Home

ଏଣିକି ଡ୍ରାଇଭିଂ ଟେଷ୍ଟବେଳେ ଜଗିବ ଏଆଇ

ଭୁବନେଶ୍ୱର,୭।୩(ସୁନିତ୍‌ ମିଶ୍ର): ଡ୍ରାଇଭିଂ ଟେଷ୍ଟ କରାଯିବା ସମୟରେ ଏହାକୁ ଆଉ କୌଣସି ବ୍ୟକ୍ତିଙ୍କୁ ଜଗିବାକୁ ପଡ଼ିବ ନାହିଁ। ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର ଏଣିକି ଡ୍ରାଇଭିଂ ଟେଷ୍ଟର ପରୀକ୍ଷା କରିବ। ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ଉଠିବା ପରେ…

ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ କରିବେ ଏହି ଦୁଇ ଦେଶ

ମସ୍କୋ,୬ା୩: ଆସନ୍ତା ୧୦ ବର୍ଷ ମଧ୍ୟରେ ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ ପାଇଁ ଦୁଇ ଦେଶ ଏକ ପ୍ରକଳ୍ପ ଉପରେ ବିଚାର କରୁଛନ୍ତି। ମହାକାଶ ଉଡ଼ାଣ ଏବଂ ଅନୁସନ୍ଧାନ ପାଇଁ ରୋସ୍‌କୋସ୍ମୋର ସିଇଓ ୟୁରୀ ବୋରିସୋଭ କହିଛନ୍ତି, ଏହି ମିଶନ ସ୍ବୟଂଚାଳିତ…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ସିବିଆଇ ତଦନ୍ତ ମାମଲା: ଖାରଜ ପାଇଁ ରାଜ୍ୟ ସରକାରଙ୍କ ଆବେଦନ

କଟକ,୬ା୩(କାର୍ତ୍ତିକ ସାହୁ): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି। ରାଜ୍ୟ ସରକାର ଜବାବ ଦାଖଲ କରି ଉକ୍ତ ମାମଲାରେ ଅଭିଯୁକ୍ତମାନଙ୍କୁ ନିମ୍ନ ଅଦାଲତରେ ଦଣ୍ଡବିଧାନ ହୋଇସାରିଛି ବୋଲି ଦର୍ଶାଇଛନ୍ତି। ୨୦୧୩ରେ…

କଳାକାରଙ୍କୁ ମିଳୁନି ଭତ୍ତା, ପରିବାର ପ୍ରତିପୋଷଣରେ ଅର୍ଥ ସାଜିଛି ବାଧକ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରଙ୍କ କଳାକାର ଭତ୍ତାରୁ ବଞ୍ଚିତ ସଦର ବ୍ଲକ କାଳିଆବେଡ଼ା ଗ୍ରାମର ମହିଳା ପାଲା ଗାୟିକା ଯଶୋଦା ବାରିକ ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି। ଏଥିପାଇଁ କଳାକାର ଭତ୍ତା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଦୀର୍ଘ ବର୍ଷ ଧରି ପାଲା…

ରେଳଫାଟକ ବନ୍ଦ, ଖରାରେ ସିଝିଲେ ଜନସାଧାରଣ

ନିରାକାରପୁର,୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ଥିବା ରେଳବାଇ ଲେବଲ କ୍ରସିଂ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପଡ଼ିଯିବାରୁ ଫାଟକର ଉଭୟପାର୍ଶ୍ୱ ନୂଆ ଜଗନ୍ନାଥ ସଡ଼କରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଅଟକି ରହିବା ସାଙ୍ଗେ ସାଙ୍ଗେ ଦୁଇ ଦୁଇଟି…

ତାଳଚେର ସହର ପ୍ରଦୂଷଣ ନେଇ ଏନ୍‌ଜିଟିରେ ମାମଲା: ପ୍ରତିପକ୍ଷଙ୍କୁ ଜବାବ ଦାଖଲ ନୋଟିସ୍‌

କଟକ,୬ା୩(କାର୍ତ୍ତିକ ସାହୁ): ତାଳଚେର ସହରରେ କୋଇଲା ପରିବହନଜନିତ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ବୁଧବାର ମାମଲାର ଶୁଣାଣି କରାଯାଇ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ନିମନ୍ତେ ଏପ୍ରିଲ ୧୦କୁ ଧାର୍ଯ୍ୟ…

ଉଦୟନିଧି, ଏ. ରାଜାଙ୍କ ବିରୋଧରେ ପିଟିଶନ ହାଇକୋର୍ଟରେ ଖାରଜ

ଚେନ୍ନାଇ,୬ା୩:ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲାରେ ଡିଏମ୍‌କେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌, ପି.କେ ସେରକାର ଏବଂ ଏମ୍‌ପି ଏ.ରାଜାଙ୍କ ବିରୋଧରେ ଦାଖଲ ପିଟିଶନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏକ ହିନ୍ଦୁ ଜାତୀୟତାବାଦୀ ସଙ୍ଗଠନ ପକ୍ଷରୁ ଏହି ଆବେଦନ ହୋଇଥିଲା।…

ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ

ଇସ୍‌ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍‌-ହକ୍‌ଙ୍କ ସାମରିକ ଶାସନ କାଳରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉପଯୁକ୍ତ ବିଚାର କରା ନ ଯାଇ ଏହି…

ପରୀ ହତ୍ୟା ମାମଲା: ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ

କଟକ,୬ା୩(କାର୍ତ୍ତିକ ସାହୁ): ନୟାଗଡ଼ ପରୀ ହତ୍ୟା ମାମଲାର ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସରୋଜ ସେଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନୟାଗଡ଼ ଜିଲା ଚିଲ୍‌ଡ୍ରେନ ଅତିରିକ୍ତ ସେସନ କୋର୍ଟ ମାମଲାର ବିଚାର କରି ୨୦ ବର୍ଷ ଦଣ୍ଡାଦେଶ ରାୟ ପ୍ରଦାନ କରିଥିଲେ।…

ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢ଼େ ୪ ଲକ୍ଷ ଠକେଇ ଅଭିଯୋଗ: ଦମ୍ପତି ଗିରଫ

ବଡ଼ବିଲ,୬ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିବା ପୂର୍ଣ୍ଣମାସୀ ଦଳେଇ ନାମକ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ଆକାଉଣ୍ଟରୁ ସାଢେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର…

ବିଜେଡି ସହ ଭାଜପା ମେଣ୍ଟ ଚର୍ଚ୍ଚା ନେଇ ଜବାବ ଦେଲେ ଜୁଏଲ ଓରାମ

ନୂଆଦିଲ୍ଲୀ,୬।୩ : ଓଡ଼ିଶା ଭାଜପାର କୋର୍‌ କମିଟି ବୈଠକ ବୁଧବାର ଦିଲ୍ଲୀରେ ଶେଷ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏନେଇ ଭାଜପା ଏମ୍‌ପି ଜୁଏଲ ଓରାମ ସୂଚନା ଦେଇଛନ୍ତି। ଏହି ବୈଠକ ପରେ…

ବିଜେଡି-ଭାଜପା ମେଣ୍ଟକୁ ନେଇ ଏମିତି କହିଲେ ଅରୁଣ ସାହୁ

ଭୁବନେଶ୍ୱର,୬।୩ : ନବୀନ ନିବାସରେ ଆଜି ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଆଲୋଚନା ହୋଇଛି। ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଠିକ ସମୟରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ବୈଠକ ପରେ ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?