Posted inଫୁରସତ

ଏତେ ଶବ୍ଦ ଥାଇ ଫୋନ୍‌ ଉଠାଇବା କ୍ଷଣି ଲୋକେ ହ୍ୟାଲୋ କାହିଁକି କହିଥାନ୍ତି ଜାଣନ୍ତି

ଆମେ ସମସ୍ତେ ଦେଖୁଛେ ବା ଶୁଣୁଛେ ଲୋକେ ଫୋନ୍‌ ଉଠାଇବା ମାତ୍ରେ ହ୍ୟାଲୋ କହିଥାନ୍ତି। ହ୍ୟାଲୋ କହିବା ପରେ ହିଁ କଥାବାର୍ତ୍ତା ଆରମ୍ଭ ହୁଏ। ମନକୁ କେବେ ପ୍ରଶ୍ନ ଆସିଛି କି ଏତେ ସବୁ ଶବ୍ଦ ଥାଇ ଫୋନ୍‌ ଉଠାଇଲେ ଲୋକେ କାହିଁକି ହ୍ୟାଲୋ କହିଥାନ୍ତି। ତେବେ ଜାଣନ୍ତୁ ଏହି ଶବ୍ଦର ଉତ୍ପତ୍ତି କେବେ ହୋଇଛି।


ଆଲେକ୍‌ଜାଣ୍ଡାର ଗ୍ରାହାମବେଲ୍‌ ଟେଲିଫୋନ୍‌ ଉଦ୍ଭାବନ କରିଥିଲେ। ୧୦ ମାର୍ଚ୍ଚ ୧୮୭୬ରେ ଏହା ଉଦ୍ଭାବନ କରାଯାଇଥିଲା। ଏହା ପରେ ସେ ତାଙ୍କ ବନ୍ଧୁ ଓ୍ବାଟ୍‌ସନଙ୍କ ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। କହିଥିଲେ କି, ତୁମେ ଆସ। ତୁମ ସହ ସାକ୍ଷାତ କରିବା ଜରୁରୀ ଅଟେ। ଗ୍ରାହାମବେଲ୍‌ ହ୍ୟାଲୋ ନ କରି ଆହୋ କହିଥିଲେ। ଯେତେବେଳେ ପ୍ରଥମେ ଲୋକେ ଟେଲିଫୋନ୍‌ର ବ୍ୟବହାର କଲେ ପ୍ରଥମେ ପଚାରୁଥିଲେ ତୁମେ ସେଠାରେ ଅଛ ତ? ଏମିତି ପଚାରିବା ଦ୍ୱାରା ଜଣଙ୍କ ସ୍ବର ଅନ୍ୟ ଜଣଙ୍କ ନିକଟରେ ପହଞ୍ଚିପାରୁଛି କି ନାହିଁ ଜଣାପଡ଼େ। ଥରେ ଥମ୍‌ସନ୍‌ ଏଡିଶନ ଆହୋକୁ ଭୁଲରେ ଶୁଣିନେଲେ। ସେ ୧୮୭୭ରେ ହ୍ୟାଲୋ କହିବା ପ୍ରସ୍ତାବ ରଖିଲେ।


ଥମ୍‌ସ ଏଡିଶନ କହିବା ପରଠାରୁ ଆଜି ବି ଲୋକେ ଫୋନ୍‌ ଉଠାଇବା କ୍ଷଣି ହ୍ୟାଲୋ କହିଥାନ୍ତି। ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରୀ ଅନୁଯାୟୀ, ହ୍ୟାଲୋ ଶବ୍ଦ ପୁରୁଣା ଜର୍ମାନ ଶବ୍ଦ ହୋଲାରୁ ଆସିଛି। ଏହି ଶବ୍ଦ ଫ୍ରାନ୍ସ କିମ୍ବା ଜର୍ମାନ ଶବ୍ଦ ‘ହୋଲା’ରୁ ଆସିଛି। ହୋଲାର ଅର୍ଥ ‘କେମିତି ଅଛ’? ମାତ୍ର ଏହି ଶବ୍ଦ ସମୟ ସହିତ ତାଳ ଦେଇ ପରିବର୍ତ୍ତନ ହୋଇଯାଇଛି। ଯାହା ହ୍ୟାଲୋ ଭାବେ ପରିଚିତି ଲାଭ କରିଛି। ଆଉ ସେହିଦିନଠାରୁ ଲୋକେ ଏହାକୁ ଗ୍ରହଣ ମଧ୍ୟ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?