପୂର୍ବ ଏସିଆର ବୃହତ୍‌ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପ୍ରଦର୍ଶନୀ ଇଣ୍ଡସ୍‌ ଫୁଡ୍‌ ଏକ୍ସପୋ-୨୦୨୪ରେ ରୁଚି ଫୁଡ୍‌ଲାଇନ୍‌ର ଆକର୍ଷଣୀୟ ଷ୍ଟଲ ସହ ଆନ୍ତର୍ଜାତିକ ବଜାରରେ କମ୍ପାନୀ ତା’ର ବାଣିଜି୍ୟକ ଉପସ୍ଥିତି ଜାହିର କରିଛି। ଏପରିକି ଗ୍ରେଟର ନଏଡାର ଇଣ୍ଡିଆ ଏକ୍ସପୋଜିସନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?