ଅନଲାଇନ ଡେଟିଂରେ ବ୍ୟବହାର କଲେ ଚାଟ୍ଜିପିଟି, ଆଉ ମିଳିଗଲା ମନଲାଖି ସ୍ତ୍ରୀ
ମସ୍କୋ,୨।୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି। ଏଆଇ ସାହାର୍ଯ୍ୟରେ ମଣିଷର ନିତିଦିନିଆ କଠିନ କାମ ସରଳ ହେଉଥିବାବେଳେ ଘଣ୍ଟାଘଣ୍ଟାର କାମ କେଇ ମିନିଟରେ ସମାଧାନ ହୋଇଯାଉଛି। ପ୍ରତିଟି ପ୍ରଶ୍ନର ଉତ୍ତର ଚାଟଜିପିଟି ପାଖରେ ରହୁଛି। ସାମ୍ପ୍ରତିକ…
ଯଶସ୍ବୀ ଜୟସ୍ବାଲଙ୍କ ଦମ୍ଦାର ଶତକ: ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩୩୬/୬
ବିଖାଖାପାଟଣା,୨।୨: ବିଶାଖାପାଟଣା ଡ. ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯…
‘ଭାରତ ଯୋଡ ଯାତ୍ରା’ରେ ଟଙ୍କା ସାରିଦେଲା କଂଗ୍ରେସ! ଖର୍ଚ୍ଚ ହୋଇଛି ଏତେ…
ନୂଆଦିଲ୍ଲୀ,୨।୨: ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାଏଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ କଂଗ୍ରେସର ମୋଟ ୭୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକଥା ଆମେ ନୁହେଁ ନିର୍ବାଚନ ଆୟୋଗଙ୍କ ପାଖରେ…
ଧୋନିଙ୍କ ପାଇଁ ଅଶନିଶ୍ୱାସି ହୋଇପଡିଥିଲେ ପନ୍ତ, ହୋଟେଲ ରୁମରେ ଭୋଭୋ ହୋଇ କାନ୍ଦିଥିଲେ
ନୂଆଦିଲ୍ଲୀ,୨।୨: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର୍ ମହେନ୍ଦ୍ର ସିଂ ଧୋନିଙ୍କୁ ଅନେକ ଯୁବକ ସେମାନଙ୍କ ଆଦର୍ଶ ବୋଲି ଭାବନ୍ତି। ଟିମ ଇଣ୍ଡିଆରୁ ବାହାରିଥିବା ଋଷଭ ପନ୍ତ ଭାରତୀୟ ଦଳରେ ତାଙ୍କ ସ୍ଥାନ ନେଇଥିଲେ ଏବଂ ଏହା…
ଖାର୍ଗେଙ୍କ କଥା ଶୁଣି ସ୍ମିତହାସ୍ୟ ଦେଲେ ମୋଦି
ନୂଆଦିଲ୍ଲୀ,୨।୨: କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ଏମପି ଡି.କେ ସୁରେଶଙ୍କ ଏକ ପୃଥକ ଦେଶ ଦାବି କରିବାକୁ ବାଧ୍ୟ ହୋଇଥିବା ବିବୃତ୍ତିରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଖାର୍ଗେ ରାଜ୍ୟ ସଭାରେ କହିଛନ୍ତି…
ପରଫ୍ୟୁମ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୧୫-୨୯ ଶ୍ରମିକ ଫସି ରହିଥିବା ଆଶଙ୍କା
ବଦ୍ଦି,୨।୨: ହିମାଚଳ ପ୍ରଦେଶର ସୋଲାନ ଜିଲାର ଏକ ପ୍ରସାଧନ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛିି। ୧୫-୨୦ ଶ୍ରମିକ ଏଠାରେ କାରଖାନାରେ ଫସି ରହିଥିବା କୁହାଯାଉଛି। ନିଆଁ ଲାଗିବା ପରେ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଛାତ ଉପରେ…
ରାଜସ୍ଥାନରୁ ସୋନିଆଙ୍କୁ ରାଜ୍ୟ ସଭା ପଠାଇବାକୁ ହେଉଛି ଯୋଜନା
ନୂଆଦିଲ୍ଲୀ,୨।୨: ରାଜସ୍ଥାନର ତିନୋଟି ଆସନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଯେଉଁଠି ଭାଜପା ପକ୍ଷରୁ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏଥର କଂଗ୍ରେସର ଏକ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।…
ଚାଲି ଚାଲି ଥକିପଡିବାରୁ ଆମ୍ବୁଲାନ୍ସକୁ ଫୋନ୍ କଲେ ମଦ୍ୟପ, କହିଲେ, ଶୀଘ୍ର ଆସି ନେଇଯାଅ ନହେଲେ ବେହୋସ ହୋଇଯିବି
ହାଇଦ୍ରାବାଦ,୨।୨: ଆଖପାଖ ସ୍ଥାନକୁ ଯିବାକୁ ହେଲେ ଲୋକେ ଚାଲି ଚାଲି ଯାଇଥାନ୍ତି। ଯଦି ଦୂର ବାଟକୁ ଯିବାକୁ ପଡେ ତେବେ ଲୋକ ବାଇକ୍/ସ୍କୁଟି କିମ୍ବା ବସ, କ୍ୟାବରେ ଯାତାୟତ କରିଥାନ୍ତି। କିନ୍ତୁ ତେଲଙ୍ଗାନାରେ ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଏମିତି…
ବିବାହର ୧୨ ଦିନ ପରେ ପତିଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ କୋଟିପତି ଅଭିନେତ୍ରୀ ପୁନମ
ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶେଷକରି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୁନମଙ୍କ ଦେହାନ୍ତ ଖବର ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ତାଙ୍କର ପ୍ରଶଂସକମାନେ ଏହାକୁ ବିଶ୍ୱାସ କରିପାରିବେ…
ଓଡ଼ିଆ ଭାଷାର ସମନ୍ବିତ ବିକାଶରେ ଆଦିବାସୀ ଭାଷାର ଭୂମିକା
ଯେକୌଣସି ସଭ୍ୟତାର ବାହି୍ୟକ ପରିପ୍ରକାଶ ହେଉଛି ତାର ସଂସ୍କୃତି। ଗୋଟିଏ ସଭ୍ୟତା ନିର୍ମାଣ ପଛରେ ଥାଏ ଏକାଧିକ ଲୋକ ସଂସ୍କୃତି। ଆଉ ମଧ୍ୟ ଗୋଟିଏ ସଂସ୍କୃତିର ଆବିର୍ଭାବ ହଠାତ ହୁଏ ନାହିଁ ବା ବାହାରୁ ଆଣି କେହି କେବେ ଥୋପି ଦେଇପାରେ…
ଯଶସ୍ବୀ ଜୟସ୍ବାଲଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ସଚିନ ତେନ୍ଦୁଲକର: ଲୋକେ କରୁଛନ୍ତି ପ୍ରଶଂସା
ନୂଆଦିଲ୍ଲୀ,୨।୨: ଯଶସ୍ବୀ ଜୟସ୍ବାଲ ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ ଷ୍ଟାର ବୋଲି କୁହାଯାଏ। ସୁଯୋଗ ମିଳିଲେ ସେ ଏହା ପ୍ରମାଣ କରି ମଧ୍ୟ ଦେଖାନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ଭଲ ଷ୍ଟ୍ରୋକ ଖେଳି ଶତକ ଅର୍ଜନ…
ମୋଦିଙ୍କ ପ୍ରଶଂସକ ପାଲଟିଲେ ବରିଷ୍ଠ କଂଗ୍ରେସ ନେତା
ନୂଆଦିଲ୍ଲୀ,୨।୨: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କିଛି ସମୟ ପାଇଁ ତାଙ୍କ ଦଳ ଉପରେ ରାଗିଛନ୍ତି। ସେପଟେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଭେଟିବା ପରେ ଭାଜପା ସହ ତାଙ୍କର ଘନିଷ୍ଠତା ନେଇ କଳ୍ପନାଜଳ୍ପନା କରାଯାଉଛି। ଏଥିସହ…

