Home

ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍‌ ଧରିଲେ ଶୁଭମନ ଗିଲ୍‌: ଦେଖନ୍ତୁ ଭିଡିଓ

ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି।…

ଭାଜପା ନେତାଙ୍କୁ ନିର୍ମମ ହତ୍ୟା କଲେ ନକ୍ସଲ

ରାୟପୁର,୭।୩: ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ଭାଜପା ନେତା କୈଳାଶ ନାଗଙ୍କୁ ନକ୍ସଲମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। କୈଳାଶଙ୍କ ଘର ବିଜାପୁରର କୋଟମେଟା ଗାଁରେ ବୋଲି ଜଣାପଡିଛି। ନକ୍ସଲମାନେ ତାଙ୍କ ଗାଁରୁ ଉଠାଇ ନେଇଥିଲେ। ପରେ ତାଙ୍କୁ…

ବିଜେଡିରେ ସାମିଲ ହେଲେ ବିଜୟ ମହାପାତ୍ରଙ୍କ ପୁଅ

ଭୁବନେଶ୍ୱର,୭ା୩: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସରେ ଦଳୀୟ ନେତାଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ…

ଓଡିଶା କଂଗ୍ରେସର ସଙ୍କଟ ମୋଚନ ସାଜିବେ କାନୁଗୋଲୁ, ଯିଏ ଭାଜପାକୁ ଆଣିଥିଲେ ସରକାରକୁ

ଭୁବନେଶ୍ୱର,୭।୩: ଓଡିଶାରେ ଏବେ ନୂଆ ମେଣ୍ଟକୁ ନେଇ ଚହଳ ପଡିଛି। ଗତକାଲି ରାତିରେ ପ୍ରଥମେ ବିଜେଡିର ବୈଠକ ଓ ତା’ପରେ ଭାଜପାର କୋର କମିଟି ବୈଠକ ପରେ ଏବେ ବିଜେଡି-ଭାଜପା ମେଣ୍ଟ ସମ୍ଭାବନା ଆହୁରି ବଢିଯାଇଛି। ଏଭଳି ସ୍ଥିତିରେ ମଉକା ଦେଖି…

ଆଉ ମେଣ୍ଟ ନୁହେଁ, ଏକୁଟିଆ ଲଢିବ ଭାଜପା

ଚଣ୍ଡିଗଡ,୭।୩: ହରିୟାଣାର ଦଶଟି ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଦେବ। ଜେଜେପି ସହିତ କୌଣସି ମେଣ୍ଟ ହେବ ନାହିଁ। ସୂତ୍ରରୁ ପ୍ରକାଶ ଯେ, ହରିୟାଣା କୋର କମିଟିର ହାଇ କମାଣ୍ଡଙ୍କ ସହ ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଦଶଟି…

ଦୁଆରଶୁଣୀ ଘାଟିରେ ବସ୍‌-ଟ୍ରକ୍‌ ଦୁର୍ଘଟଣା

ବାରିପଦା,୭।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ବାଙ୍ଗରିପୋଷି ଦୁଆରଶୁଣୀ ଘାଟିରେ ଯାତ୍ରୀବାହି ବସ ଓ ଟ୍ରକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ, ରାଧାମାଧବ…

କ୍ୟାରିୟର୍‌ର ୧୦୦ତମ ଟେଷ୍ଟରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ଧର୍ମଶାଳା,୭।୩:ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଧର୍ମଶାଳା ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳ ତାଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନିତ କରିଥିଲା। ଏହି ଅବସରରେ ବେୟାରଷ୍ଟୋଙ୍କ ପରିବାର ମଧ୍ୟ ପଡ଼ିଆରେ ଉପସ୍ଥିତ ଥିଲେ।…

ଆଶାକର୍ମୀଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ୱର,୭ା୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଆଶାକର୍ମୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଆଶାକର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ୪୯,୫୨୨…

ଆଇପିଏଲ୍‌ ପୂର୍ବରୁ ଲକ୍ଷ୍ନୌ ପାଇଁ ଗୁଡ୍‌ ନ୍ୟୁଜ୍‌

ନୂଆଦିଲ୍ଲୀ, ୭।୩: ଆଇପିଏଲ୍‌ ପୂର୍ବରୁ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ପାଇଁ ଖୁସିଖବର। ଆହତ ସମସ୍ୟାକୁ ନେଇ ଚିନ୍ତା ବଢ଼ାଇଥିବା ଅନୁଭବୀ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଏନ୍‌ସିଏରେ ନିଜର ଅଭ୍ୟାସର ଫଟୋ ଶେୟାର କରିଛନ୍ତି। ‘ହାଏ’ କ୍ୟାପଶନ ସହ ଫଟୋ ପୋଷ୍ଟ କରିବା…

ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌

କିଭ୍‌,୭।୩: ମିସାଇଲ୍‌ ମାଡ଼ରୁ ଅଳ୍ପକେ ରକ୍ଷା ପାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି। ତାଙ୍କ କନଭେନ୍‌ର ଅତି ନିକଟରେ ମିସାଇଲ୍‌ ପଡ଼ିଥିବା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ପ୍ରଥମ ଥର ଲାଗି ଜେଲେନସ୍କିଙ୍କ ଏତେ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ…

ସଚିନ ତେନ୍ଦୁଲକରଙ୍କୁ ଆଉଟ୍‌ କଲେ ବିଗ୍‌ ବସ୍‌ ବିଜେତା: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୨: ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତରେ ଭଗବାନ କୁହାଯାଏ। ତାଙ୍କୁ ପଡିଆରେ ଆଉଟ୍‌ କରିବା ବୋଲରଙ୍କ ପାଇଁ ସ୍ବପ୍ନ ସତ ହେବା ଭଳି। ନିକଟରେ କିଛି ସମାନ ଘଟଣା ଦେଖିବାକୁ ମିଳିଛି। ନିକଟରେ ଥାନେରେ ଆୟୋଜିତ ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ…

ଛୋଟ ଦେଶ, ମାତ୍ର ସାରା ବିଶ୍ୱକୁ ଯୋଗାଏ ସୋରିଷ ତେଲ

ଦୁନିଆର ଅନେକ ଦେଶରେ ସୋରିଷ ତେଲରେ ଖାଦ୍ୟ ରନ୍ଧାଯାଏ। ଏହା ଭାରତର ପ୍ରାୟ ସମସ୍ତ ରୋଷେଇ ଘରେ ଦେଖିବାକୁ ମିଳେ। ଉତ୍ପାଦନ ବିଷୟରେ କହିବାକୁ ଗଲେ, ୨୦୨୧ରେ ଭାରତରେ ସୋରିଷର ରେକର୍ଡ ଉତ୍ପାଦନ ହୋଇଥିଲା। ପ୍ରାୟ ୮୯.୫ ଲକ୍ଷ ଟନ୍‌ ସୋରିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?