ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ
ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଧାୟକ ଦଳର ବୈଠକ ପରେ ସଚିନ କଂଗ୍ରେସ ଡାକରାକୁ ଅଣଦେଖା କରିବାରୁ ତାଙ୍କୁ ଉପ…
ବିଶ୍ୱକପ୍ ଫାଇନାଲ୍ ସୁପର ଓଭର ପୂର୍ବରୁ ସିଗାରେଟ୍ ଟାଣିଥିଲେ ଏହି ଖେଳାଳି
ଆଜିକୁ ଠିକ୍ ବର୍ଷେ ପୂର୍ବେ ଆଇସିସି ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମଥର ପାଇଁ ବିଶ୍ୱବିଜେତା ହୋଇଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସୁପର ଓଭର ବୋଲିଂ କରିବା ପୂର୍ବରୁ ନିଜକୁ ଚିନ୍ତାମୁକ୍ତ କରିବା ପାଇଁ…
ମାସ୍କ ନ ଲଗାଇଥିଲେ ୫ଶହ ଥର କରିବାକୁ ପଡ଼ିବ ଏପରି
ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କଠାରୁ ଆରମ୍ଭକରି ପ୍ରଶାସନ ପକ୍ଷରୁ ଅନେକ ପ୍ରକାର କଟକଣା ଜାରି କରାଯାଇଛି। ସେଥିମଧ୍ୟରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ଫିରୋଜାବାଦ ପୋଲିସ ଏବଂ ପ୍ରଶାସନ…
୯୩ ଡାକ୍ତରଙ୍କ ଜୀବନ ନେଲାଣି କରୋନା: ୧,୨୭୯ ଜଣ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ଇଣ୍ଡିଆନ୍ ମେଡିକାଲ…
ଏହି ପୋକ କିଲୋ ୨୦ ଲକ୍ଷ ଟଙ୍କା, ଚାଇନା ଯୋଗୁ ବେପାର ମାନ୍ଦା
ବିଶ୍ୱର ସବୁଠୁ ଦାମୀ ପୋକ ବଜାରରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଚାଇନା ଯୋଗୁ ଏବେ ଏହି ପୋକ ବ୍ୟବସାୟ ମାନ୍ଦା ହୋଇଯାଇଛି। ଏବେ ପୋକ କିଲୋଗ୍ରାମ ପ୍ରତି ଏକ ଲକ୍ଷ ଟଙ୍କା ମୂଲ୍ୟରେ ମଧ୍ୟ କେହି…
ବରଗଡ଼ରେ ମା, ପୁଅଙ୍କ ସମେତ ୩ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା
ବରଗ ଅଫିସ,୧୪।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ ନଂ. ୧୬ ସିଦ୍ଧେଶ୍ବର ରେସିଡେନ୍ସି ନିକଟରୁ ଜଣେ ଚିହ୍ନଟ ହୋିଥିବା ବେଳେ ଅନ୍ୟ ଦୁଇଜଣ ଭେଡେନ୍…
ମଝି ସଡ଼କରେ ବାଘ: ଗାଡ଼ି ସାମ୍ନାରେ ବସି ରହିଲା
ଭୋପାଳ, ୧୪।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ବାଘର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ବାଘଟି ମଝି ସଡ଼କରେ ଗାଡ଼ି ସାମ୍ନାରେ ବସି ରହିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ୩୦ ସେକେଣ୍ଡର ଏହି ଭିଡ଼ିଓକୁ ଅନୁରାଗ ଦ୍ୱାରି ଟୁଇଟରରେ ଶେୟାର…
ସୁଶାନ୍ତ ପାଇଁ ଦୀପ ଜାଳୁଛନ୍ତି ପୂର୍ବତନ ପ୍ରେମିକା
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆଜି ଦୁନିଆରୁ ବିଦାୟ ଦେବାର ଏକ ମାସ ବିତିଗଲାଣି। କାହିଁକି ସୁଶାନ୍ତ ଏହା କରିଛନ୍ତି, ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ପରିବାର ବ୍ୟତୀତ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅଭିନେତା…
ବିକାଶ ଦୁବେଙ୍କ ଏନ୍କାଉଣ୍ଟର ନେଇ ଯୋଗୀ ସରକାରଙ୍କୁ ଧମକ: ତୁମେ ଓଲଟାଅ କାର୍ ଆମେ ଓଲଟାଇବୁୁ ସରକାର
ଲକ୍ଷ୍ନୌ, ୧୪।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍ଷ୍ଟର ବିକାଶ ଦୁବେଙ୍କ ଏନ୍କାଉଣ୍ଟର ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏକ ଗୋଷ୍ଠୀ ଧମକ ଦେବାରେ ଲାଗିଛନ୍ତି। ରାଜ୍ୟରେ ଏବେ ବ୍ରାହ୍ମଣ କାର୍ଡ ନେଇ ରାଜନୀତି ଆରମ୍ଭ ହୋଇଛି। ସୋସିଆଲ ମିଡ଼ିଆରେ ଏକ ଗୋଷ୍ଠୀ…
୪ଶହ ଶ୍ରମିକଙ୍କ ପରିବାରର ସମସ୍ତ ଖର୍ଚ୍ଚ ବହନ କରିବେ ସୋନୁ ସୁଦ
ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତା ହେଉଛନ୍ତି ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ପାଦେ ଆଗକୁ ଯାଇ ୪ଶହ ଶ୍ରମିକଙ୍କ ପରିବାରକୁ ଆର୍ଥୀକ ସହାୟତା ପାଇଁ ଅଣ୍ଟାଭିଡିଛନ୍ତି।…
ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା
ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଥିଲେ। ତେବେ ଏହି…
କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍
ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ, ହରଭଜନ ସିଂ, ମହମ୍ମଦ କୈଫଙ୍କ ସମାନ ଅବସ୍ଥା। ବିରାଟ କୋହଲି, ଶିଖର ଧାୱନ, ରୋହିତ…
Archives


