Home

ଗିରଫ ପରେ ବାରିପଦା ବିଧାୟକଙ୍କୁ ଜାମିନ

ବାରିପଦା ଅଫିସ,୪ା୯-ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମରେ ଦଫା ୨୯୪, ୩୨୩, ୩୨୪,…

ଆସନ୍ତା ୯ରେ ମୁମ୍ବାଇ ଯାଉଛି, କାହା ବାପାର ସାହାସ ଅଛି ମୋତେ ଅଟକାଇବ: କଙ୍ଗନା

ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଗତକାଲି ମୁମ୍ବାଇକୁ ପାକିସ୍ତାନ ଅଧିକୃତ…

ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: ଡବ୍ଲୁଏଚ୍‌ଓ

ଜେନେଭା,୪।୯: କରୋନା ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ଏକ ନୂଆ ବୟାନ ଜାରି କରିଛି। ଡବ୍ଲୁଏଚ୍‌ଓ କହିଛି ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହୋଇପାରିବ ନାହିଁ। ଡବ୍ଲୁଏଚ୍‌ଓର ପ୍ରବକ୍ତା ମାଗରିଟ ହ୍ୟାରିସ କହିଛନ୍ତି ବିଶ୍ୱରେ ଯେତେସବୁ ଟିକା…

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୯ ମୃତ

କୁଡ୍ଡାଲୋରେ,୪।୯: ତାମିଲନାଡୁ କୁଡ୍ଡାଲୋରେ ଜିଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ ତିଆରି କାରଖାନାରେ ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସର ସୂଚନା ମୁତାବକ ଏମାନେ ଆଗକୁ ଆସୁଥିବା ଦିପାବଳୀ ପାଇଁ…

ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ସଂକ୍ରମିତ

ଭୁବନେଶ୍ୱର,୪।୯(ବ୍ୟୁରୋ)-ବିଜେଡିର ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜଗତସିଂହପୁର ବିଧାୟକ ତଥା ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ କୁମାର ମୁଦୁଲି ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ତାଙ୍କ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।…

ପବ୍‌ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ

ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍‌ ଆପ୍‌ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ ଆପ୍‌ ବ୍ୟାନ କରିଥିବା ବେଳେ ଦେଶରେ ସବୁଠାରୁ ଲୋକପ୍ରିୟ ଗେମିଙ୍ଗ ଆପ୍‌ ପବ୍‌ଜୀର ମଧ୍ୟ…

ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା

ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କହିଛି ଚାଇନାର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ। ଗଣମାଧ୍ୟମର…

ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଗୋଡରେ ଜଣେ ଯୁବକ ସ୍କେଟିଂ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ଦୁଇ ହାତରେ ୨ଟି ଷ୍ଟିକ ଧରି ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି।…

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଘୃଣ୍ୟ ପୋଷ୍ଟ କରି ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ,୪।୯: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବା ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି। ୪୨ ବର୍ଷୀୟ ଉକ୍ତ ଯୁବକ ଜଣକ ଓଡ଼ିଶାର ବୋଲି ଜଣାପଡିଛି।…

ଘୁଞ୍ଚିବନି ଜେଇଇ-ନିଟ୍‌ ପରୀକ୍ଷା: ସୁପ୍ରିମକୋର୍ଟରେ ଖାରଜ ହେଲା ୬ ରାଜ୍ୟର ଆବେଦନ

ନୂଆଦିଲ୍ଲୀ,୪।୯: ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷାକୁ ସ୍ଥଗିତ ରଖିବାକୁ ଅଣ ଭାଜପା ଶାସିତ ୬ ରାଜ୍ୟର ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି କି ନିର୍ଦ୍ଧାରିତ ସମୟରେ ନିଟ୍‌-ୟୁଜି ଓ ଜେଇଇ(ମେନ୍‌) ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ୨୫ଲକ୍ଷ…

୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ ଏକ ବଡ ଘୋଷଣା ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଛି। ବିହାର ବିଧାନସଭା ସହ ଦେଶର…

ଇନ୍ଦ୍ରାଣୀ ମୁଖାର୍ଜୀ ମାମଲାରେ କରିଥିଲେ ବଡ଼ ଖୁଲାସା, ଜାଣନ୍ତୁ କିଏ ଅର୍ନବ ଗୋସ୍ବାମୀଙ୍କ ଜୀବନସାଥୀ

ଦେଶର ଜଣାଶୁଣା ସାମ୍ବାଦିକଙ୍କ ମଧ୍ୟରୁ ଜଣେ ହେଲେ ଅର୍ନବ ଗୋସ୍ବାମୀ। ନିଜର ଆଙ୍କରିଂ ଷ୍ଟାଇଲ୍‌କୁ ନେଇ ସେ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ବିଗତ କିଛି ଦିନ ଧରି ସେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିପୋଟିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri