ଜେଲ୍ରେ ଏହିମାନଙ୍କୁ ଭେଟିପାରିବେ କେଜ୍ରିଓ୍ବାଲ, ପ୍ରଶାସନକୁ ଦେଲେ ଲିଷ୍ଟ
ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲ୍ରେ ଭେଟିବାକୁ ଥିବା ଲୋକଙ୍କ ତାଲିକା ପ୍ରଶାସନଠାରେ ଦାଖଲ କରିଛନ୍ତି। ସୂଚନାନୁସାରେ, କେଜ୍ରିଓ୍ବାଲ ୬ଜଣ ବିଶେଷ ବ୍ୟକ୍ତିଙ୍କ ନାମ ପ୍ରଶାସନକୁ ଦେଇଛନ୍ତି, ଯେଉଁମାନେ ତାଙ୍କୁ ତିହାର ଜେଲରେ ଭେଟି ପାରିବେ। ତିହାର ଜେଲ୍…
ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ
ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ…
ଆଇପିଏଲ୍ ମଝିରେ ନିଜ ନାଁ ପରିବର୍ତ୍ତନ କରିଦେଲେ ଏହି କ୍ରିକେଟର୍: ପଛରେ ରହିଛି ଏମିତି କାରଣ
ଲଣ୍ଡନ,୧।୪: ଇଂଲଣ୍ଡ ଅଧିନାୟକ ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଏକ ଅଂଶ ଥିବା ଜୋସ ବଟଲର ଆନୁଷ୍ଠାନିକ ଭାବରେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ଜୋସ (Jos)ରୁ ଜୋଶ (Josh)କୁ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି। ବର୍ତ୍ତମାନ…
ଭାଜପାରେ ଯୋଗ ଦେବାପରେ ଏମିତି କହିଲେ ଅନୁଭବ
ଭୁବନେଶ୍ୱର.୧।୪: କେନ୍ଦ୍ରାପଡ଼ା ଏମ୍ପି ଓଲିଉଡ ଅଭିନେତା ଅନୁଭବ ମହାନ୍ତି ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ୨ ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପାରେ ମିଶିବା ପରେ ଅନୁଭବ…
ରାଜ୍ୟରେ ଆସନ୍ତାକାଲି ଠାରୁ ବୃଦ୍ଧି ପାଇବ ତାପମାତ୍ରା
ଭୁବନେଶ୍ୱର,୧।୪: ରାଜ୍ୟର କିଛି ଜିଲାରେ ୪ରୁ ୬ ତାରିଖ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏଥିସହ କିଛି ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
ନିର୍ଦ୍ଦେଶନା ଦେବେ ସାରା!
ମୁମ୍ବାଇ: ଇଣ୍ଟରନେଟରେ ସକ୍ରିୟ ଥିବା କଳାକାରମାନଙ୍କ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନ ଅନ୍ୟତମ। ନିକଟରେ ତାଙ୍କୁ ‘ମର୍ଡର ମୁବାରକ’ ଏବଂ ‘ଏ ଓ୍ବତନ ମେରେ ଓ୍ବତନ’ ମୁଭିରେ ଦେଖିବାକୁ ମିଳିଛି। ସାରା ତାଙ୍କ ଫିଲ୍ମର ସୁଟିଂ ପୂର୍ବରୁ ଇନଷ୍ଟାଗ୍ରାମରେ କ୍ଲାପ…
ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଫୋପାଡି ଦେଲେ ସ୍ବାମୀ: ପଛରେ କାରଣ ଥିଲା ଏମିତି
ପ୍ରତିଦିନ ରୋଷେଇ କଲାବେଳେ ଖାଦ୍ୟ ଭଲ ବା ଖରାପ ହେବା ଏକ ସାଧାରଣ କଥା। ଏହି କଥାକୁ ନେଇ ଜଣଙ୍କୁ ହତ୍ୟା କରାଯିବା ନିହାତି ଆଶ୍ଚର୍ଯ୍ୟର କଥା। କିନ୍ତୁ ଏମିତି ଏକ ଲୋକଟାଙ୍କୁରା ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଜଣେ ବ୍ୟକ୍ତି…
ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି! ଗଡକରୀ ଦେଲେ ଏମିତି ପ୍ରତିଶ୍ରୁତି
ନୂଆଦିଲ୍ଲୀ,୧।୪: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିରୁ ଭାରତ ମୁକ୍ତ ହୋଇପାରିବ କି ନାହିଁ,…
ଯନ୍ତ୍ରଣାରେ ଛଟପଟ ହେଲେ ଧୋନି, ଫଟୋ ହେଉଛି ଭାଇରାଲ
ନୂଆଦିଲ୍ଲୀ,୧।୪: ଆଇପିଏଲ ୨୦୨୪ ର ୧୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦ ରନରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ବିଶାଖାପଟନମର ଓ୍ବାଇଏସ ରାଜଶେଖରା ରେଡ୍ଡୀ ଷ୍ଟାଡିୟମରେ ନୀଳ ଜର୍ସି ଅପେକ୍ଷା ଅଧିକ ଦର୍ଶକ ହଳଦିଆ…
ପାକିସ୍ତାନରେ ବଢିଛି ଆତଙ୍କବାଦୀ ଘଟଣା, ବର୍ଷ ଆରମ୍ଭରେ ୨୪୫ ଆକ୍ରମଣ, ୪୦୦ରୁ ଅଧିକ ମୃତ
ଇସଲାମାବାଦ,୧।୪: ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଘଟଣା ସମ୍ପର୍କରେ ଥିଙ୍କ ଟେକର ରିପୋର୍ଟ ପ୍ରକାଶ ପାଇଛି। ଥିଙ୍କ ଟେକର ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ତିନି ମାସରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୩ମାସରେ ପାକିସ୍ତାନରେ…
ତିହାରରେ କେମିତି କଟିବ କେଜରିଓ୍ବାଲଙ୍କ ଦିନ
ନୂଆଦିଲ୍ଲୀ,୧।୪: ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଫସି ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ତାଙ୍କୁ ଏପ୍ରିଲ ୧୫ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏହା…
ଭାଜପାରେ ସାମିଲ ହେଲେ ଅନୁଭବ
ଭୁବନେଶ୍ୱର,୧।୪: ଭାଜପାରେ ସାମିଲ ହେଲେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି। ସୋମବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ଭାଜପାରେ ମିଶିଛନ୍ତି। ୨ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ଭାଜପାରେ…

