ଡାଇବେଟିସ୍ ରୋଗୀଙ୍କ ପାଇଁ
ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ…
ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍ ସମ୍ମୁଖରେ କାର୍ ବୋମା ବିସ୍ଫୋରଣ
ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା…
CORONAVIRUS UPDATE: ରାଜ୍ୟରେ ୬୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୨୪୪ ପଜିଟିଭ୍
ଭୁବନେଶ୍ୱର,୧୭ା୮(ବ୍ୟୁରୋ): ସୋମବାର ୨୯ ଜିଲାରୁ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୩୯୦ ଜଣ…
ବାବା ରାମଦେବଙ୍କୁୁ ବିବାହ ପ୍ରଶ୍ନ ପଚରାଯିବାରୁ, ଉତ୍ତର ମିଳିଥିଲା ଏମିତି
ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। ବେଜିଂ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ୟକ୍ରେନର କୁସ୍ତିଯୋଦ୍ଧା ଏଣ୍ଡ୍ରେଇ ଷ୍ଟ୍ୟାଡନିକ୍ଙ୍କୁ ରିଙ୍ଗରେ ହରାଇଥିଲେ ରାମଦେବ। ସେଲିବ୍ରିଟି ହୋଇଥିବା କାରଣରୁ…
ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ ଆପ୍ ଟିକ୍-ଟକ୍ କିଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁକେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ…
୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା
ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ ବନ୍ଦୀ ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ…
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଭିଟାମିନ୍ ‘ଇ’
ଆବଶ୍ୟକ ମୁତାବକ ଭିଟାମିନ୍ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍ କଥା ହେଲା, ଏହି ଭିଟାମିନ୍ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଚର୍ବି ସହ ମିଶି…
ଚାଇନାକୁ ପୁଣି ଝଟ୍କା: ୪୦ ହଜାର କୋଟିର ସାମଗ୍ରୀ ବର୍ଜନ କରିବେ ଭାରତବାସୀ
ନୂଆଦିଲ୍ଲୀ, ୧୭।୮: ଗଲଓ୍ବାନ ଘାଟିର ସଂଘର୍ଷ ଯୋଗୁ ଗୋଟିଏ ପରେ ଗୋଟିଏ ବିପଦ ଚାଇନା ଉପରେ ମାଡ଼ି ଆସୁଛି। ଆଗକୁ ଗଣେଶ ପୂଜା। ତେବେ ଭାରତରେ ବ୍ୟବସାୟୀମାନେ ଏକଜୁଟ ହୋଇ ୪୦ ହଜାର କୋଟି ଟଙ୍କାର ଚାଇନା ସାମଗ୍ରୀ ବର୍ଜନ କରିବା…
ଏହି ଫିଲ୍ମରେ ଅଭିନୟ କରିଥିଲେ ମହେନ୍ଦ୍ର ସିଂ ଧୋନୀ
ଅନେକ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଉପରେ ଏମ୍ଏସ୍ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ସେ…
ମ୍ୟାଲେରିଆ : ଲକ୍ଷଣ, ଉପଚାର
ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ ବୋଲି କହିଥାଆନ୍ତି। ତେବେ ବର୍ଷାଦିନରେ ମ୍ୟାଲେରିଆ, ଡେଙ୍ଗୁ, ଓ ଡାଇରିଆ ଭଳି ସଂକ୍ରମଣର ଆଶଙ୍କା…
ହୀରାକୁଦ ଡ୍ୟାମ୍ର ୧୨ ଗେଟ୍ ଖୋଲିଲା
ସମ୍ବଲପୁର ଅଫିସ,୧୭ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୧୨ଟି ଗେଟ୍ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୧୫.୪୧ ଫୁଟକୁ…
ମାଡ଼ି ଆସୁଛି ନୂଆ ବିପଦ: ୪ କୋଟିରୁ ଅଧିକ ଲୋକ ହରାଇବେ ଚାକିରି
ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରି ସ୍ଥଳେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଥିବା ପରିବେଶବିତ୍ ମାନେ ସୂଚନା ଦେଇଛନ୍ତି। ୮୦ ବର୍ଷରେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ।…
Archives


