Home

୧୪୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇଛି। ୧୪୫ ଲିଟର ଦେଶୀ ଚୋରାମଦ ପୋଲିସ ଜବତ କରିବା ସହ ଶତାଧିକ ଲିଟର ମହୁଲ ପୋଚକୁ ନଷ୍ଟ କରିଛି। ସେହିପରି ମଦରନ୍ଧାରେ ବ୍ୟବହାର…

ଆଗରପଡ଼ା ବିଦ୍ୟୁତ୍‌ ଉପକେନ୍ଦ୍ର ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ବନ୍ତ,୨୮।୧୨(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ାଠାରେ ନିର୍ମାଣାଧୀନ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌ ଉପକେନ୍ଦ୍ରକୁ ଶନିବାର ବିଧାନସଭା ଷ୍ଟାଣ୍ଡିଂ କମିଟି ପରିଦର୍ଶନ କରିଛି। ଷ୍ଟାଣ୍ଡିଂ କମିଟିର ଏହି ଟିମ୍‌ ବିଦ୍ୟୁତ୍‌ ଉପକେନ୍ଦ୍ରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିବା ସହିତ ତୁରନ୍ତ…

ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦ କିଲୋ ବଢ଼ି ଯାଇଥାଏ। ଏହି ଘଟଣାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ…

ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ

ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍‌ମାନ। ଏହାପରେ ସେ ଖବରଦାତାଙ୍କୁ…

କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶନିବାର କଂଗ୍ରେସ ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦଳ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଦେଶବ୍ୟାପୀ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ…

ଗାର୍ଲଫ୍ରେଣ୍ଡ୍‌ଙ୍କ ସହ ଭାଣିଜୀକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଭାଇଜାନ୍‌

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାଁ ଡିସେମ୍ବର ୨୭ ଅର୍ଥାତ ଶୁକ୍ରବାର ଦ୍ୱିତୀୟ ଥର ମାମୁ ହୋଇଛନ୍ତି। ଭାଇଜାନ୍‌ ତାଙ୍କ ଜନ୍ମଦିନରେ ହିଁ ଏହି ସୌଭାଗ୍ୟ ପୁଣି ଥରେ ଅର୍ଜନ କରିଛନ୍ତି। ସେ ତାଙ୍କ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁରଙ୍କ ସହିତ ଭାଣିଜୀକୁ…

ଯୋଡ଼ାରେ ସିରିଜ୍‌ ଦୁର୍ଘଟଣା

ଯୋଡ଼ା,୨୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କଳାପାହାଡ଼ ଛକ ନିକଟରେ ଶନିବାର ଭୋର ସମୟରେ ଏକ ଦଶ ଚକିଆ ଟ୍ରକ୍‌ ଓ ଡମ୍ପର ମଧ୍ୟରେ ଦୁର୍ଘଟଣା ଘଟିଛି ା ଘନକୁହୁଡିରେ ୧୦ ଚକିଆ ଟ୍ରକ୍‌ (ଡବ୍ଲୁବି ୨୩ସି ୩୨୧୫) ବଡବିଲ ଆଡୁ…

ଅସହାୟଙ୍କ ପାଇଁ ରାତିରେ ଖୋଲା ରହିବ ସ୍କୁଲ କୋଠା

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା…

୧୫ ଦିନରେ ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ଏଥିରୁ ୪ କପ୍‌ ପିଇବା ଉଚିତ୍‌

ୟୁନିଭର୍‌ସିଟି ଇଲିନୋଇସ୍‌ର ବୈଜ୍ଞାନିକମାନେ ଏକ ଗବେଷଣା କରି କହିଛନ୍ତି, କଫିର ଯେତିକି ଓଜନ କମାଇବା କ୍ଷମତା ରହିଛି ଅନ୍ୟ କୌଣସି ପାନୀୟରେ ନାହିଁ। କଫି ଶରୀରରେ କୋଲେଷ୍ଟରଲ ମାତ୍ରା ନିୟନ୍ତ୍ରଣ କରିଥାଏ। ଅତ୍ୟଧିକ ମିଠାଯୁକ୍ତ ଖାଦ୍ୟ କିମ୍ବା ଫ୍ୟାଟ୍‌ ଥିବା ଖାଦ୍ୟ…

ସୋମାଲିଆ କାର୍‌ ବୋମା ବିସ୍ଫୋରଣ: ୭୬ ମୃତ

ମୋଗାଡିସୁ,୨୮।୧୨: ସୋମାଲିଆର ରାଜଧାନୀ ମୋଗାଡିସୁରେ ଶନିବାର ହୋଇଥିବା କ୍ରମାଗତ କାର୍‌ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସରକାରୀ ପ୍ରବକ୍ତା ଇସ୍‌ମାଇଲ ମୁଖ୍‌ତାର କହିଛନ୍ତି, ମୋଗାଡିସୁର ଆଫଗୋଇ ରୋଡରେ ଥିବା ସିକ୍ୟୁରିଟି ଚେକ୍‌ ପଏଣ୍ଟରେ କାର୍‌ ମଧ୍ୟରେ…

୧୦ ହଜାର ନୁହେଁ, ହଜାରେ ଏଏମ୍‌ୟୁ ଛାତ୍ରଙ୍କ ବିରୋଧରେ ହୋଇଛି ମାମଲା: ସ୍ପଷ୍ଟ କଲା ୟୁପି ପୋଲିସ

ଆଲିଗଡ,୨୮।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଛି। ଏଥିରେ ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା ହୋଇଥିବା ପ୍ରଥମେ ରିପୋର୍ଟ ପ୍ରକାଶ ପାଇଥିଲା। ଏବେ ଉତ୍ତର ପ୍ରଦେଶ ପୋଲିସ…

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ସମୟର ଫଟୋଗୁଡ଼ିକ ଶେୟାର କରିଛନ୍ତି। ମୋନାଙ୍କ ଏହି ଫଟୋଗୁଡ଼ିକ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri