ଯାହାର ରାଜ୍ୟପାଳ ତାହାର ସରକାର: ଅଖିଳେଶ ଯାଦବ
ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏହାକୁ ନେଇ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାଜପାକୁ କଡ଼ା…
ଆଫଗାନିସ୍ତାନରେ ୨୪ ଆତଙ୍କବାଦୀ ମୃତ
କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା ଯୋଜଜାନ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମ୍ରେ ୨ ଜଣ ଯବାନ ଓ ୨୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦାରଜାବ ଜିଲାରେ ଏକ କ୍ଲିନଅପ୍…
ପାଓ୍ବାରଙ୍କ ଘରେ ଭାଜପା ସାଂସଦ
ମୁମ୍ବାଇ,୨୪।୧୧: ରବିବାର ସକାଳୁ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜୟ କାକଡେ। ସେ କ’ଣ ପାଇଁ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଲୋଚନା ହେଉଛି କି…
ଭାଜପାର ରାତ୍ର ଅଭିଯାନ ବିରୋଧରେ ଶରଦ ପାଓ୍ବାରଙ୍କ ରାଜନୀତି
ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏନ୍ସିପିର ଅଜିତ୍ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏନେଇ ଶିବସେନା-ଏନ୍ସିପି-କଂଗ୍ରେସ…
ଆରମ୍ଭ ହେଲା ଇ-ବସ୍ ‘ଡେମୋ ରନ୍’
ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଭୁବନେଶ୍ୱରରେ ଶନିବାରଠାରୁ ଇ-ବସ୍ର ଡେମୋ ରନ୍ ଆରମ୍ଭ ହୋଇଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍ (କ୍ରୁଟ) ଏହି ବସ୍ ସେବା ଯୋଗାଇବାକୁ ଥିବାବେଳେ ଏହା ପୂର୍ବରୁ ହାଇଦ୍ରାବାଦର ଜଣେ ବିଡ଼ର ଦ୍ୱାରା ପ୍ରଥମେ ଆସିଥିବା ଇ-ବସ୍ ଡେମୋ…
ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ
ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ(ଏନ୍ଇଟିସି) ବ୍ୟବସ୍ଥାକୁ ଲାଗୁ କରାଯିବ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍ଏଫ୍ଆଇଡି) ଜରିଆରେ ଫାଷ୍ଟଟ୍ୟାଗ୍…
ବିଧାୟକଙ୍କୁ ଭୋପାଳ ନେଲା କଂଗ୍ରେସ
ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଆସ୍ଥାଭୋଟ ପୂର୍ବରୁ ସମ୍ଭାବ୍ୟ ଘୋଡାବେପାର ରୋକିବା ପାଇଁ କଂଗ୍ରେସ ତାର ସବୁ ବିଧାୟକମାନଙ୍କୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ନେଇଯାଇଛି। ଏହି ବିଧାୟକମାନଙ୍କୁ ଏକାଠି ରଖିବା ଦାୟିତ୍ୱ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଦିଗ୍ବିଜୟ ସିଂଙ୍କୁ ଦିଆଯାଇଛି।…
ଦିଲ୍ଲୀ ଗଲେ ୯ ଏନ୍ସିପି ବିଧାୟକ
ମୁମ୍ବାଇ,୨୪ା୧୧: ଏନ୍ସିପି ନେତା ଅଜିତ ପାଓ୍ବାରଙ୍କୁ ସମର୍ଥନ ଦେଉଥିବା ଦଳୀୟ ବିଧାୟକମାନଙ୍କ ମଧ୍ୟରୁ ୯ ଜଣ ଏକ ଘରୋଇ ଚାର୍ଟାର୍ଡ ବିମାନରେ ଦିଲ୍ଲୀ ଯାଇଛନ୍ତି। ସେମାନେ ହେଲେ ଦୌଲତ ଦରୋଡା, ନରହରି ଜିର୍ଓ୍ବାର, ସୁନିଲ ଭୁସରା, ଦିଲୀପ ବାଙ୍କର, ଅନିଲ ପାଟିଲ,…
ଦଳ ଓ ପରିବାରରେ ବିଭାଜନ ଦେଖାଦେଇଛି: ସୁଲେ
ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ରାତାରାତି ରାଜନୀତି ବଦଳିବା ଓ ଅଜିତ୍ ପାଓ୍ବାରଙ୍କ ସହଯୋଗରେ ଭାଜପା ନେତା ଦେବେନ୍ଦ୍ର ଫଡ୍ନବିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଘଟଣାକୁ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ସମାଲୋଚନା କରିଛନ୍ତି। ଅଜିତଙ୍କ…
ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ
ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ ରହିତାଦେଶ ଯୋଗୁ ଦୀର୍ଘ ବର୍ଷ ହେବ ପଡ଼ି ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା, ସରକାରୀ…
‘ଅଜିତ୍ ବିଶ୍ୱାସଘାତକତା କରିଛନ୍ତି’
ନୂଆଦିଲ୍ଲୀ, ୨୪ା୧୧(ପି.ଟି.) : କଂଗ୍ରେସ ଓ ଏନ୍ସିପିକୁ ନେଇ ସରକାର ଗଠନ କରିବା ଲାଗି ଶିବସେନା ଚଳାଇଥିବା ପ୍ରୟାସ ଫସର ଫାଟିିଛି। ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି କହିବାର କିଛି ଘଣ୍ଟା…
ସୁପ୍ରିମକୋର୍ଟ ଗଲେ ଶିବସେନା-ଏନ୍ସିପି-କଂଗ୍ରେସ
ନୂଆଦିଲ୍ଲୀ,୨୪ା୧୧: ଦେବେନ୍ଦ୍ର ଫଡ୍ନବିସଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଜପା ସରକାର ଗଢ଼ିବାରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମନମାନିକୁ ଚ୍ୟାଲେଞ୍ଜ କରି ଶନିବାର ସନ୍ଧ୍ୟାରେ ଶିବସେନା, ଏନ୍ସିପି ଏବଂ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟକୁ ବେଆଇନ ଘୋଷଣା କରିବା ପାଇଁ…
Archives


