୧୭୦ ବିଧାୟକଙ୍କ ସମର୍ଥନ ରହିଛି
ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଭାଜପା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ସମସ୍ତ ଏନ୍ସିପି ବିଧାୟକ ଓ ୧୧ ସ୍ବାଧୀନ ବିଧାୟକ ଆମକୁ ସମର୍ଥନ କରୁଛନ୍ତି। ମ୍ୟାଜିକ୍ ନମ୍ବର(୧୪୫) ଛୁଇଁବା ଲାଗି କିଛି ଅସୁବିଧା ନାହିଁ ବୋଲି ଶନିବାର ଭାଜପା…
କିପରି ବଦଳିଲା ମହାରାଷ୍ଟ୍ର ଗଣିତ
ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଏନ୍ସିପି-କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଢ଼ିବ ବୋଲି ଶୁକ୍ରବାର ରାତିରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବା ସତ୍ତ୍ୱେ ଶନିବାର ସକାଳେ ଭାଜପା ନେତା ଦେବେନ୍ଦ୍ର ଫଡନବିସ୍ ମୁଖ୍ୟମନ୍ତ୍ରୀ ଓ ଏନ୍ସିପି ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ…
‘ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରିବନି ଭାଜପା’
ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ୍ନବିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ ହେଁ ଆବଶ୍ୟକ ସଂଖ୍ୟା ଭାଜପା ପାଖରେ ନାହିଁ ବୋଲି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଶନିବାର କହିଛନ୍ତି। ଭାଜପାକୁ ଅଜିତ୍ ସମର୍ଥନ କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅନୁଶାସନହୀନତା…
ଜଣେ କର୍ମଚାରୀରେ ଚାଲିଛି ଉପକୋଷାଗାର
ଛେଣ୍ଡିପଦା,୨୪।୧୧(ସ୍ବ.ପ୍ର.) – ଜଣେ କର୍ମଚାରୀରେ ଚାଲିଛି ଛେଣ୍ଡିପଦା ଉପକୋଷାଗାର। ଦିନେ କି ମାସେ ନୁହେଁ, ବରଂ ବର୍ଷେ ହେଲା ଏପରି ଚାଲିଛି କାର୍ଯ୍ୟ। ଫଳରେ ଗ୍ରାମାଞ୍ଚଳରୁ ଆସୁଥିବା ବହୁ ବୃଦ୍ଧବୃଦ୍ଧା, ପେନ୍ସନ ଭୋଗୀ, ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ…
ରାତିରେ ପଲଟିଗଲା ବାଜି: ଫଡ୍ନବିସ ମୁଖ୍ୟମନ୍ତ୍ରୀ, ଅଜିତ ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ,୨୪ା୧୧: ହିସାବ ସରିଥିଲା… ଭାଗବଣ୍ଟା ଛିଣ୍ଡିଥିଲା ଶିବସେନା, ଏନ୍ସିପି ଓ କଂଗ୍ରେସ ମଧ୍ୟରେ। ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ବିଧାୟକଙ୍କ ସମର୍ଥନପତ୍ର ଧରି ପହଞ୍ଚତ୍ଥାନ୍ତେ ରାଜ୍ୟପାଳଙ୍କ ନିକଟରେ। ଜଣାଇଥାନ୍ତେ ସରକାର ଗଠନ ପାଇଁ ଦାବି। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ…
ଜାଲିନା ହେଲେ ରାଜ୍ୟ ମହିଳା କମିଶନ ସଦସ୍ୟା
ଜି.ଉଦୟଗିରି,୨୪।୧୧(ଡି.ଏନ.ଏ.)-ରାଜ୍ୟ ସରକାର ରାଜ୍ୟ ମହିଳା କମିଶନର ସଦସ୍ୟା ଭାବେ ୪ ଜଣଙ୍କ ନାମ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ ଜାଲିନା ପ୍ରିୟଦର୍ଶିନୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଜାଲିନା ଶୁକ୍ରବାର କମିଶନ ସଦସ୍ୟା ଭାବେ ଭୁବନେଶ୍ୱରଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି…
ବାୟୋମେଟ୍ରିକ୍ ଉପସ୍ଥାନ, ଟୁର ଡାଏରୀ ଦାଖଲ ବାଧ୍ୟତାମୂଳକ
ଛତ୍ରପୁର,୨୪ା୧୧(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ସରକାରଙ୍କ ୫-ଟି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଉପସ୍ଥିତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ୫-ଟି ମନ୍ତ୍ର ଦେଇଥିଲେ। ଜିଲାର…
ଡାଲା ଅଟୋ ଚଳାଇ ପରିବାର ପୋଷୁଛନ୍ତି କବିତା
କେନ୍ଦୁଝର,୨୪।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ନହବେ ଗାଁକୁ ପ୍ରାୟ ୧୧ ବର୍ଷ ତଳେ ବୋହୂ ହୋଇ ଆସିଥିଲେ କବିତା। ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ କରିଥିଲେ। ଶାଶୁଘର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲା। କବିତାଙ୍କ ଦୁଇ ଝିଅ…
ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି
ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ ମନର ଆଶା, ବିଶ୍ୱାସକୁ ଊର୍ଦ୍ଧ୍ୱଗାମୀ କରି ଏକ ଚେତନ ସ୍ତରରେ ସମ୍ମିଳିତ ହୋଇଥାଏ। ଓଡ଼ିଆ…
ଜିଲାସ୍ତରରେ ୫-ଟି ସମୀକ୍ଷା ବୈଠକ: ଚିହ୍ନଟ ହେବେ ଅପାରଗ କର୍ମଚାରୀ
ବାଲେଶ୍ୱର ଅଫିସ,୨୪।୧୧-ପ୍ରଶାସନକୁ ଅଧିକ ଦକ୍ଷ ଓ ଲୋକାଭିମୁଖୀ କରିବା ଲାଗି ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଶନିବାର ପୂର୍ବାହ୍ନରେ ୫-ଟି କାର୍ଯ୍ୟକାରିତା ଉପରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଯେଉଁମାନଙ୍କ ନାମରେ ୩ଟି ପ୍ରୋସିଡିଂ ଥିବ…
ପ୍ରଥମ ଟେଷ୍ଟ: ଓ୍ବାଟଲିଂଙ୍କ ଅପରାଜିତ ଶତକ, ନ୍ୟୁଜିଲାଣ୍ଡ ଅଗ୍ରଣୀ
ମାଉଣ୍ଟ ମାଉନଗାନୁଇ,୨୩।୧୧(ଏଏଫପି): ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଅଗ୍ରାଣୀ ହାସଲ କରିଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂଙ୍କ ଅପରାଜିତ ଶତକ ଓ ଟେଲ ଏଣ୍ଡରଙ୍କ ଦମ୍ଦାର ବ୍ୟାଟିଂ…
ବ୍ରିସ୍ବେନ୍ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ବୃହତ୍ ଶତକ; ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼
ବ୍ରିସ୍ବେନ,୨୩।୧୧(ଏଏଫ୍ପି): ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନଙ୍କ ବୃହତ ଶତକ ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ସ୍ଥିତି ଦୃଢ କରିଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍…
Archives


