Home

ନେତାଙ୍କ ପାଇଁ କଳାପଥରର କଳା ଟଙ୍କା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଲଘୁ ଖଣିଜ ସମ୍ପଦ କଳାପଥର, ମୋରମ, ବାଲି ଓ ମାଙ୍କଡା ପଥରର ପ୍ରାଚୁର୍ଯ୍ୟ ରହିଛି। ଗତ ପ୍ରାୟ ୧ ବର୍ଷ ହେବ ଲଘୁ ଖଣି ସମ୍ପଦର ସୁରକ୍ଷାଭାର ରାଜସ୍ବ ବିଭାଗଠାରୁ କାଢ଼ି ନେଇ ଖଣି ବିଭାଗକୁ ଦିଆଯାଇଛି।…

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ। ପ୍ରାର୍ଥୀ ଘୋଷଣା ପରେ ସବୁ ଦଳରେ କେଁ ବଢିବା ଏଠାକାର ରାଜନୈତିକ ମାହୋଲକୁ ସରଗରମ…

ଅଭିଯୋଗ ଆଣିଲେ ପି.ଟି. ଉଷା

ନୂଆଦିଲ୍ଲୀ,୯ା୪(ପି.ଟି.): ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ (ଆଇଓଏ) ସଭାପତି ପି.ଟି. ଉଷା ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମାନେ ତାଙ୍କୁ ସାଇଡ୍‌ ଲାଇନ୍‌ କରିବାକୁ ପ୍ରୟାସ କରୁଥିବା ନେଇ ଉଷା ସୋମବାର ଅଭିଯୋଗ ଆଣିଛନ୍ତି। ଏପରି କି…

ଝିଲିକ୍‌ ନା ବବି ଦାସଙ୍କ ଭାଇ କାହାକୁ ମିଳିବ ଟିକେଟ୍‌: ବିଜେଡି ଦେଇ ନ ପାରେ ପରିବାରରୁ ଦୁଇଜଣଙ୍କୁ ଟିକେଟ

ରସୁଲପୁର,୯ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର କୋରେଇ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ପ୍ରତିଦିନ ନୂଆ ନଁା ଚର୍ଚ୍ଚାକୁ ଆସୁଛି। ଏହାସହ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିଚାଲିଛି, ଯାହାଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଆଲୋଚନା ହେଉଛି। ଯାଜପୁର…

ରୋଲ୍‌ବଲ୍‌ରେ ପୁଣି ଓଡ଼ିଶାର ଚମକ

ଭୁବନେଶ୍ୱର, ୯।୪ (ତପନ ସ୍ବାଇଁ): ରୋଲ୍‌ ବଲ୍‌ରେ ପୁଣି ଓଡ଼ିଶା ଖେଳାଳିମାନେ ଚମକ ସୃଷ୍ଟି କରିଛନ୍ତି। ଆସାମ ଗୁଆହାଟୀସ୍ଥିତ ରୁଦ୍ର ସିଂ ରୋଲ ବଲ୍‌ ଷ୍ଟାଡିୟମରେ ଅନୁଷ୍ଠିତ ୧ମ ଜାତୀୟ ପୂର୍ବାଞ୍ଚଳ ୧୭ ବର୍ଷରୁ କମ୍‌ ରୋଲ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର…

ସୁରଙ୍କ ପରିବାରକୁ ପୁତୁରାଙ୍କ ଟାର୍ଗେଟ

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ଜଟଣୀ ବିଧାନସଭା ଆସନକୁ ନେଇ ଏବେ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି। ଏହି ଆସନରୁ ବିଧାୟକ ଥିବା କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହାରି ଭିତରେ ସୁରଙ୍କ…

ଜାତୀୟ ମହିଳା ହକି କ୍ୟାମ୍ପରେ ୩୩ ଖେଳାଳି: ଓଡ଼ିଶାରୁ ୩ ସାମିଲ

ବେଙ୍ଗାଲୁରୁ, ୯ା୪(ପି.ଟି.): ସୋମବାର ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି କ୍ୟାମ୍ପ ପାଇଁ ୩୩ ଜଣ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଗୋଲକିପର ସବିତା ପୁନିଆ ଓ ଫରଓ୍ବାର୍ଡ ବନ୍ଦନା କାଟାରିୟାଙ୍କ ଭଳି ସିନିୟର ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ…

ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ

କଟକ,୯ା୪ (କାର୍ତ୍ତିକ ସାହୁ):ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ମାମଲାରେ ଜବାବ ଦାଖଲ ଲାଗି ଓଡ଼ିଶା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟ ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର…

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ ପାରାର ଦୁଇ ଗୋଡ଼ରେ ବିଦେଶୀ ଭାଷାରେ ଲେଖାଥିବା ଜିପିଏସ୍‌ ଟ୍ରାକର ଭଳି ଚିପ୍‌ ଲାଗିଛି।…

କେବଳ ଶଙ୍ଖ ଚିହ୍ନ ପାଇଁ ୬ଥର ହୋଇଛନ୍ତି ଏମ୍‌ପି

କଟକ, ୯ା୪(ଶିଳ୍ପା ପ୍ରିୟଦର୍ଶିନୀ):ବାରବାଟୀ-କଟକ ବିଜେଡିର କର୍ମୀ ସମ୍ମିଳନୀ କଟକ ସାରଳା ଭବନରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଯୋଗଦେବା ପରେ ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାଜପା କଟକ ଲୋକ ସଭା…

ନବୀନ ନିବାସରେ ସମ୍ବିତଙ୍କ ବିରୋଧରେ ସ୍ବର

ଜଗତ୍‌ସିଂହପୁର,୯ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନ ମଣ୍ଡଳୀରେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢ଼ିବାରେ…

ପଣ୍ୟ ପରିବହନରେ ଏପିଏସ୍‌ଇଜେଡ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୯।୪: ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶିଆଲ ଇକୋନମିକ୍‌ ଜୋନ ବା ଏପିଏସ୍‌ଇଜେଡ୍‌ ପଣ୍ୟ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ବିଶ୍ୱବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?