ରୋମାନ୍ସ, ସସ୍ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ
ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି। ଭାଲେଣ୍ଟାଇନ୍ ସପ୍ତାହରେ ଦୁଇଟି ଶୁକ୍ରବାର ପଡ଼ୁଥିବାବେଳେ ଫେବୃୟାରୀ ୭ ତାରିଖରେ ରିଲିଜ ହେବ ହିନା…
ରାଜସ୍ବ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ
ଭଣ୍ଡାରିପୋଖରୀ,୬।୨(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆମାନେ ମଞ୍ଜୁରୀରୋଡ୍ସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ପଶି ଗତ ସୋମବାର ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨୧ ଜଣଙ୍କ ନାମରେ ମାମଲା…
ବଲାଙ୍ଗୀରରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଧସେଇ ପଶିଲେ ଚାଷୀ
ବଲାଙ୍ଗୀର ଅଫିସ, ୬।୨- ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ ସମୀକ୍ଷା କରୁଥିବାବେଳେ ବୈଠକ ଭିତରକୁ କିଛି ଚାଷୀ ଧସେଇ ପଶିଥିଲେ। ଚାଷୀଙ୍କ ସହ ଧାନ…
ସୀମାରେ ବଢୁଛିି ସ୍ପାଇକ୍ ଆଣ୍ଟିଟ୍ୟାଙ୍କ୍ କ୍ଷେପଣାସ୍ତ୍ର ସଂଖ୍ୟା: ସେନାମୁଖ୍ୟ
ନୂଆଦିଲ୍ଲୀ,୬।୨: ଭାରତ-ପାକିସ୍ତାନ ସୀମାରେ ଲଗାତାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୀମାରେ ଭାରତ ପକ୍ଷରୁ ସ୍ପାଇକ୍ ଆଣ୍ଟିଟ୍ୟାଙ୍କ୍…
ଶେଷ ସମୟରେ ବି ଶକ୍ତି ଦେଖାଇଲା ଭାଜପା
ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏଥର ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଶେଷ ଘଣ୍ଟାରେ ମଧ୍ୟ ଶକ୍ତି ଦେଖାଇଛି ଭାଜପା। ଗୁରୁବାର…
ବଲିଉଡ୍ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍ ଭାଲ୍ୟୁ ସବୁଠୁ ଅଧିକ
ମୁମ୍ବାଇ: ବଲିଉଡ୍ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ୫୫.୩ ପ୍ରତିଶତ ବୃଦ୍ଧିପାଇଛି। ବୁଧବାର ଗ୍ଲୋବାଲ ଆଡ୍ଭାଇଜରୀ ଫାର୍ମ ଡଫ୍ ଆଣ୍ଡ୍ ଫେଲ୍ପସ ଦ୍ୱାରା ଜାରି…
ଧନ୍ୟବାଦ ପ୍ରସ୍ତାବରେ ଗୀତ ଗାଇ ମୋଦି ରାହୁଲଙ୍କୁ କହିଲେ ଟ୍ୟୁବ୍ଲାଇଟ୍
ନୂଆଦିଲ୍ଲୀ, ୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତ ଗାଇ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ମୋଦି କବି ସର୍ବେଶ୍ୱର ଦୟାଲ ସାକସେନାଙ୍କ କବିତା ଆବୃତ୍ତି କରିଥିଲେ।…
ଜୁଆ ନିଶାରେ ମସ୍ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ
ଧରାକୋଟ, ୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି…
ପଡିଆରେ ଏହି ଖେଳାଳିଙ୍କୁ ଶକ୍ତ ଚାପୁଡା ମାରିଥିଲେ ହରଭଜନ, ଏବେ ଏମିତି ଜଣାଇଲେ ଜନ୍ମଦିନ ଶୁଭେଚ୍ଛା
ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହ ୧୨ବର୍ଷ ତଳେ ଅର୍ଥାତ୍ ୨୦୦୮ରେ ଆଇପିଏଲର ଏକ ମ୍ୟାଚରେ ପ୍ରତିପକ୍ଷ ବୋଲର ଏସ.ଶ୍ରୀସନ୍ଥଙ୍କୁ ପଡିଆରେ ଚାପୁଡା ମାରିଥିଲେ। ଏହାପରେ ଶ୍ରୀସନ୍ଥ ପଡିଆରେ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ଅବଶ୍ୟ ହରଭଜନ ଏହି…
ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ଗାର୍ଡ
ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର ଦମ୍ପତି ଗୋବିନ୍ଦ ଧର(୪୨)ଓ ତନୁଶ୍ରୀ(୨୬) ଏବଂ ବାବୁଲା ମାଲକର୍(୩୪) ଓ ତାଙ୍କ ସ୍ତ୍ରୀ ଝୁମା(୩୦)।…
ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କଠାରୁ ଲୁଟ୍: ୨ ଅଭିଯୁକ୍ତ ଅଟକ
ବସ୍ତା,୬।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବସ୍ତା ଶାଖାରେ ଜଣେ ଗ୍ରାହକଙ୍କ ନିକଟରୁ ୫୦ ହଜାର ଲୁଟ୍ ଅଭିଯୋଗରେ ଦୁଇ ଦୁର୍ବୃତ୍ତଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ବ୍ୟାଙ୍କରୁ…
କରୋନା ମୁକାବିଲା ଚିନ୍ତା: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍; ଏସ୍ସିବିରେ କରୁଛନ୍ତି ପରିସ୍ଥିତି ଅନୁଧ୍ୟାନ
କଟକ ଅଫିସ,୬।୨: ସାରା ବିଶ୍ୱରେ ପ୍ରାଣଘାତକ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତର କେରଳରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ କିଛି ରୋଗୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍ ଗୁରୁବାର…
Archives


