ଥଣ୍ଡା,ଜ୍ୱର, ସୁଗାର ସମେତ ୩୯ ଔଷଧ ହେଲା ଶସ୍ତା
ନୂଆଦିଲ୍ଲୀ,୩।୨: ସାଧାରଣ ଲୋକମାନେ କୌଣସି ରୋଗର ମୁକାବିଲା କରିବା ସମୟରେ ଚିନ୍ତାରେ ପଡିଯାଆନ୍ତି। କରୋନା ମହାମାରୀ ପରେ ଦେଶରେ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। କିନ୍ତୁ ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ଏହି ଦିଗରେ ଏକ…
ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ
ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ ଛାଡ଼ଖଣ୍ଡରେ…
ବ୍ରେକଫାଷ୍ଟ ନ ଦେବାରୁ ରଡରେ ପିଟିପଟି ମାଆକୁ ମାରିଦେଲା ପୁଅ
ବେଙ୍ଗାଲୁରୁ,୩।୨: କର୍ନାଟକର ବେଙ୍ଗାଲୁରୁରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ବ୍ରେକଫାଷ୍ଟ ବା ସକାଳ ଭୋଜନ ମାଆ ପ୍ରସ୍ତୁତ ନ କରି ଦେବାରୁ ନାବାଳକ ପୁଅ ନିଜ ମାଆଙ୍କୁ ହତ୍ୟା କରିଛି। ପରେ ପୁଅ ପୋଲିସ ଷ୍ଟେଶନ ଯାଇ ନିଜ ଦୋଷ…
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ
ନୂଆଦିଲ୍ଲୀ,୩।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ ଶନିବାର ପହଞ୍ଚିଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୋଲିସ ରାତିରେ ସେଠାରୁ…
ଥାଣେ ପୋଲିସ ଷ୍ଟେଶନ ଗୁଳିକାଣ୍ଡ ମାମଲାରେ ଭାଜପା ବିଧାୟକ ଗିରଫ
ମୁମ୍ବାଇ,୩।୨: ମହାରାଷ୍ଟ୍ରର ଥାଣେ ଜିଲାର ଉହ୍ଲାସନଗର ପୋଲିସ ଷ୍ଟେଶନରେ ଗୁଳି ବିନିମୟରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଷ୍ଟେଶନରେ ଗୁଳି ଚଳାଇଥିବାରୁ ଭାଜପା ବିଧାୟକ ଗଣପତ ଗାୟକୱାଡଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଥାଣେ ଜିଲାର…
ଚିଲି ଜଙ୍ଗଲରେ ବ୍ୟାପିଲା ନିଆଁ, ୧୦ ମୃତ
ସାଣ୍ଟିଆଗୋ,୩।୨: ଚିଲି ଜଙ୍ଗଲରେ ବ୍ୟାପକ ଅଗ୍ନିକାଣ୍ଡ ଯୋଗୁଁ ୧୦ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଏଏଫପିକୁ କହିଛି ଯେ ଶନିବାର ଚିଲିରେ ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଧିକାରୀମାନେ ସୂଚନା ପାଇଥିଲେ। ଏହି ଅଗ୍ନିକାଣ୍ଡରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଜେଲରେ ରୁଟି କ୍ଷୀର ଖାଇ ରାତି କାଟିଲେ ହେମନ୍ତ ସୋରେନ, ଆଜିଠାରୁ ଆରମ୍ଭ ହେବ ପଚରା ଉଚରା
ନୂଆଦିଲ୍ଲୀ,୩।୨: ଜମି ଦୁର୍ନିତି ମାମଲାରେ ଜେଲକୁ ପଠାଯାଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାରଠାରୁ ପଚରାଉଚରା କରାଯିବ। ଏହାପୂର୍ବରୁ ଜେଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଏହା ବ୍ୟତୀତ ଇଡି କାର୍ଯ୍ୟାଳୟ ବାହାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।…
ଓଡ଼ିଶାରେ ଏନ୍ଏଲ୍ସି ଇଣ୍ଡିଆର ୨୭,୨୧୨ କୋଟି ନିବେଶ
ଭୁବନେଶ୍ୱର,୩।୨: ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ୨୪୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶୁକ୍ରବାର ସମ୍ବଲପୁରଠାରେ ଏକ…
ଜାନୁଆରୀରେ ହୋଣ୍ଡାର ୪,୧୯,୩୯୫ ୟୁନିଟ୍ ବିକ୍ରି
ଭୁବନେଶ୍ୱର, ୩।୨: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୪ ଜାନୁଆରୀ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍ ଯାନ ବିକ୍ରି…
ଆଜି ଉଦ୍ଘାଟନ ହେବ ଏମ୍ସିଏଲ୍ର ୨୧୪୫ କୋଟିର ପ୍ରକଳ୍ପ
ଭୁବନେଶ୍ୱର,୩।୨ (ଅଭୟ ଦାଶ): ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ବହୁ ପ୍ରତୀକ୍ଷିତ ତଥା ୨୧୪୫କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୪ଟି ପ୍ରମୁଖ ପ୍ରକଳ୍ପକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ଦେଶ ଉଦ୍ଦେଶ୍ୟ୍ରେ ଉତ୍ସର୍ଗ କରିବେ ବୋଲି…
ଆର୍ବିବିଏଲ୍ ସହ ସିୟୁର ବୁଝାମଣା
ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଆନ ୟୁନିଭର୍ସିଟି (ସିୟୁ) ଏବଂ ନେପାଳର ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାଙ୍କ ଲିମିଟେଡ୍ (ଆର୍ବିବିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆର୍ବିବିଏଲ୍ କର୍ମଚାରୀଙ୍କର ଦକ୍ଷତା ଓ କ୍ଷମତା ବୃଦ୍ଧି ଉପରେ…
ଓ୍ବିକିଲିକ୍ସର ହ୍ୟାକିଙ୍ଗ ସିକ୍ରେଟ ଦେଇଥିବା ବ୍ୟକ୍ତିଙ୍କୁ ୪୦ ବର୍ଷ ଜେଲ
ନ୍ୟୁୟର୍କ,୩।୨: ଜଣେ ପୂର୍ବତନ ସଫ୍ଟୱେୟାର ଇଞ୍ଜିନିୟର ଶିଶୁ ଯୌନ ଶୋଷଣର ଚିତ୍ର ଏବଂ ଭିଡିଓ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ‘ସିଆଇଏ’ ଇତିହାସରେ ବର୍ଗୀକୃତ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୩୫ ବର୍ଷିୟ ଜୋଶୁଆ ଶୁଲଟେଙ୍କୁ ଏହି ଅପରାଧ…

