ଅଟୋ ଚାଳକଙ୍କୁ ମାଡ଼ମାରି ଅଡ଼ୁଆରେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ: ଭିଡିଓ ଭାଇରାଲ
ଭୋପାଳ,୨୬।୧୧: ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ଭାବେ ମଧ୍ୟପ୍ରଦେଶ ଇନ୍ଦୋରର ରଣଜିତ୍ ସିଂହ ବେଶ୍ ଜଣାଶୁଣା। ଅଲଗା ଅଲଗା ଷ୍ଟାଇଲ୍ ହେଉ ବା ଆମେରିକାର ପପ୍ ଗାୟକ ମାଇକେଲ ଜ୍ୟାକ୍ସନ୍ଙ୍କ ଡ୍ୟାନ୍ସିଂ ଷ୍ଟାଇଲ୍ରେ ରଣଜିତ ଟ୍ରାଫିକ୍କୁ ନିୟନ୍ତ୍ରଣ କରିବାରେ ଓସ୍ତାଦ୍।…
ଫଡ୍ନବିସଙ୍କ ଶକ୍ତିପରୀକ୍ଷା ପାଇଁ ୩୦ ଘଣ୍ଟାର ସମୟ ସୀମା: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ; ହେବ ସିଧା ପ୍ରସାରଣ
ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାକୁ ନେଇ ସୁପ୍ରିମ୍କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ରାୟ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏହାର ସିଧାପ୍ରସାରଣ ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
ଝାଡଖଣ୍ଡ ବିଧାନସଭା ନିର୍ବାଚନ: ମଙ୍ଗଳବାର ୫ମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ
ରାଞ୍ଚି,୨୬।୧୧: ଝାଡଖଣ୍ଡ ବିଧାନସଭାର ୫ମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାର ୧୬ଟି ଆସନ ଲାଗି ଶେଷ ପର୍ଯ୍ୟାୟରେ ଡିସେମ୍ବର ୨୦ରେ ମତଦାନ କରାଯିବ। ମଙ୍ଗଳବାରଠାରୁ ପ୍ରତିଦିନ…
୧୨ ବର୍ଷ ବୟସରେ ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର
ହାଇଦ୍ରାବାଦ,୨୬।୧୧:ହାଇଦ୍ରାବାଦର ୧୨ ବର୍ଷୀୟ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ ଏକ ନିଆରା କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏତେ କମ୍ ବୟସରୁ ସେ ଡାଟା ବୈଜ୍ଞାନିକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏକ ସଫ୍ଟଓ୍ବେୟର କମ୍ପାନୀ ତାଙ୍କୁ ଡାଟା ବୈଜ୍ଞାନିକ ଭାବେ ଚାକିରି ଦେଇଛି।…
‘ବଣ୍ଟି ଔର ବବଲି’ ସିକ୍ୱେଲରୁ ଅଭିଷେକ ଆଉଟ୍
୨୦୦୫ରେ ରିଲିଜ୍ ହୋଇଥିବା ରାନୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ସୁପରହିଟ ଫିଲ୍ମ ‘ବଣ୍ଟି ଔର ବବଲି’ ସିକ୍ୱେଲର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏହି ବ୍ଲକବ୍ଲଷ୍ଟର ଫିଲ୍ମ ପୁଣି ଥରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହେବ ବୋଲି…
୮ ହଜାର କୋଟିର ଅଳଙ୍କାର ଲୁଟି ନେଲେ ଚୋର
ବର୍ଲିନ,୨୬।୧୧: ଜର୍ମାନର ରାଜକୀୟ ସଂଗ୍ରହାଳୟ ଗ୍ରୀନ୍ ବୋଲ୍ଟରେ ବଡ଼ ଧରଣର ଚୋରି ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏପରି ବଡ଼ ଧରଣର ଚୋରି ହୋଇ ନ ଥିବା କୁହାଯାଉଛି। ସଂଗ୍ରହାଳୟରୁ ଚୋରମାନେ ୮ ହଜାର କୋଟିର ଅଳଙ୍କାର ଏବଂ ବହୁମୂଲ୍ୟ ସାମଗ୍ରୀ…
ବଡ ଭାଇ ପରେ ସାନ ଭାଇଙ୍କ ଜଲଓ୍ବା, ୪ ଓଭରରେ ୫ ରନ ଦେଇ ନେଲେ ୩ଟି ଉଇକେଟ୍
ସୁରତ,୨୬।୧୧: କିଛି ଦିନ ପୂର୍ବରୁ ବାଂଲାଦେଶ ବିପକ୍ଷ ଟି-୨୦ରେ ହ୍ୟାଟ୍ରିକ୍ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଦୀପକ ଚହର। ଦୀପକଙ୍କ ପରେ ଏବେ ତାଙ୍କ ସାନ ଭାଇ ରାହୁଲ ଚହର ମଧ୍ୟ ବୋଲିଂରେ ଜଲଓ୍ବା ଦେଖାଇଛନ୍ତି। ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ…
ଭାରତୀୟ ସମ୍ବିଧାନ ୭୦ ବର୍ଷରେ: ପ୍ରସ୍ତୁତି ପାଇଁ ଲାଗିଥିଲା ୨ ବର୍ଷ ୧୧ ମାସ ୧୮ ଦିନ
ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ଇତିମଧ୍ୟରେ ୭୦ ବର୍ଷ ପୂରିଛି। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଡକର ଏହାକୁ ଦାଖଲ କରିଥିଲେ। ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ…
୨୦୧୯ ବିଶ୍ୱକପ୍ ସେମିଫାଇନାଲ ପରାଜୟକୁ ନେଇ କୋହଲି କହିଲେ, ମୁଁ ଅହଂକାରୀ ଥିଲି
ନୂଆଦିଲ୍ଲୀ, ୨୬।୧୨: ୨୦୧୯ରେ ଭାରତ ସବୁଫର୍ମାଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଇଂଲଣ୍ଡରେ ଆୟୋଜିତ ବିଶ୍ୱକପରେ ଖରାପ ପ୍ରଦର୍ଶନକୁ କେବେ ଭୁଲି ହେବ ନାହିଁ। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ପରାଜୟକୁ…
ମୁମ୍ବାଇ ୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ନିର୍ଭୟରେ ବୁଲୁଛନ୍ତି ମାଷ୍ଟରମାଇଣ୍ଡ୍ ହାଫିଜ୍
ମୁମ୍ବାଇ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ୨୬/୧୧ ଆକ୍ରମଣକୁ ଇତିମଧ୍ୟରେ ୧୧ ବର୍ଷ ପୂରିଛି । ନଭେମ୍ବର ୨୯ ପର୍ଯ୍ୟନ୍ତ ଦୀର୍ଘ ୬୦ ଘଣ୍ଟା ଧରି ମିଳିତ ସର୍ଚ୍ଚ ଅପରେଶନ୍ ଜାରି ରହିଥିଲା। ଏହି ଆକ୍ରମଣରେ ୧୬୬ ଜଣ ଲୋକଙ୍କ…
ଝିଅକୁ ଜିଦିଆ କହିଲେ ଗାଙ୍ଗୁଲି, ମିଳିଲା ଏମିତି ଉତ୍ତର
କୋଲକାତା, ୨୫।୧୧: ବିସିସିଆଇ ଅଧ୍ୟକ୍ଷ ହେବା ପରେ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟରେ ନୂଆ ପରିବର୍ତ୍ତନ ଆଣୁଛନ୍ତି। ଏବେ ପ୍ରଥମଥର ଥର ପାଇଁ ଭାରତରେ ପିଙ୍କ୍ ବଲ୍ ଟେଷ୍ଟ ସଫଳତାର ସହ ଆୟୋଜନ କରାଯାଇଥିଲା। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍କୁ…
ଭାଜପାକୁ ଝଟ୍କା ଦେବେକି ଅଜିତ !
ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମହାଭାରତର ମଙ୍ଗଳବାର ଅନ୍ତ ଘଟିବ ବୋଲି ଆଲୋଚନା ହେଉଛି। କାରଣ ଏହାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବାର ଅଛି। ହେଲେ ଅନ୍ୟପଟେ ଅଜିତ୍ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଝଟ୍କା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଲାଣି।…
Archives


