ଅଧିର ରଞ୍ଜନ ଚୌଧୁରୀ ପିଏସି ଅଧ୍ୟକ୍ଷ
ନୂଆଦିଲ୍ଲୀ,୫।୫: କଂଗ୍ରେସ ଏମ୍ପି ଅଧିର ରଞ୍ଜନ ଚୌଧୁରୀଙ୍କୁ ପାର୍ଲାମେଣ୍ଟାରୀ ପବ୍ଲିକ୍ ଆକାଉଣ୍ଟ୍ କମିଟି(ପିଏସି) ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ଏହି ପଦବୀରେ ୨୦୨୧ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କମିଟିର କାର୍ଯ୍ୟକାଳ ୨୦୨୦ ମେ୧ରୁ ଆରମ୍ଭ ହୋଇଛି। ଏହି…
ଫେରାର ଓଡ଼ିଆ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନକୁ ଅଣାଗଲା: ୧୨ରୁ ଊର୍ଦ୍ଧ୍ୱଙ୍କ ନାମରେ ମାମଲା
ଛତ୍ରପୁର, ୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜନତା ହାଇସ୍କୁଲ ଓ ରାଗପୁର କ୍ୱାରାଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ ଗତ ୩ ତାରିଖରେ ପୋଲିସ ଓ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ସହ ଫେରାର ହୋଇଯାଇଥିଲେ। ଏ ନେଇ କୋଦଳା ତହସିଲଦାରଙ୍କ ଏତଲା…
କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମୁହଁ ବନ୍ଦ କରିଛି ଚାଇନା
ବେଜିଂ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ ପ୍ରତିଷେଧକ ଟୀକା ନେଇ ଗବେଷଣା ଜାରି ରହିଛି। ଏପରିସ୍ଥଳେ ଉହାନରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କୁ ବାହାର…
ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାରକୁ ଟାଣି ନେଲା ମ୍ୟାଗନେଟ
ବଅଁରପାଳ,୫।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ପଟ୍ଲାଇନ୍ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ପୃକ୍ତ ଠିକାଦାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଠିକାଦାର କାର୍ରେ ପଟ୍ଲାଇନ୍ ରାସ୍ତା…
୬୪ ବିମାନରେ ଏୟାରଲିଫ୍ଟ୍ ହେବେ ୧୪ ହଜାରରୁ ଅଧିକ ଭାରତୀୟ
ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଫଳରେ ଦେଶ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିଛି। ଏପରିସ୍ଥଳେ ବିଦେଶରେ ରହିଥିବା ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ…
ଭୁଲ, ଗୁଜବ ଖବର ନ ଦେବାକୁ ଗଞ୍ଜାମ ଜିଲାପାଳଙ୍କ ଅନୁରୋଧ: ସତ୍ୟ ପ୍ରମାଣ ସହ ଖବର ପ୍ରକାଶ କରିବାକୁ ପରାମର୍ଶ
ଛତ୍ରପୁର, ୫।୫(ଡି.ଏନ୍.ଏ.): ପ୍ରିଣ୍ଟ, ଇଲେକ୍ଟ୍ରୋନିସ୍ ଏପରିକି ସୋସିଆଲ ମିଡିଆରେ କରୋନାକୁ ନେଇ କେହି ଭୁଲ ତଥା ତଥା ଗୁଜବ ଖବର ଦିଅନ୍ତୁ ନାହିଁ। ଏପରି କଲେ କାହାରିକୁ ଛାଡ଼ିବୁ ନାହିଁ। ମଙ୍ଗଳବାର ସମସ୍ତ ବିଡିଓ ଓ ଅଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ…
ଏମ୍ସିଏଲ୍ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଜୀବନ ଗଲା
ତାଳଚେର,୫।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଏମ୍ସିଏଲ୍ରେ ଥିବା ହିଙ୍ଗୁଳା କୋଇଲା ଖଣିରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଠିକା ଶ୍ରମିକ ଜଣଙ୍କ ହେଉଛନ୍ତି ଛତିଶଗଡ଼ ଅଞ୍ଚଳର ୩୮ ବର୍ଷୀୟ ସୋମେତ ଜମାଡ। ସୋମେତ…
ଭାରତମାତାର ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ
ଜୟପୁର,୫।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାଡାରେ ହୋଇଥିବା ଏନ୍କାଉଣ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇ କରି ଶହୀଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଓ ମେଜର ଅନୁଜ ସୁଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମଙ୍ଗଳବାର ଅନ୍ତିମ ବିଦାୟ ଦିଆଯାଇଛି। କର୍ନେଲ ଆଶୁତୋଷ ଶର୍ମାଙ୍କୁ ମଙ୍ଗଳବାର…
ଜୁଲାଇ ୧୮ରୁ ୨୩ ଜେଇଇ ମେନ୍: ୨୬ ଜୁଲାଇରେ ଏନ୍ଇଇଟି ପ୍ରବେଶିକା ପରୀକ୍ଷା
ନୂଆଦିଲ୍ଲୀ,୫।୫: ଜେଇଇ ମେନ୍ ଏବଂ ଏନ୍ଇଇଟି ପ୍ରବେଶିକା ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୨୬ରେ ଏନ୍ଇଇଟି ପରୀକ୍ଷା ହେବ ବୋଲି ମାନବ ସମ୍ବଳ…
କ୍ୱାରାଣ୍ଟାଇନ ନିୟମ ଉଲ୍ଲଂଘନ କଲେ ବଢ଼ିବ ଅବଧି, ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ: ଗଞ୍ଜାମ ଜିଲାପାଳ
ଛତ୍ରପୁର, ୫।୫(ଡି.ଏନ୍.ଏ.): ବାହାର ରାଜ୍ୟରୁ ବସ୍ ଓ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜ଼ିଲାକୁ ଫେରୁଛନ୍ତି। ତେବେ ଜିଲାର କେତେକ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସୁରଟ ଫେରନ୍ତା ବିଶୃଙ୍ଖଳା କରିବା ସହ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଏ ନେଇ…
ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍ ବଣ୍ଟନ
ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠିରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଏମ୍ପି ମଣ୍ଡଳ ଜିଲାର ସମସ୍ତ…
ଗୋଟିଏ ଦିନରେ ୮୬ ଦେଶରେ ୩୪୬୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
ଓ୍ବାଶିଂଟନ,୫।୫: ଗୋଟିଏ ଦିନରେ ପୃଥିବୀର ୮୬ ଦେଶରେ କରୋନା ସଂକ୍ରମଣ ଯୋଗୁ ୩୪୬୬ ଜଣଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୧୩୬ ଦେଶରେ ୭୧ ହଜାର ୭୯୪ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ…
Archives


