ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର
କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଖୋଲିବାକୁ…
ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସର୍ବଶେଷ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ୪୦.୦୫ କୋଟି ଲୋକ…
ଅଯୋଧ୍ୟାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ଭୂମି ପୂଜନ ପ୍ରସ୍ତୁତିର କଲେ ସମୀକ୍ଷା
ଅଯୋଧ୍ୟା,୩।୮: ଅଯୋଧ୍ୟାରେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମି ପୂଜନ ପାଇଁ ରାମନଗରୀ ପୁରା ସଜେଇ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ ରଖିବା ପାଇଁ ମାତ୍ର ୪୮ଘଣ୍ଟାରୁ ବି କମ୍ ସମୟ ବାକି ରହିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…
ରାମଙ୍କ ପୂର୍ବରୁ ହନୁମାନ ଜୀଙ୍କ ଦର୍ଶନ କରିବେ ମୋଦି
ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ। ରାମଲଲାଙ୍କ ଦର୍ଶନ ପୂର୍ବରୁ ସେ ହନୁମାନଗଢୀ ଯିବେ। ଏହା ପୂର୍ବରୁ ପରମ୍ପରା ରହିଛି। ଯାହାକୁ ପାଳନ କରିବେ ମୋଦି। ହନୁମାନଗଢୀ ପ୍ରଭୁ…
ଜ୍ୱାଇଁଙ୍କ ସନ୍ତାନର ମା’ ହେଲେ ଏହି ମହିଳା: କାରଣ ଜାଣିଲେ ଶାଶୁଙ୍କୁ ପ୍ରଶଂସାରେ ପୋତି ପକାଇବେ
ମା’ ଏବଂ ଝିଅର ସମ୍ପର୍କ ସବୁଠାରୁ ଘନିଷ୍ଟ। ଜଣେ ମା’ ନିଜ ଝିଅର ଖୁସି ପାଇଁ ସବୁକିଛି କରିପାରେ। ଏବେ ଏମିତି କିଛି ଘଟଣା ଘଟିଛି ଦକ୍ଷିଣ ଓ୍ବେଲ୍ସରେ। ଜଣେ ମା’ ଝିଅର ଖୁସି ପାଇଁ ନିଜ ଜ୍ୱାଇଁର ସନ୍ତାନକୁ ଜନ୍ମ…
କରୋନା ପାଇଁ ମରିଗଲା ମାନବିକତା: ଗାଁ ଦାଣ୍ଡରେ ୮ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଉଁ ନାହାନ୍ତି। ପ୍ରକାଶ ଯେ, ପଞ୍ଚଭୂତି…
ଇଦ୍ରେ ଘରକୁ ଆସିଥିବା ଯବାନ ଅପହରଣ
ଜମ୍ମୁ,୩।୮: ଇଦ୍ରେ ଘରକୁ ଆସିଥିବା ଜବାନଙ୍କୁ ଆତଙ୍କବାଦୀମାନେ ରବିବାର ସନ୍ଧ୍ୟାରେ ଅପହରଣ କରିନେଇଛନ୍ତି। ଏଥିସହ ଯବାନଙ୍କ ଗାଡ଼ିକୁ ମଧ୍ୟ ଆତଙ୍କବାଦୀମାନେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି…
ଏକୁଟିଆପଣ ଦୂର କରିବ ରୋବୋ
ଆଜିକାଲି ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ କରାଯାଉଛି। ଚିକିତ୍ସା ବିଜ୍ଞାନକୁ ବାଦ୍ ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନର କେତେକ ଘଟଣାରେ ରୋବୋ ସହାୟତା କରିବା ସହ ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରୁଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏପରି ଏକ ରୋବୋ…
ରାଖୀ ପାଇଁ ମିଠା ଦୋକାନରେ ଭିଡ଼: ୫ ଦୋକାନ ସିଲ୍, ୪୦ ଦୋକାନୀଙ୍କୁ ଜରିମାନା
ଝାରସୁଗୁଡ଼ା ଅଫିସ,୩ା୮: ଝାରସୁଗୁଡ଼ାରେ ସୋମବାର ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା। ରାଖୀ ପୂର୍ଣ୍ଣିମା ଯୋଗୁ ଲୋକେ କିଣାକିଣି କରିବା ପାଇଁ ଏହି ଭିଡ଼ ହୋଇଥିଲା। ବିଶେଷକରି ବିଭିନ୍ନ ମିଠା ଦୋକାନରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ନ ଥିଲା। ଏଥିପାଇଁ ଜିଲା…
ରାହୁଲ ଗାନ୍ଧୀଙ୍କୁ ମିଠା ଖୁଆଇ ମୋଟା କରିବାକୁ ଚାହୁଁଥିଲେ ଭଉଣୀ
ସାରା ଦେଶରେ ରକ୍ଷା ବନ୍ଧନ ପର୍ବ ଧୂମ୍ଧାମ୍ରେ ପାଳନ କରାଯାଉଛି। ଆଜିର ଦିନରେ ଭାଇ ହାତରେ ରାଖୀ ପିନ୍ଧାଇ ଭଉଣୀ ଭାଇର ଶୁଭ ମନାସି ଥାଏ। ଏହି ଅବସରରେ କଂଗ୍ରେର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରକ୍ଷାବନ୍ଧନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି। ଭାଇ…
ସ୍ବଭାବକୁ ପ୍ରଭାବିତ କରେ ସୋସିଆଲ ସାଇଟ୍
ଏବେ ତ ହାଇଟେକ୍ ଯୁଗ। ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର ଆଜିକାଲି ସାଧାରଣ କଥା ହୋଇଗଲାଣି। କେବଳ ଯୁବପିଢ଼ି ନୁହଁନ୍ତି, ଅନେକ ବର୍ତ୍ତମାନ ସୋସିଆଲ ସାଇଟ୍ ସହ ଜଡ଼ିତ। ସେଗୁଡ଼ିକରେ ନିଜର ଆକାଉଣ୍ଟ ଖୋଲି ସେଥିରୁ ଅନେକ କଥା ଜାଣିବା ଏବଂ ନିଜ…
କରୋନା ପରେ ନୂଆ ବିପଦ: ସଂକ୍ରମିତ ପିଆଜ ଖାଇ ଲୋକେ ଅସୁସ୍ଥ
ଓ୍ବାଶିଂଟନ, ୩।୮: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ବହୁ ଲୋକ ସଂକ୍ରମିତ ପିଆଜ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୬୦ରୁ ଅଧିକ ଲୋକଙ୍କୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ପିଆଜରେ ଥିବା ସୈଲମୋନେଲା ବ୍ୟାକ୍ଟେରିଆ…
Archives


