ସାମ୍ନାକୁ ଆସିଲା ଭୂମି ପୂଜନର ନିମନ୍ତ୍ରଣ କାର୍ଡ
ଆଯୋଧ୍ୟା,୩।୮: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଆରମ୍ଭ ହୋଇଛି। ୩ଦିନ ଧରି ହେବାକୁ ଥିବା ଏହି ଭୂମିି ପୂଜନ ସୋମବାରଠାରୁ ବୈଦିକ ରୀତିନୀତିରେ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଳ୍ପସଂଖ୍ୟକ ଅତିଥିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ…
ରେଳ ଟ୍ରାକ୍ରେ ଚାଲିବ ଏହି ସ୍ବତନ୍ତ୍ର ସାଇକେଲ
ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ ଦ୍ୱାରା ଏକ ନିଆରା ଆବିଷ୍କାରକୁ ଶେୟାର କରିଛନ୍ତି। ସେ ହେଉଛି ଏକ ସାଇକେଲ, ଯାହା…
୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ
୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ। ମୃତ ନାବାଳକ ହେଲେ ରିକି…
ଭୁବନେଶ୍ୱରରେ ଆଉ ୮୯ ପଜିଟିଭ୍
ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ସୋମବାର ଆଉ ୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୮୯ ଚିହ୍ନଟଙ୍କ ମଧ୍ୟରେ ୬୫ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୪ ଲୋକାଲ କଣ୍ଟାକ୍ଟ କେସ। ଆଇଗିଣିଆ ଆଳୁ ଗଦିରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ରିଜର୍ଭ…
ଯୋଗ କେନ୍ଦ୍ର, ଜିମ୍ ଖୋଲିବା ପାଇଁ ଜାରି ହେଲା ଗାଇଡ୍ଲାଇନ: ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୩।୮: ଦେଶରେ ଅଗଷ୍ଟ-୧ରୁ ଅନ୍ଲକ-୩ ଆରମ୍ଭ ହୋଇଛି। ଏଥିରେ ପୂର୍ବରୁ ଲାଗୁ ହୋଇଥିବା କେତେକ କଟକଣା ଉପରେ କେନ୍ଦ୍ରସରକାର କୋହଳ କରିଛନ୍ତି। ସେଥିମଧ୍ୟରୁ ଯୋଗ କେନ୍ଦ୍ର ଓ ଜିମ୍ ସାମିଲ ରହିଛି। ଅଗଷ୍ଟ ୫ରୁ ଦେଶରେ ପୁଣି ଯୋଗ କେନ୍ଦ୍ର ଓ…
କାଲିଠାରୁ ୮ଟି ରୁଟରେ ଗଡିବ ମୋ’ ବସ୍
ଭୁବନେଶ୍ୱର,୩।୮(ବ୍ୟୁରୋ)-ଆସନ୍ତା କାଲିଠାରୁ ୮ଟି ରୁଟରେ ଗଡିବ ମୋ ବସ୍। ସକାଳ ୭ଟାରୁ ସା ୭ଟା ଯାଏ ନନଏସି ବସ ଚାଲିବ। ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର ରୁଟରେ ଗଡିବ ବୋଲି ସୂଚନା ମିଳିଛି।…
ଆତ୍ମହତ୍ୟା କରିବାକୁ ଚାହୁଁଥିବା ବନ୍ଧୁଙ୍କୁ ରୋକିଥିଲେ ସୁଶାନ୍ତ
ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ଦେଢ଼ ମାସ ହୋଇଯାଇଛି। କିନ୍ତୁ ଏବେ ବି ତାଙ୍କୁ ଭୁଲିପାରି ନାହାନ୍ତି ପରିବାର ଲୋକେ ଏବଂ ପ୍ରଶଂସକ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବେ,…
ଆଗକୁ ଜିମ୍, ଯୋଗକେନ୍ଦ୍ର ଯିବାକୁ ଭାବିଛନ୍ତି କି.. , ଜାଣନ୍ତୁ ଗାଇଡ୍ଲାଇନ୍
ଭୁବନେଶ୍ୱର,୩।୨(ବ୍ୟୁରୋ): ଅଗଷ୍ଟ ୫ ତାରିଖରୁ ଜିମ୍ ଏବଂ ଯୋଗକେନ୍ଦ୍ର ଖୋଲିବ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହା କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଖୋଲିବ। ଯୋଗ ବା…
ପଞ୍ଚଭୂତରେ ବିଲୀନ ରାଜ୍ୟସଭା ଏମ୍ପି
ନୂଆଦିଲ୍ଲୀ,୩।୮: ପଞ୍ଚଭୂତରେ ବିଲୀନ ହେଲେ ରାଜ୍ୟସଭା ଏମ୍ପି ଅମର ସିଂହ। ସୋମବାର ଦିଲ୍ଲୀ ଛତ୍ରପୁର ସ୍ଥିତ ଶ୍ମଶାନ ଘାଟରେ ଅମର ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅମର ସିଂହଙ୍କ ଦୁଇ ଝିଅ ତାଙ୍କୁ ମୁଖାଗ୍ନି ଦେଇଥିଲେ। କରୋନା ଭାଇରସ୍ ଯୋଗୁ ଅନ୍ତିମ…
ଚିନ୍ତା ବଢ଼ାଇଲାଣି କଟକ ବେହେରା ସାହି: ଆଉ ୫୭ ପଜିଟିଭ ଚିହ୍ନଟ
କଟକ ଅଫିସ, ୩।୮: କଟକ ସହରରୁ ସୋମବାର ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏ ନେଇ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଟୁଇଟ୍କରି…
ଭଉଣୀକୁ ପସନ୍ଦ ନ ଥାଏ ଭାଇର ଏହି ୪ଟି କଥା
ଭଉଣୀ ଭାଇର ସମ୍ପର୍କ ସବୁଠୁ ନିଆରା। ସେଠି ଝଗଡ଼ା ତ ଥାଏ ହେଲେ ତା’ଠାରୁ ଯଥେଷ୍ଟ ଅଧିକ ଥାଏ ଭଲ ପାଇବା। ହେଲେ କେବେ କେବେ ଭାଇର କେତୋଟି ଗୁଣ ପସନ୍ଦ ଆସି ନ ଥାଏ ଭଉଣୀକୁ, ଯାହାକି ଏହି ମଧୁର…
ଆମେରିକା, ବ୍ରାଜିଲ୍କୁ ପଛରେ ପକାଇଲା ଭାରତ: ଗୋଟିଏ ଦିନରେ ସର୍ବାଧିକ କରୋନା ମାମଲା ଚିହ୍ନଟ
ନୂଆଦିଲ୍ଲୀ, ୩।୮: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣର ଗତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୨,୯୭୨ କରୋନା ଆକ୍ରାନ୍ତ ଚିହ୍ନଟ…
Archives


