Home

‘ବଞ୍ଚିଛନ୍ତି ପୁନମ…କଲେ ପବ୍ଲିସିଟି ଷ୍ଟଣ୍ଟ’, କଜିନଙ୍କ ସହ କଥା ହୋଇ ଟୁଇଟ କଲେ ଫିଲ୍ମ କ୍ରିଟିକ, ଦର୍ଶକେ ମାଗିଲେ ପ୍ରମାଣ

ମୁମ୍ବାଇ,୩।୨: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକମାନେ ଦୁଃଖିତ। ଗର୍ଭାଶୟ କର୍କଟ କାରଣରୁ ପୁନମ ୩୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ଆସିଛି। ତାଙ୍କ ମ୍ୟାନେଜର ନିଶ୍ଚିତ…

ଫ୍ରାନ୍ସରେ ବି କରିହେବ ୟୁପିଆଇର ବ୍ୟବହାର, ଏଫିଲ ଟାଓ୍ବାରରେ ହେଲା ଲଞ୍ଚ

ପ୍ୟାରିସ,୩।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ର ସୀମା ବୃଦ୍ଧି ପାଇଛି। ହଁ … ସମଗ୍ର ଦେଶରେ ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିଥିବା ୟୁପିଆଇ, ବର୍ତ୍ତମାନ ଫ୍ରାନ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ। ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏଫିଲ ଟାୱାରରେ ୟୁପିଆଇ ଲଞ୍ଚ…

କଂଗ୍ରେସ କ୍ଷମା ମାଗି ମାୟାବତିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥି କରିଥିଲେ…, ବିଏସପି ଏମପିଙ୍କ ବୟାନ

ନୂଆଦିଲ୍ଲୀ,୩।୨: ବିରୋଧୀ ଦଳର ଇଣ୍ଡିଆ ମିଳିତ ମଞ୍ଚରେ ବିଭାଜନ ହୋଇଛି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏହି ମେଣ୍ଟର ହାତ ଛାଡିଥିବା ବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଛାଡିଛି। ସେହିଭଳି ବଞ୍ଚିତ ବାହୁଜନ ଅଘାଡି ନେତା…

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତରେ ଆସି ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ ଅଟକଳରେ ପ୍ରାୟ ୭ ପ୍ରକଳ୍ପ ଉଦ୍‌ଘାଟନ…

ଅରବିନ୍ଦ କେଜରିଓ୍ବାଲଙ୍କ ପରେ ଆତିଶିଙ୍କ ଘରେ ପହଞ୍ଚିଲେ କ୍ରାଇମ ବ୍ରାଞ୍ଚ ଟିମ

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ସୂଚନାନୁସାରେ, ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ନୋଟିସ…

ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା, ସିରିଆ-ଇରାକର ୮୫ ସ୍ଥାନରେ ବୋମାମାଡ, ୬ ଆତଙ୍କବାଦୀ ମୃତ

ବାଗଦାଦ,୩।୨: ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ଥିତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ ୬ଜଣ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ, ସ୍ବାଇନ ଫ୍ଲୁରେ ବି ପୀଡିତ

ଜୟପୁର,୩।୨: ସମଗ୍ର ବିଶ୍ୱକୁ ଥରାଇ ଦେଇଥିବା କରୋନା ଜୀବାଣୁ ଏପର୍ଯ୍ୟନ୍ତ ହାର ମାନୁ ନାହିଁ। ପାଣିପାଗର ପରିବର୍ତ୍ତନ ସହିତ କରୋନା ଜୀବାଣୁ ଦେଶର ଅନେକ ସ୍ଥାନରେ ଏହାର କାୟା ବିସ୍ତାର କରୁଛି। ଏବେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ…

ସପ୍ତାହକୁ ୩୬ଘଣ୍ଟା ଉପବାସ କରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ କାରଣ

ଇଂଲଣ୍ଡ,୨।୨: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ ଧର୍ମର…

ବର୍ଷିଲେ ରାହୁଲ; କହିଲେ, ହିମନ୍ତ-ମିଲିନ୍ଦ ଦେଓରା ଭଳି ନେତା ତୁରନ୍ତ ଛାଡନ୍ତୁ ପାର୍ଟି

ନୂଆଦିଲ୍ଲୀ,୨।୨: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ପଶ୍ଚିମବଙ୍ଗରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ସେଠାରେ ଥାଇ ସେ ତାଙ୍କ ଦଳର ନେତାମାନଙ୍କୁ ଏକ ବଡ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ମିଲିନ୍ଦ ଦେଓରା ଓ ହିମନ୍ତ ବିଶ୍ୱ…

ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବା ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଆଗ୍ରା,୨।୨: ତୁଳସୀ ପୀଠାଧିଶ୍ୱର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିବା ପରେ ତାଙ୍କୁ ଆଗ୍ରାର ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଅଧିକ ଚିକିତ୍ସା ଲାଗି ବିମାନ ଜରିଆରେ ଡେରାଡୁନ୍‌ ନେବାକୁ ପ୍ରସ୍ତୁତି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌

ନୂଆଦିଲ୍ଲୀ,୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଅପରାହ୍ନରେ ତାଙ୍କ ବାସଭବନରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଥିଲା। ଭାଜପା ଏଏପିର କିଛି ବିଧାୟକଙ୍କୁ କିଣିବାର ଚେଷ୍ଟା କରୁଥିବା ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ…

ମଦର ସୌକୀନ ଏହି ୩ ଭାରତୀୟ କ୍ରିକେଟର, ଅହରହ ପିଅନ୍ତି ଆଲକହଲ

ନୂଆଦିଲ୍ଲୀ,୨।୨: ଟିମ୍‌ ଇଣ୍ଡିଆର ଖେଳାଳୀମାନେ ସେମାନଙ୍କ ବିଳାସମୟ ଜୀବନଯାପନ ପାଇଁ ବେଶ୍‌ ପରିଚିତ। କେବଳ ଖେଳ ନୁହେଁ ସେମାନଙ୍କ ବିନ୍ଦାସ ବ୍ୟବହାର ଓ ମେଳାପୀ ସ୍ବଭାବ ପାଇଁ ସାରା ବିଶ୍ୱରେ ସେମାନେ ବେଶ୍‌ ପରିଚିତ। ଏଥିପାଇଁ ଯୁବପିଢି ସେମାନଙ୍କ ଉପରେ ବେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?