Home

ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି ରହିଛି। ତେବେ ଏବେ ପ୍ରଶ୍ନ ଉଠୁଛି ପ୍ରଥମେ କ’ଣ ଧନୀ ଦେଶ ଗୁଡ଼ିକରେ ଏହା…

ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ…

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର, ପିଠିରେ କରିଛନ୍ତି ଏମିତି

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର ପାଇଁ…

ବୋହୂ ଜୀବିତ: ହତ୍ୟା ଅପରାଧରେ ଜେଲରେ ସ୍ବାମୀ-ଶାଶୁ-ଶ୍ୱଶୁର

ବୁଲନ୍ଦସହର, ୪।୮: ଉତ୍ତରପ୍ରଦେଶ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ଅପରାଧୀଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହାର ସଦ୍ୟତମ ଉଦାହରଣ ବୁଲନ୍ଦ ସହରର ଘଟିଛି। ଏଠାରେ ବରିଶା ନାମକ ଜଣେ ମହିଳାଙ୍କୁ ଯୋତୁକ ନିର୍ଯାତନ…

ଉଡିକି ଆସିଲେ ଅଟୋ ଡ୍ରାଇଭର୍‌,ମହିଳାଙ୍କୁ ଦେଲେ ଧକ୍କା: ଆଉ ତା’ପରେ

ବେଙ୍ଗାଲୁରୁ,୪।୮: ବେଙ୍ଗାଲୁରୁରେ ଜଣେ ମହିଳା ରାସ୍ତାରେ ଯାଉଥିବାବେଳେ ଏକ ହୃଦୟଥରା ଘଟଣା ଘଟିଛି। ଅଚାନକ ଜଣେ ବ୍ୟକ୍ତି ଉଡିକି ଆସି ମହିଳାଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ, ମହିଳା ତଳେ ପଡିଯାଇଥିଲେ। ଏହାଦ୍ୱାରା ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ…

୪୦ ହଜାରରୁ ଅଧିକ ଆତଙ୍କବାଦୀ ପାକିସ୍ତାନରେ ଲୁଚି ବସିଛନ୍ତି

ଜେନେଭା, ୪।୮: ଭାରତରେ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ପାକିସ୍ତାନରେ ଏନେଇ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍‌.ତିରୁମୂର୍ତ୍ତି ସୂଚନା ଦେଇଛନ୍ତି। ପାକିସ୍ତାନ…

ଦେବାଳିଆ ଅବସ୍ଥାରେ ଏହି ଦେଶ, ଉପାସରେ ସୈନିକ

ବେରୁଟ୍‌,୪।୮: ଦେବାଳିଆ ଅବସ୍ଥାରେ ଲେବାନନ। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସେଠାରେ ଥିବା ସୈନିକମାନଙ୍କୁ ମଧ୍ୟ ଭୋକରେ ରହିବାକୁ ପଡୁଛି। ଲେବାନନର ଅର୍ଥନୈତିକ ଦେବାଳିଆ ଏବଂ ଅବ୍ୟବସ୍ଥା ଆଡକୁ ଗତି କରୁଛି। ଏଠାରେ ଅଧିକାଂଶ ଅଞ୍ଚଳରେ ୨୦-୨୦ ଘଣ୍ଟା ବିଦ୍ୟୁତ…

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !

ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଅଧୋନୋମ୍‌ ଗେବ୍ରିଏସସ୍‌ଙ୍କ ମନ୍ତବ୍ୟ ଲୋକଙ୍କୁ ଅଧିକ ଆତଙ୍କିତ କରିଦେଇଛି। ଗେବ୍ରିଏସସ୍‌ କହିଛନ୍ତି ଯେ,…

ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଭେଟିଲେ ବିଧାୟକ, ତା’ପରେ ଘଟିଲା ଏମିତି

ଅଗରତାଲା,୪।୮: କରୋନା ପ୍ରଭାବିତ ରାଜ୍ୟ ତ୍ରିପୁରାର ବିଧାୟକ ସୁଦୀପ ରାୟବର୍ମନ ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଭେଟିବାକୁ ଯିବା ମହଙ୍ଗା ପଡିଛି। ପଶ୍ଚିମ ତ୍ରିପୁରାର ଜିଲାଧିକାରୀ ବିଧାୟକଙ୍କୁ ଏକ ନୋଟିସ ପଠାଇଛନ୍ତି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ରହିସାରିଥିବା ସୁଦୀପ ସହିଦ ଭାଗବତ…

୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଏବଂ ଉତ୍ତର…

‘ସିଜେଆଇଙ୍କୁ ସମାଲୋଚନା ସର୍ବୋଚ୍ଚ ଅଦାଲତଙ୍କ ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ’

ନୂଆଦିଲ୍ଲୀ, ୪ା୮:ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ସମାଲୋଚନା କରିବା ସର୍ବୋଚ୍ଚ ଅଦାଲତଙ୍କୁ ବଦନାମ କରୁନାହିଁ କିମ୍ବା ଏହାର ପ୍ରଭୁତ୍ୱକୁ ନୂ୍ୟନ…

ଦୁଇତୃତୀୟାଂଶ ପ୍ରବାସୀ ଶ୍ରମିକ ସହରମୁହାଁ

ନୂଆଦିଲ୍ଲୀ ୪ା୮(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ଅନ୍ବେଷଣରେ ସହରକୁ ଫେରିବା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଦକ୍ଷତା ଅନୁସାରେ କାର୍ଯ୍ୟ ମିଳୁ ନ ଥିବାରୁ ଲକ୍‌ଡାଉନ ବେଳେ ଫେରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri