Home

୨୪ ବର୍ଷରେ ଖାତା ଖୋଲିପାରିନି ବିଜେଡି

ସୁନ୍ଦରଗଡ଼,୨ା୪(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପୁଣି ଜୁଏଲଙ୍କ ଉପରେ ଭରସା କରି ଟିକେଟ ଦେଇଛି। ଅନ୍ୟପକ୍ଷରେ ବିଜେଡି ଏଥର ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଭେଟେରାନ ନେତା ଜୁଏଲଙ୍କୁ ବିଜେଡିର…

ପଣ୍ୟ କାରବାରରେ ପାରାଦୀପ ବନ୍ଦର ୧ ନମ୍ବର:ଦୀନଦୟାଲ କାଣ୍ଡଲା ପୋର୍ଟ ପଛରେ ରହିଗଲା

ପାରାଦୀପ,୨ା୪(ଶରତ ରାଉତ):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ୧୪୫.୩୮ ଏମ୍‌ଏମ୍‌ଟି (ମିଲିୟନ ମେଟ୍ରିକ ଟନ) ପଣ୍ୟ କାରବାର କରିଛି, ଯାହା ଦେଶର ସମସ୍ତ ବୃହତ୍‌ବନ୍ଦର କ୍ଷେତ୍ରରେ ସର୍ବାଧିକ। ଫଳରେ ପାରାଦୀପ ଏବେ ଦେଶରେ ୧…

ଛିଣ୍ଡୁନି ଟିକେଟ ଅଙ୍କ, ଦୋଛକିରେ ୩ ଦଳ

ଭୁବନେଶ୍ୱର,୨ା୪ (ଅନିଲଦାସ):ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ସପ୍ତାହ ବିତିଗଲାଣି। କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ଶେଷ ହୋଇପାଲିଲା ନାହିଁ। ବିଜେଡି ଓ ଭାଜପାରେ ଆଶାୟୀଙ୍କ ଭିଡ଼ ବଢୁଥିବାବେଳେ କଂଗ୍ରେସ ଶିବିର…

ଟାଉନ୍‌ କ୍ଲବ ୨୬ ରନରେ ବିଜୟୀ

ଭୁବନେଶ୍ୱର, ୨।୪ (ତପନ ସ୍ବାଇଁ): ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ନହରକଣ୍ଟା ଖେଳ ପଡ଼ିଆରେ ଚାଲିଥିବା ଦିଲ୍ଲୀପ ପଣ୍ଡା ମେମୋରିଆଲ ୧୫ ବର୍ଷରୁ କମ୍‌ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ ଟାଉନ୍‌ କ୍ଲବ ବିଜୟୀ ହୋଇଛି। ଲୋ ସ୍କୋରିଂ…

ପଡ଼ିଆରେ ବେହୋସ୍‌ ହେଲେ ଫ୍ରିଡ଼ା ମାନମ୍‌

ଓଲଭରହାମ୍ପଟନ୍‌,୨ା୪(ପି.ଟି.): ଇଂଲିଶ ଲିଗ୍‌ କପ୍‌ ଫାଇନାଲ ମ୍ୟାଚ୍‌ରେ ଆର୍ସେନଲ ମହିଳା ଦଳର ମିଡ୍‌ ଫିଲ୍ଡର ଫ୍ରିଡା ମାନମ୍‌ ବେହୋସ ହୋଇଯାଇଥିଲେ। ମୋଲିନକ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌କୁ ଆର୍ସେନଲ ୧-୦ରେ ବିଜୟୀ ହୋଇଥିବା ବେଳେ ଫ୍ରିଡା ମ୍ୟାଚ୍‌ ସମୟରେ ପଡିଆରେ…

୪୦ ଡିଗ୍ରୀ ଛୁଇଁଲା ୮ ସହର: ଉଷ୍ମରାତି ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨/୪(ଅନିଲ ଦାସ):ରାଜ୍ୟରେ ୨୪ ଘଣ୍ଟାର ବ୍ରେକ୍‌ ପରେ ପୁଣି ବଢ଼ିଛି ତାପମାତ୍ରା। ଅସମ୍ଭାଳ ଖରାତାତି ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଖାଲି ଦିନ ନୁହେଁ, ରାତ୍ରିର ତାପମାତ୍ରା ମଧ୍ୟ ଅଧିକ ରହୁଛି। ସୋମବାର ୮ ସହରରେ ତାପମାତ୍ରା ୪୦ଡିଗ୍ରୀ…

ବୋଲ୍ଟ, ଚହଲଙ୍କ ବୋଲିଂ ସଫଳତା

ମୁମ୍ବାଇ,୨ା୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୧୨୫/୯ରେ ସୀମିତ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୩ ଜଣ…

ଏପ୍ରିଲରୁ ଜୁନ୍‌ ଅସହ୍ୟ ତାତି: ଅଧିକ ଦିନ ରହିବ ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ,୨/୪(ପି.ଟି.):ଲୋକ ସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏପ୍ରିଲରୁ ଜୁନ୍‌ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ସତର୍କ କରାଇଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ…

ସଚେତନତା ଜରୁରୀ

ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜମ୍‌ ସଚେତନତା ଦିବସ ପାଳନ କରାଯାଏ। ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜମ୍‌ ଦ୍ୱାରା ପ୍ରଭାବିତ। ଭାରତରେ ଅଟିଜମ୍‌ର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛ। ଫଳରେ ଠିକ୍‌…

ଦିଲୀପ ଘୋଷ ଓ ସୁପ୍ରିୟା ଶ୍ରୀନେତଙ୍କୁ ଇସିଙ୍କ ଚେତାବନୀ

ନୂଆଦିଲ୍ଲୀ, ୨।୪: ମହିଳାଙ୍କ ପ୍ରତି ଆପତ୍ତିଜନକ ବୟାନ ପାଇଁ ଭାଜପା ଏମ୍‌ପି ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍‌ଙ୍କୁ ସୋମବାର ନିର୍ବାଚନ ଆୟୋଗ(ଇସି) ଚେତାବନୀ ଜାରି କରିଛନ୍ତି। ବୟାନ ଦେଉଥିବା ସମୟରେ ସତର୍କ ରହିବାକୁ ଉଭୟଙ୍କୁ ତାଗିଦ କରାଯାଇଛି।…

ଇମ୍ରାନଙ୍କ ୧୪ ବର୍ଷ ଜେଲଦଣ୍ଡ ଉପରେ ରୋକ

ଇସ୍‌ଲାମାବାଦ୍‌, ୨।୪: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପୂର୍ବରୁ ଉଭୟଙ୍କୁ ୧୪ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସୋମବାର ଏହା ଉପରେ ଇସ୍‌ଲାମାବାଦ୍‌ ହାଇକୋର୍ଟ…

ନିର୍ବାଚନକୁ ବିପଦ ଡିପ୍‌ଫେକ୍‌ ଭିଡିଓ, ଭଏସ୍‌ କ୍ଲୋନିଂ

ନୂଆଦିଲ୍ଲୀ,୨ା୪(ପି.ଟି.): ଲୋକ ସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ କୌଣସି ଉପାୟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥଳେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଡିପ୍‌ଫେକ୍‌ ପ୍ରଯୁକ୍ତିର ଦୁରୁପଯୋଗ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?