Home

ନବୀକରଣ ହେଉନି ବଟକରା

ବାଲିମେଳା,୧୪ା୩(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମିଷ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେପାରୀମାନେ ମନ ଇଚ୍ଛା ମାଛମାଂସ ଦର ବୃଦ୍ଧିକରି ଖାଉଟିଙ୍କୁ ଶୋଷଣ କରୁଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ…

ଆଜି ଭାଜପାର କୋର କମିଟି ବୈଠକ: ୟୁପି, ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯିବା ପରେ ସାରା ଦେଶରେ ରାଜନୈତିକ ଉତ୍ତାପ ତୀବ୍ର ହୋଇଛି। ସମସ୍ତ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ସମୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ଭାଜପାର କୋର ଗ୍ରୁପ୍‌ ବୈଠକ ଅନୁଷ୍ଠିତ…

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିନ୍ତ ହୋଇଯାଇଛି। ସୋମବାର ଫଳାଫଳ ଘୋଷଣା ପରେ ପୁଟିନ ନିଜର ପ୍ରଥମ…

ଆରସିବି ଉପରେ ଟଙ୍କା ବର୍ଷା: ହାରିବା ସତ୍ତ୍ୱେ କୋଟିପତି ହେଲା ଦ୍ୱିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଦଳ ଏହାର ପ୍ରଥମ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି…

ଏସି ଶେଡ୍‌: ୨ ମାସରେ ବିଦ୍ୟୁତ ବିଲ୍‌ ୧୪.୧୭ ଲକ୍ଷ

ପୁରୀ,୧୮ା୩ (ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ସରକାର ନିର୍ମାଣ କରିଥିବା ଏସି ଶେଡ୍‌ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଗତ ୨ ମାସରେ ଆସିଥିବା ବିଦ୍ୟୁତ ବିଲ୍‌କୁ ଦେଖି ଲୋକେ ବିସ୍ମୟ ପ୍ରକାଶ କରିଛନ୍ତି। ଏସି ଶେଡ୍‌ରେ ଗତ…

ଲଗାତର ଦ୍ୱିତୀୟ ଫାଇନାଲୂ ହାରିବା ପରେ ଭୋ ଭୋ କାନ୍ଦିଲେ ଅଧିନାୟକ

ନୂଆଦିଲ୍ଲୀ,୧୮।୩: ମହିଳା ପ୍ରିମିୟର ଲିଗ ୨୦୨୪ (ଡବ୍ଲ୍ୟୁପିଏଲ୍‌) ର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ହାରିଥିଲା। ଏହା ଦିଲ୍ଲୀର ପ୍ରଥମ ନୁହେଁ କିନ୍ତୁ ଫାଇନାଲରେ କ୍ରମାଗତ ଦ୍ୱିତୀୟ ପରାଜୟ। ପ୍ରଥମ ସିଜିନରେ ମଧ୍ୟ ଦିଲ୍ଲୀ ଦଳ…

କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଠୁନି ମେଡିକାଲ ଓ୍ବେଷ୍ଟ

ଭୁବନେଶ୍ୱର, ୧୮।୩ (ବନ୍ଦନା ସେଠୀ): ସ୍ମାର୍ଟସିଟିରେ ପରିମଳ ବ୍ୟବସ୍ଥା ବିଗିଡି ଗଲାଣି। ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଆବର୍ଜନା ଗଦା ହୋଇ ରହୁଛି। ସ୍ଥିତି ଏପରି ହେଲାଣି ଯେ ମେଡ଼ିକାଲ ପରିସରରୁ ମଧ୍ୟ ଆବର୍ଜନା ହଟୁନାହିଁ। ରାଜ୍ୟର ଅନ୍ୟତମ…

ଖିଲାପକାରୀଙ୍କୁ ସୁହାଇବ ଆଚରଣବିଧି

ଭୁବନେଶ୍ୱର,୧୮।୩ (ବନ୍ଦନା ସେଠୀ): ୨୦୨୩-୨୪ ଆର୍ଥିକ ବର୍ଷର ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ ନେଇ ଏବେ ବିଏମ୍‌ସି ଅଧିକାରୀ ଚିନ୍ତାରେ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ଅଳ୍ପଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୫୦% ରାଜସ୍ବ ମଧ୍ୟ ଆଦାୟ ହୋଇପାରିନାହିଁ। ଗୋଟିଏ…

ପାନୀୟଜଳ ପାଇଁ ହନ୍ତସନ୍ତ ପଞ୍ଚାୟତବାସୀ

କଣାସ,୧୮।୩(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକ ଚିଲିକା ଉପକୂଳରେ ଅବସ୍ଥାପିତ ହୋଇଥିବାରୁ ବର୍ଷ ତମାମ ଏଠାରେ ପାନୀୟ ଜଳ ସମସ୍ୟା ଲାଗିରୁହେ। ରୌଦ୍ରତାପ ସମୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରେ। ସେଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏପ୍ରିଲ ୧ରୁ…

ନିଆଁ ବଳୟରେ ନୟାଗଡ଼ ବନଖଣ୍ଡ ଜଙ୍ଗଲ

ନୟାଗଡ଼ ଅଫିସ,୧୮ା୩(ଲୋକନାଥ ମିଶ୍ର): ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ନୟାଗଡ଼ ବନଖଣ୍ଡରେ ମନୁଷ୍ୟକୃତ ନିଆଁର ଭୟାବହତା ଚିନ୍ତାର କାରଣ ପାଲଟିଛି। ଜଙ୍ଗଲରେ ନିଆଁକୁ ରୋକିବାକୁ ବନବିଭାଗର ପଦକ୍ଷେପ କାଟୁ କରୁନି । ଚଳିତ…

ଖଣି ପାଣିରେ ଡମଶାଳା ବିଷାକ୍ତ

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୮ା୩: ଯାଜପୁର ଜିଲା କାଳିଆପାଣି ଖଣି ଖାଦାନ ମାଲିକମାନେ କେବଳ ନିଜର ଲାଭ ଜଗିବାରେ ବ୍ୟସ୍ତ। ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଖାଦାନ ପରିସରରୁ ବିଷାକ୍ତ କ୍ରୋମିୟମ ଓ ଅମ୍ଲଯୁକ୍ତ ପାଣି ବାହାରକୁ ଛଡା ଯାଉଛି। ଏଥିରେ ସାଧାରଣ…

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ ମେ ୨୫ ତାରିଖରେ ଭୋଟ୍‌ଗ୍ରହଣ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?