Home

ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ ଦାବି ନେଇ ବିଧାନସଭା ଘେରାଉ କରିବେ ବୋଲି ଜଣାପଡ଼ିଛି। ସମାନ୍ତରାଳ ରାସ୍ତା କରିବା ଲାଗି…

କାଜୁ ନିଗମର ୨୦୧୭-୧୮ ଆର୍ଥିକ ବର୍ଷ ରିପୋର୍ଟ: ନଗଦ ଲାଭ ୧୪୦୧.୮୯ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଓଡ଼ିଶା କାଜୁ ଉନ୍ନୟନ ନିଗମ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ନିକଟରେ ବିଧାନସଭାରେ ଉପସ୍ଥାପନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ନିଗମର ୧୪୦୧.୮୯ ଲକ୍ଷ ଟଙ୍କା ନଗଦ ଆୟ ହୋଇଛି। ପୂର୍ବବର୍ଷ ଏହି ଆୟ ୪୦୫.୭୪…

କେନ୍ଦ୍ରାପଡ଼ା ଜଳକ୍ଳିଷ୍ଟ ଜିଲା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରାପଡା ଜିଲାକୁ କେନ୍ଦ୍ର ସରକାର ଜଳକ୍ଳିଷ୍ଟ ଜିଲା ବୋଲି ଘୋଷଣା କରିଛନ୍ତି। ତେଣୁ ଜଳକଷ୍ଟକୁ ଦୂର କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଲା ଜଳନିକାସ ବିଭାଜନ ଦ୍ୱାରା ପାଟନାଳୀମାନଙ୍କରେ ୯୯…

ପାଣିରେ ପଡି ଦନ୍ତା ହାତୀ ମୃତ

ନିରାକାରପୁର,୨୨।୧୧(ଡି.ଏନ.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ଅଧୀନରେ ଥିବା ବାଘେପୁଟ ମୌଜା ଖଦେଇ ଗହୀର ମଲାଗୁଣୀ ନଦୀ ପଠା ଉପରେ ପାଣିରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୨୦ରୁ ୨୫ ବର୍ଷ ହେବ…

ବାଇକ୍‌ ଡିିକି ଭାଙ୍ଗି ଦେଢ଼ ଲକ୍ଷ ଲୁଟ୍‌

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଖାରବେଳନଗର ଥାନା ଅଧୀନ ୟୁନିଟ ୪ସ୍ଥିତ ଗାଙ୍ଗୁରାମ ମିଠା ଦେକାନ ନିକଟରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ବାଇକ୍‌ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।…

ପୁଣି ଅଳିଆଗଦାରେ ନାଗ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର,୨୨ା୧୧(ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରୁ ନାଗ ମୂର୍ତ୍ତି ଏଣେତେଣେ ଫିଙ୍ଗିବା ଏବଂ ଅନ୍ୟ ପାର୍ଶ୍ୱ ଦେବଦେବୀ ଅବକ୍ଷୟ ହେବା ପୁଣି ପାର୍ଶ୍ୱ ଦେବଦେବୀଙ୍କୁ ନିର୍ଦ୍ଦିଷ୍ଟ ଅବସ୍ଥାନ ସ୍ଥାନରୁ ଉପାଡି ଫୋପାଡିବା ଭଳି ସମସ୍ୟାର ଅବସାନ ଘଟୁନାହିଁ। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ…

ଡିଜିପିଙ୍କ ବଦଳିକୁ ବିରୋଧୀଙ୍କ କଟାକ୍ଷ: ସତ୍‌ସାହସ ଥିଲେ ମାରିକଙ୍କ ବିରୋଧରେ ଥିବା ଲୋକପାଳ ରିପୋର୍ଟ ଦେଖାଅ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ସାରେ ହଠାତ୍‌ ଡିଜିପି ବି.କେ. ଶର୍ମାଙ୍କୁ ଦାୟିତ୍ୱରୁ ହଟାଇବା ଘଟଣାକୁ ବିରୋଧୀ କଡା ସମାଲୋଚନା କରିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ଏମିତି ରାତିଅଧିଆ କାଢି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେବା, ପୂର୍ବତନ…

ନବନିର୍ମାଣ କୃଷକ ସଂଗଠନର ନବୀନ ନିବାସ ଘେରାଉ ଉଦ୍ୟମ: ଟୋକନ ବ୍ୟବସ୍ଥାକୁ ବିରୋଧ, ଚାଷୀ-ପୋଲିସ ଖଣ୍ଡଯୁଦ୍ଧ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ମଣ୍ଡିରେ ଧାନ ଦେବା ପାଇଁ ଅନ୍‌ଲାଇନ୍‌ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ବିରୋଧ କରୁଛନ୍ତି ଚାଷୀ। ଏହି ବ୍ୟବସ୍ଥା ପାଇଁ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହରେ ମୂଳରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ରାଜଧାନୀ ପର୍ଯ୍ୟନ୍ତ ମାଡ଼ି…

ଅଗ୍ନି ନିରାପତ୍ତା ନିର୍ଦ୍ଦେଶାଳୟରେ ଅଦଳବଦଳ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ(ଓଏଫ୍‌ଏଡିଆରଏ)ର ନିର୍ଦ୍ଦେଶକ(ସିଏଫ୍‌ଓ) ମହେଶ୍ୱର ସ୍ବାଇଁଙ୍କୁ ଫାୟାର ପ୍ରିଭେନ୍‌ସନ ୱିଙ୍ଗ୍‌ ଅଫ୍‌ ଦ ଡାଇରେକ୍ଟୋରେଟ୍‌ ଅଫ୍‌ ଫାୟାର ସର୍ଭିସର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶାନାମା ଆସିବା ପର୍ଯ୍ୟନ୍ତ…

ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ)/ କଟକ ଅଫିସ: ପୋଲିସ ଡିଜି ସମେତ ଅଗ୍ନିଶମ ଓ ହୋମ୍‌ଗାର୍ଡ ଡିଜି ଥିବା ବିଜୟ କୁମାର ଶର୍ମାଙ୍କୁ ବଦଳି ପରେ ୧୯୮୬ ବ୍ୟାଚ୍‌ର ଓଡିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି। ହାଇଦ୍ରାବାଦସ୍ଥିତ ଜାତୀୟ…

୩ଲକ୍ଷ ଟଙ୍କାର ଗଞ୍ଜେଇ ସହ କାର୍‌ ଜବତ, ୨ ଗିରଫ

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ୧୬ନଂ ଜାତୀୟ ରାଜପଥ ବଡଚଣା ନିକଟରୁ ଗଞ୍ଜେଇ ଭର୍ତ୍ତି ଏକ କାର୍‌କୁ ଜବତ କରିଛି। ଅବକାରୀ ଅଧୀକ୍ଷକ ରଜତ କୁମାର ପ୍ରହରାଜ କୌଣସି ସୂତ୍ରରୁ ଖବରପାଇ ଇନ୍ସପେକ୍ଟର ସ୍ବପ୍ନାରାଣୀ ସାହୁଙ୍କୁ ଉକ୍ତ…

ଯାଜପୁର ମୁଖ୍ୟ ଚିକିତ୍ସାଳୟ: ଅଟୋରିକ୍ସା ଦ୍ୱାରା ଅବରୋଧ ହେଉଛି ପ୍ରବେଶ ଦ୍ୱାର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରବେଶଦ୍ୱାରରେ କେତେକ ଅଟୋ ନିୟମିତ ଭାବେ ପାର୍କିଂ କରିବା ଯୋଗୁ ରୋଗୀଙ୍କୁ ନେଇ ଆସୁଥିବା ଗାଡି ଏବଂ ଆମ୍ବୁଲାନ୍ସଗୁଡିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri