Home

‘ଇତିହାସରେ ସବୁଠାରୁ ଲଜ୍ଜାଜନକ ଘଟଣା’ ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୧୨: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ। ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଛନ୍ତି। ଗୃହରେ…

କୋଭିଡ-୧୯ ମାମଲା ବଢିବା ପରେ କେନ୍ଦ୍ର ଆଲର୍ଟ, ଜେଏନ୍‌.୧ ଭାରିଆଣ୍ଟକୁ ନେଇ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ,୧୮।୧୨: କୋଭିଡ ମାମଲା ବୃଦ୍ଧି ଏବଂ ଭାରତରେ ଜେଏନ୍‌.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରାଯାଇଛି। କୋଭିଡ ପରିସ୍ଥିତିର ନିରନ୍ତର ନଜର ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ଅନୁରୋଧ କରିଛି। ରାଜ୍ୟଗୁଡିକ ନିୟମିତ ଭାବରେ…

କିଏ ସେହି ଚନ୍ଦା ଦେବୀ, ଯାହାଙ୍କୁ ନିର୍ବାଚନ ଲଢିବାକୁ ଅଫର ଦେଲେ ମୋଦି

ବାରାଣସୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ବିକାଶ ଭାରତ ସଙ୍କଳ୍ପ ଯାତ୍ରାରେ ଭାଗ ନେଇଥିଲେ। ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ସେ ବାରାଣସୀର ସେବାପୁରୀ ନାମକ…

ମ୍ୟାଚ୍‌ ଚାଲିଥିବାବେଳେ ଅଧିନାୟକଙ୍କୁ ଆସିଲା ହୃଦ୍‌ଘାତ

ନୂଆଦିଲ୍ଲୀ,୧୮।୧୨: ପଡ଼ିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ଏକ ଅଘଟଣ ଘଟିଛି। ହୃଦଘାତ କାରଣରୁ ଲୁଟନ ଟାଉନ୍‌ କ୍ଲବ ଅଧିନାୟକ ଟମ ଲକିୟର ପଡ଼ିଆରେ ହୃଦ୍‌ଘାତ ଆସିଥିଲା। ଏହି କାରଣରୁ ବୋର୍ନମାଉଥରେ ଖେଳାଯାଇଥିବା ଇଂରାଜୀ ପ୍ରିମିୟର ଲିଗ (ଇପିଏଲ) ଫୁଟବଲ ମ୍ୟାଚ ରଦ୍ଦ…

ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ରେ ରାଜ୍‌ କରିବେ ଏହି କ୍ରିକେଟର୍‌: ଇରଫାନ ପଠାନ କଲେ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ସାଇ ସୁଦର୍ଶନ । ଡେବ୍ୟୁ ମ୍ୟାଚ୍‌ରେ ସେ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ଲୋକ ସଭା ପରେ ରାଜ୍ୟ ସଭାରୁ ୪୫ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ପରେ ରାଜ୍ୟ ସଭାର ୪୫ ବିରୋଧୀ ଏମ୍‌ପିଙ୍କୁ ସୋମବାର ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି ଯେ, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି। ବାଧା ଯୋଗୁ ଗୃହ…

ଜମ୍ମୁ -କଶ୍ମୀର, ଲଦାଖରେ ଭୂକମ୍ପ ଝଟକା

ଶ୍ରୀନଗର/ଲେହ,୧୮।୧୨: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ -କଶ୍ମୀର ଏବଂ ଲଦାଖରେ ସୋମବାର ଅପରାହ୍ନରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ, ଶ୍ରୀନଗର, ପୁଞ୍ଚ, କିସ୍ତଓ୍ବାଡ, କାର୍ଗିଲ ସମେତ ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି। ଏକ ଘଣ୍ଟା ମଧ୍ୟରେ ଚାରିଥର ଭୂକମ୍ପ ଝଟକା…

କୋରିଆନ ବ୍ଲଗରଙ୍କୁ ଦୁର୍ବବ୍ୟବହାର, ଭିଡିଓ ଭାଇରାଲ

ମୁମ୍ବାଇ,୧୮।୧୨: ଭାରତରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏକ ପ୍ରବାଦ ଅଛି – ଅତିଥି ଦେବୋ ଭବ: ଯାହାର ଅର୍ଥ ଅତିଥି ଭଗବାନଙ୍କ ପରି। ଅର୍ଥାତ୍‌ ଭାରତରେ ଯେତେବେଳେ ଜଣେ ଅତିଥି କୌଣସି ବ୍ୟକ୍ତିଙ୍କ ଘରକୁ ଆସନ୍ତି, ସେତେବେଳେ ତାଙ୍କୁ ବହୁତ…

କରୋନାର ନୂଆ ଭାରିଏଣ୍ଟକୁ ନେଇ ଆଡଭାଇଜରି ଜାରି, ଏବେ ହେବ ମାସ୍‌ ଟେଷ୍ଟିଂ

ଥିରୁଭାନନ୍ତପୁରମ,୧୮।୧୨: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କର୍ନାଟକ ସରକାର ସଂକ୍ରମଣର ନୂଆ ଭାରିଏଣ୍ଟ ଜେଏନ-୧ (କୋଭିଡ ସବ ଭାରିଏଣ୍ଟ ଜେଏନ-୧) ବିଷୟରେ ସତର୍କ କରାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋମବାର ଏକ…

ଲୋକ ସଭାର ପୂରା ଅଧିବେଶନରୁ ନିଲମ୍ବିତ ହେଲେ ଅଧୀର ରଞ୍ଜନଙ୍କ ସମେତ ବହୁ ବିରୋଧୀ ନେତା

ନୂଆଦିଲ୍ଲୀ,୧୮।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ସୋମବାର ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଲୋକ ସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ…

ଇଣ୍ଡିଆ ମେଣ୍ଟକୁ ଚ୍ୟାଲେଞ୍ଜ ଦେଲେ ଗିରିରାଜ, କହିଲେ କାହାର ଶକ୍ତି ଅଛି ତ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ

ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଜନତା ପାର୍ଟି (ଭାଜପା) ର ବିଜୟକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଇଣ୍ଡିଆ ମେଣ୍ଟକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ ଯଦି…

ଭାଙ୍ଗିଗଲା ସ୍ବପ୍ନ! ଦିଲ୍ଲୀ ଯିବେ ଶିବରାଜ, ସନ୍ଧ୍ୟାରେ ଭେଟିବେ ନଡ୍ଡାଙ୍କୁ

ଭୋପାଳ,୧୮।୧୨: ଏଥର ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ଏକ ଚମତ୍କାର ବିଜୟ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ମୋହନ ଯାଦବଙ୍କୁ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହଟାଇ ନୂଆ ମୁଖ୍ୟମନ୍ତ୍ରୀ କରିଛନ୍ତି। ସେ ଶପଥ ଗ୍ରହଣ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri