ମଦର ସୌକୀନ ଏହି ୩ ଭାରତୀୟ କ୍ରିକେଟର, ଅହରହ ପିଅନ୍ତି ଆଲକହଲ
ନୂଆଦିଲ୍ଲୀ,୨।୨: ଟିମ୍ ଇଣ୍ଡିଆର ଖେଳାଳୀମାନେ ସେମାନଙ୍କ ବିଳାସମୟ ଜୀବନଯାପନ ପାଇଁ ବେଶ୍ ପରିଚିତ। କେବଳ ଖେଳ ନୁହେଁ ସେମାନଙ୍କ ବିନ୍ଦାସ ବ୍ୟବହାର ଓ ମେଳାପୀ ସ୍ବଭାବ ପାଇଁ ସାରା ବିଶ୍ୱରେ ସେମାନେ ବେଶ୍ ପରିଚିତ। ଏଥିପାଇଁ ଯୁବପିଢି ସେମାନଙ୍କ ଉପରେ ବେଶୀ…
କଂଗ୍ରେସକୁ ମମତାଙ୍କ କଟାକ୍ଷ, ‘ଏତେ ଅହଙ୍କାର କାହିଁକି? ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ସନ୍ଦେହ’
ନୂଆଦିଲ୍ଲୀ,୨।୨: ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ। ପ୍ରଥମେ ତୃଣମୂଳ କଂଗ୍ରେସ ପରେ ଏଏପି ଓ ଜେଡିୟୁ ମିଳିତମେଣ୍ଟରୁ ଅଲଗା ହୋଇଛି। ତେବେ ଟିଏମସି ମୁଖିଆ ମମତା ବାର୍ନାଜୀ ପଶ୍ଚିମବଙ୍ଗରେ ଏକାକୀ ଲଢିବା ନେଇ ଘୋଷଣା କରିଛନ୍ତି।…
ଦୁଇ ସନ୍ତାନଙ୍କୁ ୧୫ମହଲାରୁ ଫିଙ୍ଗିଦେଲେ ଦମ୍ପତି, ଏବେ କୋର୍ଟ ଶୁଣାଇଲେ ମୃତ୍ୟୁଦଣ୍ଡ
ବେଜିଂ,୨।୨: ଚାଇନାରେ ଏକ ଦମ୍ପତିଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହି ଦମ୍ପତି ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋ ଗ ହୋଇଛି । କହିରଖୁଛୁ କି, ଦମ୍ପତି ସେମାନଙ୍କର ଦୁଇ ସନ୍ତାନଙ୍କୁ ୧୫ ମହଲାରୁ ଫୋପାଡି ଦେଇଛନ୍ତି । ଏଥିରେ…
Video: ହେଲମେଟ୍ ଭିତରେ ଲୁଚି ରହିଥିଲା ଅହିରାଜ, ପିନ୍ଧିବାକୁ ଯିବା ବେଳେ ଫଣା ଦେଖି ଉଡିଲା ହୋସ୍…
ଅହିରାଜକୁ ଦୁନିଆର ସବୁଠାରୁ ବିଷଧର ସର୍ପ ଭାବେ ଗଣାଯାଏ। ଏହା ଥରେ ଦଂଶନ କଲେ ବଞ୍ଚିବା ମୁସ୍କିଲ। ଏଣୁ ଏହାକୁ ସାମ୍ନାରେ ଦେଖିଲେ ଡରିବା ସ୍ବାଭାବିକ। ହେଲେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହେଲମେଟ୍…
CBSE ଛାତ୍ରଙ୍କୁ ପଢାଯିବ ଡେଟିଙ୍ଗ୍ ଓ ରିଲେଶନଶିପ୍ର ପାଠ! ନୂଆ ପାଠ୍ୟକ୍ରମ ନେଇ ବୋର୍ଡ ଦେଲା ସୂଚନା
ନୂଆଦିଲ୍ଲୀ,୨।୨: ସୋସିଆଲ ମିଡିଆରେ ଘୁରିବୁଲିଛୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏଜୁକେଶନ(CBSE) ପୁସ୍ତକର ନୂଆ ବହିର ଫଟୋ। ଯେଉଁଥିରେ ଗୋଟିଏ ଅଧ୍ୟାୟରେ ଡେଟିଂ ଓ ରିଲେଶନଶିପର ପାଠ ଥିବା ଦେଖିବାକୁ ମିଳିଛି। କ୍ଲାସ ୯ର ଏକ ବହିରେ ଏହି ପାଠ୍ୟକ୍ରମ ପଢାଯିବ। ତେବେ…
ପରଲୋକରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ସାଧୁ ମେହେର
ଭୁବନେଶ୍ୱର,୨।୨: ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ସାଧୁ ମେହେର ଆଉ ନାହାନ୍ତି। ଶୁକ୍ରବାର ୮୪ ବର୍ଷ ବୟସରେ ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ସେ ଖ୍ୟାତି…
ଜ୍ଞାନବାପିର ବ୍ୟାସ ତେଖାନାରେ ଆରମ୍ଭ ହେଲା ପୂଜାର୍ଚ୍ଚନା, ସ୍ଥାପନ ହେଲେ ଶିବ-ଗଣେଶ-ହନୁମାନଙ୍କ ମୂର୍ତ୍ତି
ପ୍ରୟାଗରାଜ,୨।୨: ଜ୍ଞାନବାପି ମସଜିଦ ଉପରେ ବାରଣାସୀ ଜିଲା କୋର୍ଟ ହିନ୍ଦୁପକ୍ଷଙ୍କ ସପକ୍ଷରେ ରାୟ ଦେବା ପରେ ଶୁକ୍ରବାର ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଜ୍ଞାନବାପିର ବ୍ୟାସ ତେଖାନାରେ ଆଜି ଭଗବାନ ଶିବ, ଗଣେଶ ଓ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ହିନ୍ଦୁପକ୍ଷ…
ଆଇନ ପୁସ୍ତକରେ ନିଆଁ ଲଗାଇ ଦିଅ..ମୌଲାନାଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୨।୨: ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୬ଫେବୃଆରୀରେ ହେବ। ସେପର୍ଯ୍ୟନ୍ତ କୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି ଏବଂ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମିୟତ…
ବିବାଦୀୟ ପୁନମ୍: ଏମ୍ଏମ୍ଏସ୍ ଲିକ୍ ହେବା ପରେ ଆସିଥିଲେ ଚର୍ଚ୍ଚାକୁ, ଦେଖନ୍ତୁ ମଡେଲଙ୍କ କିଛି ଭାଇରାଲ ଭିଡିଓ…
ବମ୍ବେ: ନିଜର ରୋକଠୋକ ସ୍ବଭାବକୁ ନେଇ ପରିଚିତ ଥିଲେ ବୋଲ୍ଡ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ୩୨ ବର୍ଷ ବୟସରେ ସେ ଆଖି ବୁଜିଥିବା ନେଇ ଟିମ୍ ଏବଂ ମ୍ୟାନେଜରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ…
ପତ୍ନୀ-ପତିଙ୍କ ତଲାକର ଅଲଗା ନିୟମ, ଉତ୍ତରାଖଣ୍ଡ ସରକାରଙ୍କ ୟୁସିସି
ଡେରାଡୁନ,୨।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଉତ୍ତରାଖଣ୍ଡ ସରକାର ଗଠନ କରିଥିବା କମିଟି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଞ୍ଚ ସଦସ୍ୟ ବିଶିଷ୍ଟ…
ଏବେ ଇ-କମର୍ସ ସାଇଟ୍ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ ହେବ।…
Video: ଆଖି ପିଛୁଳାକେ ଛେଳିକୁ ପଞ୍ଝାରେ ଉଠାଇ ନେଇ ଉଡିଗଲା ଚିଲ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ…
କୁହାଯାଏ ଚିଲ ଏକ ବିଚକ୍ଷଣ ଶିକାରୀ। ବିଶେଷକରି ଏହାର ପଞ୍ଝାରେ ରହିଛି ବହୁତ ଶକ୍ତି। ଚିଲ ନିଜର ପଞ୍ଝାରେ ଶିକାରକୁ ସହଜରେ ଉଠାଇ ନେଇଥାଏ। ସାଧାରଣତଃ ଚିଲର ଓଜନ ୪ରୁ ୯ କିଗ୍ରା ହୋଇଥିବା ବେଳେ ଏହା ପ୍ରାୟ ୫ କିଗ୍ରା…

