ଜେଲ୍ରୁ ଫେରାର ହେଲେ ୨ କଏଦୀ
ଭବାନୀପାଟଣା,୭।୪ (ଉତ୍ତମ କୁମାର ଦାଶ): ଜିଲା ମୁଖ୍ୟ କାରାଗାରରୁ ଫେରାର୍ ହୋଇଛନ୍ତି ୨ କଏଦୀ। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ ବନ୍ଦୀ ଫେରାର ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି। ରବିବାର ସକାଳୁ…
ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର
ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।…
୫ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ
ଭୁବନେଶ୍ୱର,୭।୪: ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜୁ ଜନତା ଦଳ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଛି। ସେହିପରି ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ ମିଳିଛି। କେନ୍ଦ୍ରାପଡା ପାଇଁ ପ୍ରତାପ…
ମାଡ଼ି ଆସୁଛି ଝଡ଼ବର୍ଷା! ୩ଘଣ୍ଟା ପାଇଁ ୪ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର,୭।୪: ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି। ତେଣୁ ପାଣିପାଗ ବିଭାଗ ଆଜି ୩ ଘଣ୍ଟା ପାଇଁ ୪ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…
ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର,୭।୪: ଭାଜପାକୁ ବଡ଼ ଝଟ୍କା। ଦଳ ଛାଡ଼ିଛନ୍ତି ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଭାଜପା ଛାଡ଼ିଛନ୍ତି ଲେଖାଶ୍ରୀ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଓ ଭାଜପାର ଉପ ସଭାପତି ପଦରୁ ଇସ୍ତଫା…
କଳାହାଣ୍ଡିରେ ପରିବାରବାଦ ଅନ୍ୟ ନେତାଙ୍କ ବାଟ ରୋକୁଛି
ଭବାନୀପାଟଣା,୭।୪(ଉତ୍ତମ କୁମାର ଦାଶ): ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ, ଭାଇ…
କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ
ଭୁବନେଶ୍ୱର, ୭।୪ (ବନ୍ଦନା ସେଠୀ)ଆସନ୍ତା ୮ ତାରିଖ ସୋମବାର ଏକ ବିରଳ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଏବଂ ପାଖ ଅଞ୍ଚଳରେ ଆଂଶିକ…
ଗୋଟିଏ ମଞ୍ଚରେ ଜୟନାରାୟଣ ଓ ଗିରିଶ
ସମ୍ବଲପୁର,୭ା୪ (ଭବାନୀ ଶଙ୍କର ଭୋଇ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷିତ ହେବା ପରେ ଏବେ ସେ ଭାଜପାର ନୂଆପୁରୁଣା ନେତା ଓ କର୍ମୀଙ୍କୁ ଏକଜୁଟ କରି ଦଳକୁ ଅଧିକ ସଂଗଠିତ କରିବା ପାଇଁ ଉଦ୍ୟମ…
ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ
ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର ପ୍ରାର୍ଥୀ। ସୋନପୁରରେ ୨୦୧୪ ନିର୍ବାଚନର ପ୍ରାର୍ଥୀ ଓ ବୀରମହାରାଜପୁରରେ ୨୦୧୯ ନିର୍ବାଚନର ପ୍ରାର୍ଥୀ ରିପିଟ୍…
ଆଧାର ଜାଲିଆତିରୁ ଜମି ହଡ଼ପ
ବଲାଙ୍ଗୀର,୭ା୪(ବୀରେନ୍ଦ୍ର କୁମାର ଝାଙ୍କର)ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଞ୍ଚକତା କରି ନିରୀହ ବ୍ୟକ୍ତିଙ୍କ ବହୁମୂଲ୍ୟ ଜମି ହଡ଼ପ ଘଟଣା ଜଣାପଡିବା ପରେ ବଲାଙ୍ଗୀର ସବ୍ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହି ଜମି ଜାଲିଆତି କାରବାରରେ ଜଣେ ପୂର୍ବତନ ସରପଞ୍ଚଙ୍କ…
ଦୁର୍ଘଟଣାର ବାହକ ଅନ୍ଫିଟ୍ ଯାନ
ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ)ସ୍ମାର୍ଟସିଟି ରାଉରକେଲା ସହର ରାସ୍ତାରେ ଯାତାୟାତ କରୁଥିବା ଅଧିକାଂଶ ଯାନବାହନର ଫିଟ୍ନେସ୍ ନାହିଁ। ଏହାକୁ ଯାଞ୍ଚ ଠିକ୍ ଭାବେ ଯାଞ୍ଚ କରାଯାଉ ନ ଥିବାରୁ ସହର ପରିବେଶ ପ୍ରଦୂଷିତ ହେବା ସହ ଦୁର୍ଘଟଣା ବଢୁଛି। ରାଉରକେଲା ପରିବହନ ବିଭାଗ…
ମୟୂରଭଞ୍ଜ: ଜଣାଶୁଣା ନେତ୍ରୀଙ୍କୁ କୋଣଠେସା
ବାରିପଦା, ୭ା୪(ନୀଳାଦ୍ରି ବିହାରୀ ଦଣ୍ଡାପଟ): ନିର୍ବାଚନ ବିଗୁଲ ବାଜିବା ପରେ ମୟୂରଭଞ୍ଜ ଜିଲାରେ ରାଜନୀତି ଦୃଶ୍ୟପଟ ଭିନ୍ନ ମୋଡ ନେଉଛି । ଦଳରେ ଆଶାୟୀଙ୍କ ଅସନ୍ତୋଷ ଓ ପ୍ରାର୍ଥୀ ଚୟନ ବିବାଦ ରାଜନୈତିକ ଦଳଗୁଡିକ ଲାଗି ମୁଣ୍ଡବ୍ୟଥାର କାରଣ ହୋଇଛି। ଅପରପକ୍ଷେ…

