Home

ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ

ଅମ୍ବାଲା, ୧୦।୯: ଏଣିକି ଏଲ୍‌ଓସି ଏବଂ ଏଲ୍‌ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ବିଧିବଦ୍ଧ ଭାବେ ରାଫାଲକୁ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନାର ୧୭ ସ୍କ୍ବାଡ୍ରନ୍‌…

କରୋନାକୁ ମାତ୍ର ୯ ଦିନରେ ହରାଇଲେ ୧୦୮ ବର୍ଷୀୟା ମହିଳା

ଆଜମଗଡ,୧୦।୯: କରୋନାକୁ ମାତ୍ର ୯ ଦିନରେ ହରାଇଲେ ୧୦୮ ବର୍ଷୀୟା ମହିଳା। ଆଜମଗଡ ମେଡିକାଲ କଲେଜର ଡାକ୍ତରଙ୍କ ପରିଶ୍ରମରେ ଦୁଲାରୀ ଦେବୀ ନାମକ ଜଣେ ମହିଳା କରୋନାରୁ ସୁସ୍ଥ ହୋଇଛନ୍ତି। ଆଜମଗଡ ମେଡିକାଲ କଲେଜର ଡେପୁଟି ପ୍ରିନ୍ସପାଲ ଡା. ରାଜେଶ କୁମାର…

ବଜ୍ରପାତରେ ଜଳିଗଲା ଠିକାଦାର କ୍ୟାମ୍ପ: ଜଣେ ଶ୍ରମିକ ମୃତ, ୫ ଆହତ

ବରଗଡ ଅଫିସ, ୧୦।୯- ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବଇଦେଶପାଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତ ଯୋଗୁ ଗ୍ରାମ ନିକଟର ଏକ ଠିକାଦାର କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି। କ୍ୟାମ୍ପରେ ଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ…

ପୁରୁଣା ଆର୍‌ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍‌

ହରଭଙ୍ଗା,୧୦।୯(ଡି.ଏନ.ଏ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍‌ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍‌ ଧକ୍ଳା ଦେଇଥିବା ଜଣାପଡିଛି। ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ (ଓଡି୦୨ବି ଏଫ୬୮୭୭ )…

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ଯବାନକୁ ସଜାଗ ରଖିଛି। ଏବେ ଭାରତୀୟ ସେନା ଫିଙ୍ଗର-୪ରେ ନିଜର ସ୍ଥିତି ସୁଦୃଢ଼…

କରୋନା କଲା ରେକର୍ଡ: ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗୁରୁବାର କରୋନା ସଂକ୍ରମଣ ଏହାର…

ଭିନ୍ନକ୍ଷମ ମା’, ପୁଅଙ୍କ ମୃତଦେହ ଉଦ୍ଧାର: ପୋଡି ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଭିନ୍ନକ୍ଷମ ମା’ ଓ ପୁଅଙ୍କ ପୋଡା ମୃତ ଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାଯାଇଛି ଯେ ଭିନ୍ନକ୍ଷମ ମା’ ଜଞ୍ଜାଳି ଜେନା(୭୦)ଓ…

ଅଧିକ ଭଲ ପାଉଥିବା ବ୍ୟକ୍ତିଙ୍କୁ କିଏ ଡ୍ରଗ୍ସ ଦିଏ କି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପୁଣି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ବର୍ଷିଛନ୍ତି। ଅଙ୍କିତା ପୁଣି ଥରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଶେୟାର କରିଛନ୍ତି। ରିୟାଙ୍କୁ ଟାର୍ଗେଟ କରି ଅଙ୍କିତା କହିଛନ୍ତି…

ଭାଜପାକୁ ସୁବ୍ରମଣ୍ୟମ ସ୍ବାମୀଙ୍କ ମହଲତ

ନୂଆଦିଲ୍ଲୀ,୧୦ା୯: ଭାଜପାର ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ନିଜ ଦଳକୁ ମହଲତ ଦେଇଛନ୍ତି। ଭାଜପାର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କୁ ଗୁରୁବାର ସୁଦ୍ଧା ଦଳରୁ ବହିଷ୍କାର କରା ନ ଗଲେ ସେ ନିଜ କଥା…

ହରିବଂଶଙ୍କୁ ଏନ୍‌ଡିଏର ସମର୍ଥନ

ନୂଆଦିଲ୍ଲୀ, ୧୦।୯(ପି.ଟି.): ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନ୍‌ଡିଏ ଏବଂ ବିରୋଧି ମେଣ୍ଟ ମଧ୍ୟରେ ଏବେ ଅଙ୍କକଶା ଜୋର ଧରିଛି। ପୂର୍ବରୁ ରାଜ୍ୟ ସଭା ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣ ସିଂଙ୍କୁ ଏଥର ପୁଣି…

କଟକଣା ସହ ଆରମ୍ଭ ହେବ ଡିଏଲ୍‌, ଏଲ୍‌ଏଲ୍‌ ଟେଷ୍ଟିଂ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଡିଏଲ ଓ ଏଲଏଲ ପାଇଁ ବନ୍ଦ ହୋଇଯାଇଥିବା ଡ୍ରାଇଭିଂ ଟେଷ୍ଟ ପୁଣିଥରେ ଆରମ୍ଭ ହେବ। ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ଡିଏଲ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଟେଷ୍ଟ ଆରମ୍ଭ ହେବ…

ସିନେମାଟୋଗ୍ରାଫର ଗାଗାରିନ୍‌ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୧୦ା୯(ବ୍ୟୁରୋ):ଓଡ଼ିଶା ଜନ୍ମିତ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ବୁଧବାର ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri