ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍ ପର୍ସନାଲିଟି’
ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People for the Ethical Treatment of Animals) ପକ୍ଷରୁ ତାଙ୍କୁ ଏହି ଗୌରବ ମିଳିଛି।…
କ୍ରିସ୍ମାସ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ
ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍। ମଙ୍ଗଳବାର ଠିକ୍ ରାତି ୧୨ଟାରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଏକ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଲେଣି।…
କ୍ୟାବିନେଟ୍ ବୈଠକରେ ଏନ୍ପିଆର୍କୁ ମଞ୍ଜୁରୀ
ନୂଆଦିଲ୍ଲୀ,୨୪।୧୨: ସିଏଏ ଏବଂ ଏନ୍ଆର୍ସିକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଏବଂ ହିଂସା ଜାରି ରହିଥିବାବେଳେ ମଙ୍ଗଳବାର କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍ପିଆର୍)କୁ ମଞ୍ଜୁରୀ ମିଳିଛି। ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଅପଡେଟ୍ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ…
ଭିଭିଆନ୍ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି
ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ ଆଦୌ ବୋଝ ନ ଥିଲା। ମୁଁ ବେଞ୍ଚ୍ରେ ପ୍ରାୟତଃ ବସି ରହୁଥିଲି। ବେଳେବେଳେ କିମ୍ବଦନ୍ତୀ…
୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଦେବାକୁ ପଡ଼ିଲା ୫୫ ଲକ୍ଷ ଜରିମାନା
ଲଣ୍ଡନ,୨୪।୧୨: ଏକ ୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଲଣ୍ଡନର ଜଣେ ବ୍ୟକ୍ତିଙ୍କୁ ୫୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏସେକ୍ସ୍ରେ ବାସ କରୁଥିବା ଷ୍ଟିଫେନ୍ସ୍ ଲରେନ୍ସ୍ ନାମକ ଏହି ବ୍ୟକ୍ତି ଜଣକ ନିଜ ଘର ପାଖରେ ଥିବା…
ବିବାଦକୁ ଆସିଲା ‘ଛପାକ’
ମୁମ୍ବାଇ,୨୪।୧୨: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି। ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ ସେ ଲେଖିଛନ୍ତି ବୋଲି। ଏହାକୁ ନେଇ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାକେଶ…
ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍ରେ ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଜନ୍ତରମନ୍ତର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରିଛନ୍ତି। ତେବେ ବିରୋଧ ପ୍ରଦର୍ଶନର ସ୍ଥିତିକୁ ଦେଖି…
ଷ୍ଟାଲିନଙ୍କ ସମେତ ୮ହଜାର ଲୋକଙ୍କ ନାଁରେ ଅଭିଯୋଗ
ଚେନ୍ନାଇ,୨୪।୧୨: ତାମିଲନାଡୁର ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ ଓ ଅନ୍ୟ ୮ ହଜାର ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୋମବାର ପୋଲିସର ବିନା ଅନୁମତିରେ ଷ୍ଟାଲିନ ଓ ତାଙ୍କ କର୍ମୀମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ…
ପ୍ରିୟଙ୍କା-ରାହୁଲଙ୍କୁ ଅଟକାଇଲା ପୋଲିସ
ମିରଟ,୨୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଉତ୍ତର ପ୍ରଦେଶର ମିରଟ ଗସ୍ତ କରିଥିଲେ। ହେଲେ ସେ ମିରଟ ପହଞ୍ଚିବା ପୂର୍ବରୁ ତାଙ୍କୁ ପୋଲିସ ଅଟକାଇଥିବା ଜଣାପଡିଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ…
କଙ୍ଗନାଙ୍କ ବିବାହ ପାଇଁ ବୁକିଂ ସରିଛି ମଣ୍ଡପ: ଅଶ୍ୱିନୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାଓ୍ବତ ଖୁବ୍ଶୀଘ୍ର ବକ୍ସ ଅଫିସ୍ରେ ପଙ୍ଗା ନେବାକୁ ଯାଉଛନ୍ତି। ସୋମବାର ମୁମ୍ବାଇରେ ତାଙ୍କର ଅପ୍ କମିଂ ଫିଲ୍ମ ‘ଫଙ୍ଗା’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ କଙ୍ଗନା ଜଣେ ବିବାହିତା ମହିଳା ଚରିତ୍ରରେ ନଜର ଆସିବେ।…
ଫେବୃୟାରୀ ୧୯ରୁ ମାଟ୍ରିକ୍ ପରୀକ୍ଷା
କଟକ ଅଫିସ୍,୨୪।୧୨: ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨.୩୦ରେ…
୨୬ରେ ସୂର୍ଯ୍ୟୋପରାଗ: ସମସ୍ତ ସ୍କୁଲ, କଲେଜ ଛୁଟି
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସୂଚନାଯୋଗ୍ୟ, ୨୬ତାରିଖ ସକାଳେ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା…
Archives


