ଘରେ ବସି କାମ ଖୋଜିପାରିବେ ପ୍ରବାସୀ:ସହାୟକ ହେବ ‘ମୋ ସହାୟ’ ପୋର୍ଟାଲ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନା ଓ ଲକ୍ଡାଉନ୍ ଯୋଗୁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାରେ ସହଯୋଗ କରିବ ସ୍ବତନ୍ତ୍ର ଆପ୍ଲିକେଶନ। ଘରେ ବସି ଅନ୍ଲାଇନରେ ନିଜ ଦକ୍ଷତା ଅନୁଯାୟୀ ଚାକିରି ବା କାମ ଖୋଜିପାରିବେ ଶ୍ରମିକ। ଘରେ ବସିଥିବା ଲକ୍ଷାଧିକ ପ୍ରବାସୀ…
୨୪ ଘଣ୍ଟାରେ ମୌସୁମୀ: କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ…
କୋଭିଡ କଟକଣା ଭିତରେ ଟେଷ୍ଟିଂ: ୧୮ରୁ ଡିଏଲ, ୨୯ରୁ ଏଲ୍ଏଲ୍
ଭୁବନେଶ୍ୱର,୧୦ା୬ (ବ୍ୟୁରୋ)- ମହାମାରୀ କରୋନା ପାଇଁ ବନ୍ଦ ହୋଇଥିବା ଡିଏଲ ଓ ଏଲଏଲ ଟେଷ୍ଟିଂ ପୁଣିଥରେ ଆରମ୍ଭ ହେବ। ଏ ନେଇ ରାଜ୍ୟ ସଡକ ଓ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାମାଜିକ ଦୂରତା ଏବଂ କୋଭିଡ କଟକଣା ଭିତରେ ଏହି…
ଅଧିକାରୀ ପହଞ୍ଚିବା ପୂର୍ବରୁ ଲୁଚି ପଳାଇଲେ ଖଣିମାଫିଆ
ଖଇରା,୧୦।୬(ଡି.ଏନ.ଏ.)- ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ସାଧାରଣ ଲୋକେ କରୋନା ଭୟରେ ଘରେ ରହୁଛନ୍ତି। ହେଲେ ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ଼ରେ ଖଣିମାଫିଆମାନେ କିନ୍ତୁ ୧୪୪ ଧାରା ନିୟମକୁ ଉଲ୍ଲଂଘନ କରି ପଥର ଖୋଳା ଅବ୍ୟାହତ ରଖିଛନ୍ତି। ବୁଧବାର କୌଣସି ସୂତ୍ରରୁ…
ଆରୋଗ୍ୟ ସେତୁ ଆପ୍ ଉପରେ ପାକିସ୍ତାନ ହ୍ୟାକରର ନଜର
ମୁମ୍ବାଇ,୧୦।୬: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଏହାକୁ ରୋକିବାକୁ ବିଭିନ୍ନ ଦେଶ ନିଜ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ତେବେ କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ କୁକର୍ମରୁ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର…
୬ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି
ଭୁବନେଶ୍ୱର, ୧୦।୬(ବ୍ୟୁରୋ)-ରାଜ୍ୟର ୬ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାବେଦୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ତଥା କୁଳାଧିପତି ୩ମାସ କାର୍ଯ୍ୟକାଳ…
ଲୋକଙ୍କ ଭିଡ଼କୁ ଦେଖି ଚିନ୍ତା ପ୍ରକଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୦।୬: ଦେଶରେ କରୋନା ଭାଇରସ୍ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାରରୁ ଊର୍ଦ୍ଧ୍ୱ ଟପିଥିବା ବେଳେ ୩ହଜାର ଊର୍ଦ୍ଧ୍ୱ ମୃତ୍ୟୁ…
‘କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ’
ଭଦ୍ରକ ଅଫିସ,୧୦ା୬ – କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଭଳି ପୂଜ୍ୟପୂଜାଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏମ୍ପି ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ…
ମୋ’ ବସରେ କ୍ୟୁଆର୍ କୋଡ୍ ସେବା ଆରମ୍ଭ
ଭୁବନେଶ୍ୱର, ୧୦ା୬ (ବ୍ୟୁରୋ)-କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ତରଫରୁ ମୋ’ ବସ୍ରେ କ୍ୟାସଲେସ୍ ଟିକେଟ୍ ସେବାର ଆରମ୍ଭ ହୋଇଛି। ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସମ୍ପ୍ରସାରଣକୁ କମ୍ କରିବା ଦିଗରେ ଏକ…
ପୂଜା ବେଳେ ବଜ୍ରପାତ: ଜଣେ ମୃତ, ୧୦ ଆହତ
ବାରିପଦା ଅଫିସ,୧୦ା୬- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଧୀନ ନୂଆଗାଁଠାରେ ମଙ୍ଗଳବାର ଅପରାହ୍ନରେ ଲୋକେ ମେଳି ହୋଇ ପୂଜା କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତକ ହେଲେ କୁଅଁରଡିହି ଗ୍ରାମର…
ବାଘ ଆତଙ୍କ, ପାଦ ଚିହ୍ନକୁ ନେଇ ତର୍ଜମା କରୁଛି ବନ ବିଭାଗ
ବଡ଼ସାହି,୧୦ା୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଗୁଡିଆଲବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିବା ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଗାଁକୁ ଫେରୁଥିବା ଜନୈକ ବ୍ୟକ୍ତି…
ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା: ହୋମ କ୍ୱାରାଣ୍ଟାଇନରେ ରହିଲେ ରାୟଗଡ଼ା ସିଡିଏମ୍ଓ
ରାୟଗଡା ଅଫିସ,୧୦।୬-ରାୟଗଡା ଜିଲାରେ ବୁଧବାର ୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଯୁବତୀ ରହିଥିବାବେଳେ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ସେମାନେ ନିକଟରେ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନରେ ଥିଲେ। ସେହିପରି ଅନ୍ୟ ଆକ୍ରାନ୍ତ ଜଣକ…
Archives


