କରୋନାରୁ ରକ୍ଷା ପାଇଁ ଏପରି ପୋଷାକ ପିନ୍ଧିଲେ ଦମ୍ପତି: ଭିଡିଓ ଭାଇରାଲ
ବ୍ରାଜିଲ: ବ୍ରାଜିଲର ଏକ ଦମ୍ପତି ଏବେ ସୋସିଆଏ ମିଡିଆରେ ଚର୍ଚ୍ଚା ବିଷୟ ପାଲଟିଛନ୍ତି। କାରଣ ହେଉଛି ସେମାନେ ସ୍ପେସ୍ ସୁଟ୍ ପିନ୍ଧି ରିଓ ଡେ ଜେନେରିଓ ସମୂଦ୍ର ତଟରେ ବୁଲୁଛନ୍ତି। ସୋସିଆଲ ମିଡିଆରେ ଦମ୍ପତିଙ୍କ ଅନେକ ଫଟୋ ଏବଂ ଭିଡିଓ ଏବେ…
୧୯୬ କେଜି ଗରିଲାର ହେଲା କରୋନା ଟେଷ୍ଟ
ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିସାରିଲାଣି। କୋଟିଏରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହେଲେଣି। କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ଲୋକଙ୍କଠାରୁ ପଶୁକୁ ବ୍ୟାପୁଥିବା ପୂର୍ବରୁ ଶୁଣିବାକୁ ମିଳିଥିଲା। ମାତ୍ର ଏହାର…
କରୋନା ଟେଷ୍ଟ କରିବାକୁ ମନାକଲେ ରେଖା
କରୋନା ଦିନକୁ ଦିନ କାୟା ବିସ୍ତା କରିବାରେ ଲାଗିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ କଳାକାର ମଧ୍ୟ ଏହାର ଶିକାର ହେଲେଣି। ଦୁଇ ଦିନ ପୂର୍ବେ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ମଙ୍ଗଳବାର ରେଖାଙ୍କ ବଙ୍ଗଳା…
କରୋନା ପାଇଁ ରକ୍ଷା କବଚ ବୀମା ପଲିସି; ଜାଣନ୍ତୁ କଣ ରହିଛି ସୁବିଧା
ନୂଆଦିଲ୍ଲୀ,୧୪।୭: ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଏକ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଠପ୍ ହୋଇଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇଛି। ଏହାକୁ ଧ୍ୟାନରେ ରଖି ଭାରତୀୟ ବୀମା ନିୟାମକ ଏବଂ…
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୫ ଜିଲାକୁ ଅଧିକ ଫୋକସ୍
ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୫ ଜିଲାକୁ ଅଧିକ ଫୋକସ କରାଯାଇଛି। ଫୋକସ ଜିଲାର ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ…
ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି
ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି ଆରମ୍ଭ ହେବ। ଭୁବନେଶ୍ୱରର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ। କଟକ ଏସ୍ସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡ଼ାଲ ସେଣ୍ଟର ହେବ। ମଙ୍ଗଳବାର ଆୟୋଜିତ…
ବାଇକ ହ୍ୟାଣ୍ଡେଲ୍ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍
ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମର ଉମାକାନ୍ତ ଖଟୁଆଙ୍କ ବାଇକ ହ୍ୟାଣ୍ଡେଲରେ ଟଙ୍ଗା ଯାଇଥିବା ଏକ ଟଙ୍କା ବ୍ୟାଗ…
ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ
ଛତ୍ରପୁର, ୧୪।୭( ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ବତନ୍ତ୍ର ଜ୍ୱର କ୍ଲିନିକ୍ ଖୋଲାଯାଇଛି। ଉକ୍ତ କ୍ଲିନିକକୁ…
ବୁଧବାର ସିବିଏସ୍ଇ ଦଶମ ପରୀକ୍ଷା ଫଳ: ଏହି ଓ୍ବେବସାଇଟ୍ରେ ସହଜରେ ହେବ ଦେଖି
ନୂଆଦିଲ୍ଲୀ, ୧୪।୭: ବୁଧବାର ସିବିଏସ୍ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ଟୁଇଟ୍ କରି ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରମାନେ ସିବିଏସ୍ଇର ଓ୍ବେବସାଇଟ୍ cbseresults.nic.in, results.nic.in.ରେ ସହଜରେ ପରୀକ୍ଷା ଫଳ ଦେଖି ପାରିବେ।…
କଟକରେ ମାଡିଲାଣି କରୋନା: ଆଜି ଚିହ୍ନଟ ହେଲେ ୨୭ ନୂଆ ପଜିଟିଭ
କଟକ ଅଫିସ, ୧୪।୭(ବ୍ୟୁରୋ): କଟକ ସହରରେ ମଙ୍ଗଳବାର ଆଉ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସରକାରୀ କ୍ୱାରାଣ୍ଟାଇନରୁ ୨୦ଜଣ, ହୋମ୍ କ୍ୱାରାଣ୍ଟାଇନ୍ରୁ ୪ ଏବଂ ଲୋକାଲ କେସ୍ ୩ ରହିଛି। ଏ ନେଇ ସିଏମ୍ସି ପକ୍ଷରୁ ଟୁଇଟ୍କରି…
ସୁଶାନ୍ତଙ୍କ ପାଇଁ ପ୍ରେମିକାଙ୍କ ଭାବପ୍ରବଣ ପୋଷ୍ଟ: ତୁମକୁ ହରାଇବାର ୩୦ ଦିନ ହେଲା, ସାରା ଜୀବନ ଭଲ ପାଇବି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ବିତିଗଲାଣି। ମାସେ ପରେ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଦୁହିଁଙ୍କ ଏକ ଫଟୋ ଶେୟାର କରି ରିୟା ଏକ ଭାବପ୍ରବଣ ମେସେଜ୍ ଲେଖିଛନ୍ତି। ନିଜ…
ଟେଲିଗ୍ରାମ୍ ସେବା ଏବେ ଇତିହାସ ପୃଷ୍ଠାରେ
ନୂଆଦିଲ୍ଲୀ,୧୪।୭: ଗତ ୭ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୩ବର୍ଷ ପୁରାତନ ଟେଲିଗ୍ରାମ୍ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍ ଶାସନ ସମୟରେ ୧୮୫୦ରେ ପ୍ରଥମେ କୋଲକତା ଏବଂ ଡାଇମଣ୍ଡ୍ ହାର୍ବର ମଧ୍ୟରେ ଟେଲିଗ୍ରାମ୍ ସେବା ଆରମ୍ଭ ହୋଇଥିଲା।…
Archives


