Home

ଶାଶୁଙ୍କ ୧୦୦ ବର୍ଷ ପୁରୁଣା ସିନ୍ଦୁକ ଖୋଲିଲେ ବୋହୂ, ଆଉ ତା’ପରେ

ପୁରୁଣା ଜିନିଷ ସାଇତି ରଖିବା କିଛି ଲୋକଙ୍କୁ ପସନ୍ଦ ଥାଏ। ପୁରୁଣା ଖବର କାଗଜ, କଏନ୍‌, ବହିକୁ ସାଇତି ରଖିବା ମଧ୍ୟ ଗୋଟିଏ କଳା। କୁରୁକ୍ଷେତ୍ରରେ ଜଣେ ମହିଳା ୧୯୧୮ରୁ ୨୦୦୦ ମଧ୍ୟରେ ଭାରତରେ ଚାଲିଥିବା କଏନ୍‌ ସବୁ ନିଜ ସିନ୍ଦୁକରେ…

ମାର୍କେଟରେ ଭାଜପା ବିଧାୟକଙ୍କ ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

କୋଲକାତା,୧୩।୭: ପଶ୍ଚିମବଙ୍ଗରେ ଭାଜପା ବିଧାୟକ ଦେବେନ୍ଦ୍ରନାଥ ରାୟଙ୍କ ଝୁଲନ୍ତା ମୃତଦେହ ମାର୍କେଟରୁ ଉଦ୍ଧାର କରାଯାଇଛି। ବିଧାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଉତ୍ତର ଦିନାଜପୁରର ହେମାଟାବାଡ଼ ଅଞ୍ଚଳରେ ଥିବା ମାର୍କେଟରେ ଏକ ଦୋକାନ ବାହାରେ ଦେବେନ୍ଦ୍ରଙ୍କ ମୃତ ଦେହ ଝୁଲୁଥିବା…

୩ ଶହ ଟପିଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର, ୧୩୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ଆଉ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ…

ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଜେଲ୍‌ ଗଲେ ଶିକ୍ଷକ

ପଦ୍ମପୁର,୧୩ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ଜେଲ୍‌ ଯାଇଛନ୍ତି ଜଣେ ଶିକ୍ଷକ। ସୂଚନାଯୋଗ୍ୟ, ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇ ତାଙ୍କ ଶାଶୁଘରକୁ ପଠାଇ ବ୍ଲାକ୍‌ ମେଲିଂ କରୁଥିଲେ। ଏନେଇ ଅଭିଯୋଗ ହେବା…

ଅନନ୍ତନାଗରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୩।୭: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ସଫଳତା ମିଳିଛି। ଅନନ୍ତନାଗ ଜିଲାର ଶ୍ରୀଗୁଫଓ୍ବାରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଏଠାରେ ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର…

ଜୁଲାଇ ୩୧ ଭିତରେ ମାଟ୍ରିକ ରେଜଲ୍ଟ, ଯୁକ୍ତ ୨ ଖାତା ମୂଲ୍ୟାୟନରେ ରହୁଛି ସମସ୍ୟା

ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଟ୍ରିକ ଖାତାଦେଖା ସରିଛି। ଏବେ ଟାବୁଲେସନ ଚାଲିଛି। ଆହୁରି…

ପୁରୁଷ ବନ୍ଧ୍ୟାତ୍ୱ

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଜୀବନରେ ସନ୍ତାନଟିଏ ନିହାତି କାମ୍ୟ। ଏପରି କେତେକ ଦମ୍ପତି ଅଛନ୍ତି ଯେଉଁମାନଙ୍କ ପାଇଁ ସନ୍ତାନଟିଏ ଜନ୍ମ ଦେବା ସମ୍ଭବ ହୁଏନାହିଁ। ଏଥିପାଇଁ ଅନେକ ଦମ୍ପତି ମାନସିକ ଅଶାନ୍ତି ଭୋଗ କରନ୍ତି। ସମସ୍ତ ସୁଖ ସୁବିଧା ଥାଇ ଯଦି…

ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍‌

ଛତ୍ରପୁର, ୧୩।୭(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଗଞ୍ଜାମ ଜିଲା। ଏଠାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ମହାମାରୀ…

ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପାର ପାଇଲଟ୍‌ ପ୍ରୋଜେକ୍ଟ

ଜୟପୁର,୧୩।୭: ରାଜସ୍ଥାନରେ ଭାଜପାର ଅପରେଶନ୍‌ ଲୋଟସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ନେବାକୁ ଭାଜପା ଯୋଜନା କରୁଥିବା ଅଭିଯୋଗ ହେଉଛି। ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପା ପାଇଲଟ୍‌ ପ୍ରୋଜେକ୍ଟ କରିବାକୁ…

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ,୧୩।୭:ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ଆୟକର ବିଭାଗର ୨୦୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର କେତେକ ସ୍ଥାନରେ ଏହି ଚଢ଼ାଉ…

ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ

ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି ପଡୋଶୀ ଉକ୍ତ ଗର୍ଭବତୀଙ୍କ ବେକକୁ ବାଉଁଶରେ ଚାପିବା ସହ ତାଙ୍କ ମୁଣ୍ଡକୁ କାଠ ଫାଳିଆରେ…

ଶତାବ୍ଦୀର ପ୍ରଥମ ଧୂମକେତୁ

କରୋନା କାଳରେ ସମସ୍ତେ ଘର ଭିତରେ ବନ୍ଦ ରହୁଥିବା ବେଳେ ପ୍ରକୃତି ଆମ ପାଇଁ ତାହାର ସୁନ୍ଦର ଦୃଶ୍ୟର ଦ୍ୱାର ଖୋଲିଦେଇଛି। ପ୍ରାୟ ୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଧୂମକେତୁ ବା ଲଞ୍ଜାତାରା କହିଲେ ଆମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri