କ୍ୟାନ୍ସର ସହ ଲଢ଼ିବାର କ୍ଷମତା ରଖିଛି ଖଜୁରି
ଖଜୁରିରେ ଏଭଳି କିଛି ତତ୍ତ୍ୱ ରହିଛି ଯାହା କ୍ୟାନ୍ସର ଭଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଫୁସ୍ଫୁସ୍, ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ନାଶ କରିବାରେ ସାହାଯ୍ୟ କରେ ଖଜୁରି । ରୟାଲ୍ ସୋସାଇଟି ଅଫ୍…
୧୩୬ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଇଡେନ୍ ଗାର୍ଡେନରେ ନେଇଥିଲେ ୭ଟି ଉଇକେଟ୍
ସ୍ବାମୀ ବିବେକାନନ୍ଦ ମହାନ ବିଚାରକ, ହିନ୍ଦୁ ଧର୍ମ ଚିନ୍ତକ ଭାବେ ଜଣାଶୁଣା ଥିଲେ। ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସେ ପ୍ରଚାର କରିଥିଲେ। ଆଜି ମଧ୍ୟ ତାଙ୍କ ବିଚାର ସ୍ବତନ୍ତ୍ର ମନ୍ତ୍ର ରୂପେ କାମ କରିଥାଏ। ଧର୍ମ ପ୍ରଚାରକ…
ଚାଇନା ଟୁର୍ରେ ଯିବନି ମହିଳା ହକି ଦଳ
ନୂଆଦିଲ୍ଲୀ, ୭ା୨ (ପି.ଟି.)- ଘାତକ କରୋନା ଭାଇରସ୍ର ପ୍ରକୋପ ଯୋଗୁ ଭାରତୀୟ ମହିଳା ହକି ଦଳ ଚାଇନା ଟୁର୍ରେ ଯିବ ନାହିଁ। ଅଲିମ୍ପିକ୍ସ କ୍ରମେ ନିକଟତର ହୋଇ ଆସୁଥିବାବେଳେ ପ୍ରସ୍ତୁତି ପାଇଁ ଅନ୍ୟ କୌଣସି ଦଳ ଯୋଗାଡ଼ କରିବା କଷ୍ଟକର ବୋଲି…
ବାଂଲାଦେଶ ୨୩୩ରେ ସୀମିତ
ରାଓ୍ବଲପିଣ୍ଡି, ୭ା୨ (ଏଏଫ୍ପି)-ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୩୩ ରନରେ ବାଂଲାଦେଶକୁ ଅଲଆଉଟ୍ କରିଦେଇଛି। ପେସ୍ ବୋଲର ଶାହିନ ଶାହ ଆଫ୍ରିଦୀ ଚମତ୍କାର ବୋଲିଂ କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ…
ଉହାନ ସହରରେ ଏବେବି ରହିଛିନ୍ତି ଆହୁରି ୮୦ ଭାରତୀୟ ଛାତ୍ର: ଜୟଶଙ୍କର
ନୂଆଦିଲ୍ଲୀ,୭।୨: କରୋନାଭାଇରସରେ ଚାଇନାର ଉହାନ ସହରରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ତେବେ ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ସେଠାରେ ଥିବା ଭାରତୀୟମାନଙ୍କୁ ସ୍ବତନ୍ତ୍ର ବିମାନ ସାହାଯ୍ୟରେ ଭାରତ ଫେରାଇ ଅଣାଯାଇଛି। ହେଲେ…
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରସ୍ତୁତି
ନୂଆଦିଲ୍ଲୀ,୭।୨: ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶନିବାର ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯିବ। ଏଥିପାଇଁ ଶୁକ୍ରବାର ଇଭିଏମ୍, ଭିଭିପାଟ ଓ ସମସ୍ତ ଆବଶ୍ୟକ ସାମଗ୍ରୀ…
୫ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୨: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସା ୫ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ସ୍ବାଗତ ଜଣାଇଛନ୍ତି। ଶନିବାର ଦିଲ୍ଲୀରେ ରହଣି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…
ଭୋଟ ପୂର୍ବରୁ କୃପାଭିକ୍ଷା
ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍। ଆଉ ମାତ୍ର କେଇ ଘଣ୍ଟା ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହେବ ଇଭିଏମ୍ରେ। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ…
୨ ବର୍ଷର କମ୍ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି…
ଫଳ ରସ ପିଇବା ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃ୍ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ ଶରୀରରେ ପାଣିର ଅଭାବକୁ ମଧ୍ୟ ଦୂର କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଛୋଟ ପିଲାଙ୍କୁ…
୪ କୋଟିରେ ପହଞ୍ଚିଲା ଟୁଇଟର ଫଲୋଅର ସଂଖ୍ୟା: ବିଗ୍ ବିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ
ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ କଳାକାରମାନେ ପ୍ରଶଂସକମାନଙ୍କ ସହ ବ୍ୟକ୍ତିଗତ ଭାବେ ଯୋଡ଼ି ହେଉଛନ୍ତି। ସେ ବି ସୋସିଆଲ ମିଡିଆ ଜରିଆରେ। ସେ ଟୁଇଟର ହେଉ ଅବା ଇନ୍ଷ୍ଟାଗ୍ରାମ ସବୁଠି ନିଜ ପସନ୍ଦର ଅଭିନେତା ଅଥବା ଅଭିନେତ୍ରୀଙ୍କୁ ଫଲୋ କରୁଛନ୍ତି ପ୍ରଶଂସକ।…
ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ
କଟକ ଅଫିସ,୭।୨: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍ ଭାବେ ନିଯୁକ୍ତି ଦେଇଥିବା ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏବେ ସଞ୍ଜୀବ ସୁପ୍ରିମକୋର୍ଟରେ ଆଇନଜୀବୀ…
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ ଅଫିସ,୭।୨: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ କରାଯାଇଛି। ବାଲେଶ୍ୱର ଲୋକ ସଭା ନିର୍ବାଚନ ମାମଲାରେ ତାଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି। ତେବେ ସେ ସତ୍ୟପାଠରେ ଅପରାଧିକ ମାମଲା ନେଇ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ଜଣେ…
Archives


