ଷ୍ଟେଶନରେ ମିଳିବ ଅଟା, ଚାଉଳ
ଭୁବନେଶ୍ୱର,୯।୪(ଅନୁରାଧା ମହାରଣା): ଏଣିକି ଦେଶର ରେଳ ଷ୍ଟେଶନଗୁଡ଼ିକରେ ଅଟା ଏବଂ ଚାଉଳ ମିଳିବ। ଏକ ପାଇଲଟ ପ୍ରୋଜେକ୍ଟ ଅଧୀନରେ ଭାରତୀୟ ରେଳପଥ ଷ୍ଟେଶନରେ ଥିବା ଲୋକଙ୍କୁ ଅଟା ଏବଂ ଚାଉଳ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ଷ୍ଟେଶନରେ ଯାତ୍ରୀମାନଙ୍କୁ ଅଟା ଏବଂ…
ୟୁପିଆଇ ମାଧ୍ୟମରେ ଏଟିଏମ୍ରୁ ଉଠିବ ଟଙ୍କା
ଭୁବନେଶ୍ୱର,୯।୪(ଅନୁରାଧା ମହାରଣା): ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଥିଲେ। ତାଙ୍କ କହିବାନୁସାରେ, ଖୁବ ଶୀଘ୍ର ୟୁପିଆଇ ବ୍ୟବହାରକାରୀମାନେ ନିଜ ଫୋନରେ ୟୁପି ଆପ…
ନିର୍ବାଚନ ଲଢ଼ିପାରିବେ ଦିଲୀପ ରାୟ
ନୂଆଦିଲ୍ଲୀ,୯ା୪:କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦୋଷୀସାବ୍ୟସ୍ତ ରାୟ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ସେ ୨୦୨୪ ନିର୍ବାଚନ ଲଢ଼ିପାରିବେ। ୧୯୯୯ରେ ଝାଡ଼ଖଣ୍ଡର କୋଇଲା ଖଣି ଆବଣ୍ଟନରେ ଅନିୟମିତତାକୁ ନେଇ ପୂର୍ବରୁ ଦିଲୀପ ଦୋଷୀସାବ୍ୟସ୍ତ…
ଦୀପକ ଏଇଏସ୍ଏଲ୍ର ନୂଆ ଏମ୍ଡି ତଥା ସିଇଓ
ନୂଆଦିଲ୍ଲୀ,୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ପରୀକ୍ଷା ପ୍ରସ୍ତୁତିକାରୀ ସଂସ୍ଥା (ଟେଷ୍ଟ ପ୍ରିପାରେଟୋରି ସର୍ଭିସେସ) ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ(ଏଇଏସ୍ଏଲ୍)ର ନୂଆ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦୀପକ…
ନିର୍ବାଚନ ପୂର୍ବରୁ କେତେଜଣ ଗିରଫ ହେବେ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୯ା୪(ପି.ଟି.):ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଆଣୁଥିବା ପ୍ରତ୍ୟେକଙ୍କୁ ଜେଲ ପଠାଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ଏଥିସହ ୨୦୨୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିତ୍ବା ୟୁଟ୍ୟୁବର ଏ. ଦୁରାଇମୁରୁଗାନ ସତ୍ତାଇଙ୍କ ଜାମିନକୁ କାଏମ…
ଘରୋଇ ବଜାରରେ ଇନ୍ଧନ ଚାହିଦା ବୃଦ୍ଧି
ନୂଆଦିଲ୍ଲୀ,୯।୪: ଘରୋଇ ବଜାରରେ କ୍ରମାଗତ ଭାବେ ଇନ୍ଧନ ଚାହିଦା ବୃଦ୍ଧି ଘଟିବା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରି କି ୨୦୨୩-୨୪ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ଇନ୍ଧନ ଚାହିଦା ୫% ବୃଦ୍ଧି ପାଇଥିଲାବେଳେ ବ୍ୟବହାରରେ ୦.୬% ବାର୍ଷିକ…
ଶିକାରୀଙ୍କୁ ଧରୁଛି ସ୍ବତନ୍ତ୍ର କ୍ୟାମେରା
ଭୁବନେଶ୍ୱର, ୯ା୪(ଅସମାପିକା ସାହୁ):ଓଡ଼ିଶା ଜଙ୍ଗଲରେ ଶିକାର ବନ୍ଦ ପାଇଁ ଅଣ୍ଟା ଭିଡିଛି ବନ ବିଭାଗ। ଶିମିଳିପାଳ ଓ କୁଲଡିହାରେ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ବିଳମ୍ବରେ ହେଲେ ବି ବିଭାଗର ନିଦ ଭାଙ୍ଗିଛି। ଶିକାରୀଙ୍କୁ ଧରିବାକୁ…
ରୋଷେଇ କରୁଥିବାବେଳେ ହଠାତ୍ ଫାଟିଲା ଗ୍ୟାସ୍ ସିଲିଣ୍ଡର: ଉଡିଗଲା ଛାତ
ପାତ୍ରପୁର,୯ା୪(ଉମା ଚରଣ ନେପାକ):ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପାତ୍ରପୁର ବ୍ଲକ ଆମୁଣ୍ଡି ଗ୍ରାମରେ ସୋମବାର ସାରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଜଣଙ୍କ ଛାତ ଉଡ଼ିଯାଇଛି। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ୧୧ ଜଣ ଆହତ ହୋଇଛନ୍ତି।…
ରାଜନୀତିରେ ଯୋଗଦେବେନି ସଞ୍ଜୟ ଦତ୍ତ
ମୁମ୍ବାଇ: ନିକଟରେ ରାଜନୀତିରେ ଯୋଗ ଦେଉ ନାହାନ୍ତି ବୋଲି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୋମବାର ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ଏହାସହ ଚଳିତ ଲୋକ ସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କରାଯାଉଥିବା ବିଭିନ୍ନ…
୧୦୦ ଟଙ୍କିଆ ନୋଟ୍ରେ କାଫେର ବିଜ୍ଞାପନ
ନୂଆଦିଲ୍ଲୀ: ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି, କୌଣସି ମଧ୍ୟ ବ୍ୟକ୍ତି ଏହାକୁ ଅତି ସହଜରେ ଅଣଦେଖା କରିପାରନ୍ତିନି ଏବଂ ଯଦି ଏହା ୧୦୦ ଟଙ୍କିଆ ନୋଟ ହୋଇଥାଏ ତେବେ ଯେ କେହିବି ଏହି ଟଙ୍କାକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି। ମଣିଷର ଏହି…
ଦୁଇଦିନ କାଳବୈଶାଖୀ, ପୁଣି ବଢ଼ିବ ତାତି
ଭୁବନେଶ୍ୱର,୯ା୪(ଅସମାପିକା ସାହୁ):ରାଜ୍ୟରେ ବିଭିନ୍ନ ସ୍ଥାନରେ ରବିବାର ବର୍ଷା ହେବା ଯୋଗୁ ସୋମବାର ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇଛି। ରବିବାର ଢେଙ୍କାନାଳ ଜିଲା ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ରାଜ୍ୟର କିଛି…
ସଶସ୍ତ୍ର ବଳ ପାଇଁ ମିଳିତ କାର୍ଯ୍ୟ ସଂସ୍କୃତି ଲୋଡ଼ା: ସିଡିଏସ୍
ନୂଆଦିଲ୍ଲୀ, ୯ା୪(ପି.ଟି.): ସଶସ୍ତ୍ର ବଳରେ ମିଳିତ କାର୍ଯ୍ୟ ସଂସ୍କୃତିର ବିକାଶ ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ସୋମବାର ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରର ସମୂହ ଯୁଦ୍ଧ ଲଢ଼ିବା ସାମର୍ଥ୍ୟ ବଢ଼ାଉଥିବା ଢାଞ୍ଚା ସୃଷ୍ଟି ଦ୍ୱାରା ପ୍ରତି…

