Home

ଟାଇଟାନିକ ଜାହାଜ କ୍ୟାପଟେନ୍‌ଙ୍କ ଭଳି ହର୍ଷବର୍ଦ୍ଧନ ଦେଉଛନ୍ତି ଆଶ୍ୱାସନା: ରାହୁଲ

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ସତର୍କ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଲୋକଙ୍କୁ ଅଯଥା ଚିନ୍ତା ନ କରିବା ଲାଗି ସେ ପରାମର୍ଶ…

ଆଜି ବିଜୁ ଜୟନ୍ତୀ: ସାହସିକତାକୁ ମନେ ପକାଇଲେ ମୋଦି, ଧର୍ମେନ୍ଦ୍ର ଜଣାଇଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୫।୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗୁରୁବାର ଏ ନେଇ ଏକ ଟୁଇଟ କରି ୧୯୪୫ ମସିହାର ଏକ ପ୍ରଶସ୍ତିପତ୍ର ଅର୍ଥାତ ଦସ୍ତାବିଜକୁ ଆଟାଚ୍‌ କରି ବିଜୁଙ୍କୁ ମନେ…

ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ୪ ଦୋଷୀ

ନୂଆଦିଲ୍ଲୀ,୫।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ମୃତ୍ୟୁର ନୂଆଦିନ ସ୍ଥିର କରାଯାଇଛି। ପଟିଆଲା ହାଉସ କୋର୍ଟ ପକ୍ଷରୁ ଗୁରୁବାର ଦୋଷୀଙ୍କ ଫାଶୀ ଲାଗି ଚତୁର୍ଥ ଥର ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର…

ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨ ହଜାର ଜରିମାନା

ବୌଦ୍ଧ, ୫।୩(ସ୍ବ.ପ୍ର.): ମୋଟର ଯାନ ଆଇନକୁ ଗତ ୧ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ଦିଆଯାଇଥିବା ସମୟ ପୂରଣ ହେବା ପରେ ସବୁଠି ଜୋରଦାର ଧରପଗଡ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ଏକ ଯାତ୍ରୀବାହୀ ବସ୍‌କୁ ୬ ଲକ୍ଷ ୭୨…

ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ଆରମ୍ଭ: ୨୦୨୧ ଭାଲେଣ୍ଟାଇନ୍‌ରେ ରିଲିଜ୍‌ ହେବ

ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌, ଅଭିନେତା ଧନୁଷ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଯାଇଛି। ନିର୍ମାତା ଭୂଷଣ କୁମାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି।…

ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା ଗିଲେ କମ୍ପାନୀ ପକ୍ଷରୁ ଏହାର ନୂଆ ଏସ୍‌ୟୁଭି କାର ଏଭଳି ସୁରକ୍ଷା ଦେବାକୁ ସକ୍ଷମ।…

ଘର ଭାଙ୍ଗିବା ସହ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ବଇଣ୍ଡା,୫।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଘର ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରିଦେଇଛି। ସୂଚନାଯୋଗ୍ୟ, ଦନ୍ତାଟି ବୁଧବାର ରାତିରେ କମରେଇ ଗାଁକୁ ପଶି ଆସି ରବି…

ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌। ଗୋଟିଏ ପ୍ଲେଟର ଦାମ୍‌ ୧୪୯ ଟଙ୍କା। ଏହାକୁ ଦୁଇ ଜଣ ଗ୍ରାହକ ଷ୍ଟାର୍ଟରରେ ଖାଇଥାନ୍ତି।…

ମୋବାଇଲ୍‌ ଆପ୍‌ କରୋନା ସମ୍ପର୍କରେ ୧୦୦ମିଟର ଦୂରରୁ କରୁଛି ସଚେତନ: ପ୍ରତି ଘଣ୍ଟାରେ ୨୦ ହଜାର ଡାଉନଲୋଡ୍‌

ସିଓଲ୍‌,୫।୩: କରୋନା ସଂକ୍ରମଣ ପୃଥିବୀରେ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ସମ୍ପର୍କରେ ସତର୍କ ସୂଚନା ଦେବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ୍‌ ଆପ୍‌ ତିଆରି କରିଛି। କରୋନା ୧୦୦ଏମ୍‌ ନାମକ ଏହି ଆପ୍‌କୁ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ୍‌ କରାଯାଇପାରୁଛି।…

ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ ଶୋ’ ‘ଦିଲ୍‌ ୟେ ଜିଦ୍ଦି ହୈ’ର ମୁଖ୍ୟ ନାୟିକା। ପ୍ରକୃତି ମିଶ୍ରଙ୍କ ପରେ ଦ୍ୱିତୀୟ…

କରୋନା ମୁକାବିଲା ଚିନ୍ତା: ପୁରୀ ଜିଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଦେଶୀ ପର୍ଯ୍ୟଟକ ଆସିଲେ ଜଣାଇବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୫।୩: କରୋନାକୁ ନେଇ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ଏକ ଗୁରୁତ୍ୱତ୍ପୂର୍ଣ୍ଣ ବୈଠକ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ କରୋନାକୁ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। କୌଣସି ସ୍ଥାନରେ ଏକତ୍ରିତ ନ ହେବା,…

ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ। ‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ସେ ବାବୁସାନଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?