Home

ବରଗଡରେ ସରକାରୀ କାର୍ଯ୍ୟ ଅଚଳ: ଧନୁଯାତ୍ରା ପାଇଁ ଦୋକାନ ବଜାର ଖୋଲା

ବରଗଡ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଆହ୍ବାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, ଚାଷୀମାରଣ ନୀତି, ଦରଦାମ ବୃଦ୍ଧି ବିରୋଧରେ ତଥା ୧୨ଦଫା ଦାବିରେ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡରେ ପରିଲକ୍ଷିତ ହୋଇଛି। ଏହି କ୍ରମରେ ବରଗଡ ଶ୍ରମିକ ସମନ୍ବୟ…

ଗୁଜରାଟ ବୈଜ୍ଞାନିକଙ୍କ ନୂଆ ରୋବୋ: ଦୁଃଖ ସମୟରେ ଦେବ ସହାନୁଭୁତି

ଲାସ୍‌ଭେଗାସ୍‌/ଅହମ୍ମଦାବାଦ୍‌. ୮।୧: ଆଧୁନିକ ଯୁଗରେ ମଣିଷର କାମ ରୋବୋ କରୁଛି। ପ୍ରତିଟି କାର୍ଯ୍ୟରେ ଏବେ ରୋବୋର ଉପଯୋଗ କରାଯାଉଛି। ପୃଥିବୀର ସର୍ବବୃହତ୍‌ ଇଲୋକ୍ଟ୍ରନିକ୍ସ୍‌ ଶୋ ସିଇଏସ୍‌-୨୦୨୦ରେ ଲାସ୍‌ଭେଗାସ୍‌ଠାରେ ଅନୁଷ୍ଠିତ ହୋଇଛି। ଏହି ଶୋରେ ଗୁଜରାଟର ବୈଜ୍ଞାନିକ ଇଞ୍ଜିନିୟର ପ୍ରଣବ ମିସ୍ତ୍ରୀଙ୍କ ଦ୍ୱାରା…

ମୋଦି-ଶାହଙ୍କ ନୀତି ଯୋଗୁ ବଢୁଛି ବେକାରଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ,୮।୧: ବୁଧବାର ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧ ଏବଂ ଆର୍ଥିକ ନୀତି ବିରୋଧରେ ୧୩ ଦଫା ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସମର୍ଥନ କରିଛନ୍ତି। ବନ୍ଦରେ…

ଭାରତ ବନ୍ଦର ପ୍ରଭାବ ପଶ୍ଚିମବଙ୍ଗରେ ଅଧିକ: ରେଳ ରୋକୋ କଲେ ପ୍ରଦର୍ଶନକାରୀ; ବ୍ୟାଙ୍କ ସେବା ଠପ୍‌; ୨୫ କୋଟି ଲୋକ ସାମିଲ୍‌

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ତଥା ଜନବିରୋଧୀ ନୀତି ବିରୋଧ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ୨୫ କୋଟି ଲୋକ ସାମିଲ୍‌ ହୋଇଥିବା କୁହାଯାଉଛି। ଏହାର ଅଧିକ ପ୍ରଭାବ ପଶ୍ଚିମବଙ୍ଗରେ…

ଆଜି ଭାରତ ବନ୍ଦ: ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେବେନି ଓକିଲ

କଟକ ଅଫିସ, ୮।୧: ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଓକିଲମାନେ ହାଇକୋର୍ଟ କାର୍ଯ୍ୟରେ ଯୋଗ ଦେଇପାରିବେନାହିଁ ବୋଲି ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ହାଇକୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ବାର୍‌ ଆସୋସିଏଶନ ପକ୍ଷରୁ…

ମେରାଇନ୍‌ ଡ୍ରାଇଭ ମାର୍ଗ ଫଟୋ ଟୁଇଟ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୧(ବ୍ୟୁରୋ):ସାମୁଦ୍ରିକ ଝଡ଼ ଫନୀ ଉପକୂଳ ଓଡ଼ିଶାର ବହୁତ କ୍ଷତି ସାଧନ କରିଥିଲା। ବିଶେଷ କରି ପୁରୀ ଜିଲାକୁ ବହୁଳ କ୍ଷତି ପହଞ୍ଚାଇଥିଲା। ପର୍ଯ୍ୟଟନର ପ୍ରଶସ୍ତ ମାର୍ଗ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବାଲୁଖଣ୍ଡର ହଜାର ହଜାର ଗଛ ଉପୁଡିଯିବା…

ଭାରତ ବନ୍ଦ: ପୁରୀରେ ଆଶିଂକ ପ୍ରଭାବ

ପୁରୀ ଅଫିସ୍‌, ୮।୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ପୁରୀରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ସକାଳେ ଦୁଇଟି ପାସେଞ୍ଜର ଟ୍ରେନକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ବସଷ୍ଟାଣ୍ଡରେ ମଧ୍ୟ…

ଭାରତ ବନ୍ଦ: ପଥର ମାଡ଼ରୁ ରକ୍ଷା ପାଇଁ ଡ୍ରାଇଭର ପିନ୍ଧିଲେ ହେଲମେଟ୍‌; ସୋସିଆଲ୍‌ ମିଡ଼ିଆରେ ଭାଇରାଲ

କୋଲକାତା,୮।୧: କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଆର୍ଥିକ ଏବଂ ଜନବିରୋଧୀ ନୀତି ବିରୋଧରେ ବୁଧବାର ଟ୍ରେଡ୍‌ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମବଙ୍ଗରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଉତ୍ତର ପଶ୍ଚିମବଙ୍ଗର ସିଲିଗୁଡ଼ିରେ ରାଜ୍ୟ…

ଇରାନର ଆଣବିକ କେନ୍ଦ୍ର ନିକଟରେ ଭୂକମ୍ପ

ତେହେରାନ୍‌,୮।୧: ଇରାନରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିବାରେ ଲାଗିଛି। ବୁଧବାର ଆମେରିକା ଏୟାର ବେସ୍‌ ଉପରେ ଇରାନ୍‌ ଆକ୍ରମଣ କରିଛି। ଏହାର କିଛି ସମୟ ପରେ ତେହେରାନ୍‌ ନିକଟରେ ୟୁକ୍ରେନ୍‌ର ଏକ ଯାତ୍ରୀ ବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି।…

ପେସା ପୂଜା, ନିଶା କ୍ରିକେଟ୍‌

ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି…

ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ଥାନୀୟ ଅଞ୍ଚଳରେ ସ୍ବାଗତ କରାଯାଇଛି। ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ…

୫-ଟି ଆଧାରରେ ତ୍ୱରାନ୍ବିତ ହେବ ସୂଚନା, ଲୋକସମ୍ପର୍କ ବିଭାଗ କାର୍ଯ୍ୟାବଳୀ: ଡିଜିଟାଇଜ୍‌ ହେବ ଫଟୋ, ଚଳଚ୍ଚିତ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫-ଟି ଆଧାରରେ ତ୍ୱରାନ୍ବିତ କରାଯିବ। ଏହା ଦ୍ୱାରା ବିଭାଗ ଆଗାମୀ ଦିନରେ ଲୋକପ୍ରିୟତା ହାସଲ କରିବ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ୫-ଟିର ପ୍ରୟୋଗ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri