Home

ଚାଇନା ରାଷ୍ଟ୍ରପତିିଙ୍କ ଭଳି ଦେଖାଯିବାରୁ ଅପେରା ଗାୟକଙ୍କର ବଢ଼ୁଛି ଅଡ଼ୁଆ

ଚାଇନାର ଜଣେ ଜଣାଶୁଣା ଅପେରା ଗାୟକ ଲୁୟୁ କିକିଙ୍ଗ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୬୩ ବର୍ଷୀୟ ଲୁୟୁଙ୍କ ଫଟୋକୁ ବାରମ୍ବାର କାଟି ଦିଆଯାଉଛି। କାରଣ ସେ ଦେଖିବାକୁ ଅବିକଳ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରି। ଏଥିପାଇଁ ଟିକ୍‌ଟକ୍‌ରେ ମଧ୍ୟ ତାଙ୍କୁ…

ଗୁରୁପୂର୍ଣ୍ଣିମାରେ ଭାବପ୍ରବଣ ପୋଷ୍ଟ ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଓ କୋରିଅଗ୍ରାଫର ସରୋଜ ଖାଁଙ୍କ ଯୋଡି ସମସ୍ତ ପପୁଲାର ଯୋଡିଙ୍କ ମଧ୍ୟରୁ ଗୋଟିଏ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ଗୁରୁ ଶିଷ୍ୟଙ୍କ ବିଷୟରେ କିଏ ବା ନ ଜାଣେ। ଏବେ ଆଉ…

ଅସନ୍ତୁଳିତ ଜୀବନଶୈଳୀ ଓ ମେଦବହୁଳତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ନିହାତି ଦରକାର। ହେଲେ ଅଧକାଂଶ ବ୍ୟକ୍ତି ନିଜର ଜୀବନଶୈଳକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିଥାଆନ୍ତି। କେତେକ କ୍ଷେତ୍ରରେ ଏହା ସଫଳ ହୋଇଥାଏ ପୁଣି କେତେକାଂଶରେ ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ଅନେକ…

ମଙ୍ଗଳବାରରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର, ୬।୭(ବ୍ୟୁରୋ): ମଙ୍ଗଳବାରଠାରୁ କାଉଣ୍ଟରରେ ଦେଶୀ ମଦ, ରନ୍ଧା ମଦ ମିଳିବ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୧ ତାରିଖରୁ ଦେଶୀ ମଦର ହୋମ୍‌ ଡେଲିଭରି ଆରମ୍ଭ ହୋଇଥିଲା। ତେବେ ମଙ୍ଗଳବାଠାରୁ ହୋମ୍‌ ଡେଲିଭରି ସହ…

ଝିଅର ଭବିଷ୍ୟତ ପାଇଁ ଖୋଲନ୍ତୁ ଏହି ଆକାଉଣ୍ଟ, ୨୧ ବର୍ଷ ବେଳକୁ ହେବ ୬୪ ଲକ୍ଷ ଟଙ୍କା

ଝିଅର ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବା ମାତାପିତାଙ୍କ ସବୁଠୁ ବଡ଼ ଦାୟିତ୍ୱ। ଆର୍ଥିକ ସୁରକ୍ଷା ସହିତ ଝିଅର ଭବିଷ୍ୟତ ଗଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ୨୦୨୦ ଝିଅର ଭବିଷ୍ୟତକୁ ସୁଦୃଢ଼ କରିବା ସହ ସୁରକ୍ଷିତ ମଧ୍ୟ…

ଟି୨୦ ବିଶ୍ୱକପ ବଦଳରେ ଆଇପିଏଲ ଆୟୋଜନ ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ: ଇଞ୍ଜାମାମ୍‌

କରାଚୀ,୬।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ବାତିଲ ହୁଏ ଓ ଏହା ସ୍ଥାନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରାଯାଏ ତା’ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ…

ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ

ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେରଖି ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ ନେଇ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି,…

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର

କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ମାଣିକଘୋଷ ବଜାରରୁ ଜଣେ ୫୯ ବର୍ଷୀୟ ବ୍ୟକ୍ତି ଚିହ୍ନଟ…

କରୋନା ଭାଇରସ୍‌: ଆରମ୍ଭରୁ ଏ ଯାଏ

କରୋନା ଭାଇରସ୍‌ର ଇତିହାସ ଯେତିକି ରହସ୍ୟମୟ, ସେତିକି ପ୍ରଶ୍ନବାଚୀ। ଏହି ଭାଇରସ୍‌ ପ୍ରଥମେ ୧୯୩୦ ମସିହାର ଆବିଷ୍କୃତ ହୁଏ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ଡାକୋଟାଠାରେ କୁକୁଡ଼ାଛୁଆଙ୍କଠାରେ ଏକ ଭୟଙ୍କର ଶ୍ବାସନଳୀ ସଂକ୍ରମଣଜନିତ ରୋଗ ଲକ୍ଷ୍ୟ କରାଯାଇଥିଲା I ଏହା ଏକ…

ଚିନ୍ତା ବଢାଉଛି ରାଜଧାନୀ: ପୁଣି ୧୭ କରୋନା ଆକ୍ରାନ୍ତ, ୨ କରୋନା ଯୋଦ୍ଧା ସାମିଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୫ ଜଣଙ୍କ, ଲୋକାଲ…

ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍‌ ଅପ୍‌ ଦି ଇଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରହିଥିବା ଅବୈଧ ମାଂସ ବଜାର ଯୋଗୁ ଆଗାମୀ ଦିନରେ…

ପୁରୁଷୋତ୍ତମପୁର ଏନ୍‌ଏସିର ୩ ୱାଡ୍‌କୁ କଣ୍ଟେଟମେଣ୍ଟ ଜୋନ୍‌ ଘୋଷଣା, ରାସ୍ତା ସିଲ୍

ପୁରୁଷୋତ୍ତମପୁର, ୩୦।୬(ଡି.ଏନ୍‌ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଏହାପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୩ଟି ଓ୍ବାଡ୍‌କୁ କଣ୍ଟେଟମେଣ୍ଟ ଜୋନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?