ଫଡନବିସଙ୍କ ପାଇଁ ସମସ୍ୟା ଆଣିପାରେ ସଂଖ୍ୟା ଗରିଷ୍ଠତା
ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନୂଆ ମୋଡ ନେଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଡନବିସ ସରକାରଙ୍କ ଉପରେ। ରାତାରାତି ମେଣ୍ଟ ଓ ପରେ ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି…
ସ୍ତ୍ରୀଙ୍କୁ ମନାଇବା ପାଇଁ ଛାତିରେ ଟାଟୁ ଆଙ୍କି ବାର୍ତ୍ତା ଲେଖିଲେ ସ୍ବାମୀ
ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଧୋକ୍କା ଦେଇଥିଲେ। ଏହା ପରେ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଗଲେ। କିନ୍ତୁ ବ୍ୟକ୍ତିଜଣକ ଚାହୁଁ ନ ଥିଲେ ସ୍ତ୍ରୀଙ୍କଠାରୁ ଦୂରେଇ ରହିବାକୁ। ସ୍ତ୍ରୀଙ୍କୁ ଫେରି ପାଇବା ପାଇଁ ସେ ଏକ ଭିନ୍ନ ତରିକା ଆପଣାଇଛନ୍ତି। ଦିଲ୍ଲୀର ଜୋସ୍…
ଆତଙ୍କବାଦୀଙ୍କ ଏନ୍କାଉଣ୍ଟର ୧୫ ପ୍ରତିଶତ କମିଛି: ଗ୍ଲୋବାଲ୍ ଟେରୋରିଜିମ୍ ଇଣ୍ଡେକ୍ସ୍
ଓ୍ବାଶିଂଟନ,୨୩।୧୧: ପୃଥିବୀରେ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର ୨୦୧୭ ତୁଳନାରେ ୨୦୧୮ରେ ୧୫ ପ୍ରତିଶତ କମିଛି। ଏନେଇ ଗ୍ଲୋବାଲ୍ ଟେରୋରିଜିମ୍ ଇଣ୍ଡେକ୍ସ୍-୨୦୧୯ରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଗୋଟିଏ ବର୍ଷ ମଧ୍ୟରେ ଆତଙ୍କବାଦ ପ୍ରଭାବିତ ଦେଶଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ୨୦୦୨ ପରେ ଦକ୍ଷିଣ…
‘ଧରିତ୍ରୀ’ ପ୍ରଭାବ: ବାୟୋମେଟ୍ରିକ୍ ମେଶିନ୍ରେ ଠକେଇ କରି ପିଡିଏସ୍ ସାମଗ୍ରୀ ହରିଲୁଟ୍ ଘଟଣାର ତଦନ୍ତ ଆରମ୍ଭ
ଯୋଡ଼ା,୨୩।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତରେ ବାୟୋମେଟ୍ରିକ ମେଶିନରେ ଟିପ ଚିହ୍ନ ଠକେଇ କରି ‘ପିଡିଏସ ସାମଗ୍ରୀ ହରିଲୁଟ୍ ନେଇ ଅଭିଯୋଗ କଲେ ହିତାଧିକାରୀ’ ଶୀର୍ଷକ ଧରିତ୍ରୀରେ ଗତ ତା ୨୦.୧୧.୧୯ରେ ଏକ ଖବର ପ୍ରକାଶ ପାଇଥିଲା। ଏହା…
ମେକ୍ସିକୋର ସୌଖୀନ ଜୀବ
ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର। ସାରା ବିଶ୍ୱରେ କେତେ ଯେ ପ୍ରାଣୀ ଅଛନ୍ତି ତା’ର କୌଣସି କଳନା ନାହିଁ। ପ୍ରତ୍ୟେକ ପୁଣି ଭିନ୍ନ ଭିନ୍ନ। ସେହିଭଳି ଏକ ସୌଖୀନ ପ୍ରାଣୀ ରହିଥାଏ ମେକ୍ସିକୋରେ । ଯାହାର ପ୍ରାଣୀବୈଜ୍ଞାନିକ ନାମ ହେଉଛି ‘ଆକ୍ଜୋଲୋଟ୍ଲ’।…
କ୍ରିକେଟ ଆଉ ରାଜନୀତିରେ କିଛି ବି ହୋଇପାରେ : ଗଡକରି
ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଇତିହାସକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ନୀତିନ ଗଡକରି କହିଛନ୍ତି, ମୁଁ ପୂର୍ବରୁ କହିଥିଲି କ୍ରିକେଟ ଓ ରାଜନୀତରେ କିଛିବି ହୋଇପାରେ। ଏବେ ଆପଣମାନେ…
ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ
ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ ପକାଇବାକୁ ବି ପଛାଇ ନ ଥାଏ। ଠିକ୍ ଯେମିତି ଅଷ୍ଟ୍ରେଲିଆ, ନ୍ୟୁ ସାଉଥଓ୍ବେଲ୍ସର ୨୪…
ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ମରାମତି ଦାବି
ଭବାନୀପାଟଣା,୨୩।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଇ ଯାଇଥିବା ବରଗଡ଼-ବୋରିଗୁମ୍ମା ୨୬ ନଂ. ଜାତୀୟ ରାଜପଥ କେସିଙ୍ଗା ବ୍ଲକ ପାଷ୍ଟିକୁଡି ନିକଟ ଦେଗାଡି, ଜୋରର ପୋଲ ଉପରେ ଏକ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ବହୁବାର ଯାନବାହନ…
ଛତିଶଗଡ଼ର ଶିମ୍ଲା ମୈନପାଟ
ଛତିଶଗଡ଼ର ସୁର୍ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ। ଖାସ୍ ସେଥିପାଇଁ ମୈନପାଟକୁ ଅନେକେ ଛତିଶଗଡ଼ର ଶିମ୍ଲା ବୋଲି ବି ସମ୍ବୋଧନ କରିଥାନ୍ତି… ଭାରତରେ…
ସବୁଠୁ ରଙ୍ଗିନ କାଫେ
ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା ୟୁନିକର୍ନ କାଫେକୁ ନିଶ୍ଚିତଭାବେ ଯିବେ। କାରଣ ଏହି କାଫେ ବେଶ୍ ରଙ୍ଗିନ ହେବାସହ ୟୁନିକର୍ନ(ଏକ…
ଆସନ୍ତା ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ ବହି: ମନ୍ତ୍ରୀ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…
ସବୁଠୁ ହାଲ୍କା ମିଠା
ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍ ଅବସରରେ ମିଠାକୁ ବାଦ୍ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର ମିଠା ଉପଲବ୍ଧ ହେଉଛି। ତେବେ ଆମେ ଏଠାରେ ଯେଉଁ ମିଠା ବିଷୟରେ କହିବାକୁ ଯାଉଛି…
Archives


