Home

ପରଦେଶ୍‌ ମେ ନିକଲା ଚାନ୍ଦ୍‌: କରଓ୍ବାଚୌଥ୍‌ ଲୁକ୍‌ ଅପଲୋଡ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୧୧: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହିତ ଆମେରିକାରେ ଅଛନ୍ତି। କରଓ୍ବାଚୌଥ୍‌ ଅବସରରେ ପ୍ରିୟଙ୍କା ସୋସିଆଲ୍‌ ମିଡ଼ିଆରେ କେତେକ ଫଟୋ ଅପଲୋଡ୍‌ କରିଛନ୍ତି। ପରଦେଶ୍‌ ମେ ନିକଲା ଚାନ୍ଦ୍‌ ଦର୍ଶାଇ ପ୍ରିୟଙ୍କା ଇନଷ୍ଟାଗ୍ରାମ୍‌ରେ ଲାଲ୍‌ ଶାଢ଼ି…

୭୦୦ ବର୍ଷ ତଳେ ଏହି ଗାଁକୁ ମିଳିଥିଲା ଅଭିଶାପ, ଆଜି ବି ଏହି କାମ କରିବାକୁ ଡରନ୍ତି ଲୋକେ

ସମସ୍ତେ ଚାହିଁଥାନ୍ତି ବିଳାସପୂର୍ଣ୍ଣ ଘରେ ରହିବାକୁ। ନିଜ ଘରକୁ କେମିତି ସୁନ୍ଦର କରିବେ ସେ ନେଇ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି କେହି ବି ଦ୍ୱିତୀୟ ମହଲା କରନ୍ତି ନାହିଁ। ଏପରି…

ଦୀପାବଳିରେ ବାଣ ନ ଫୁଟାଇ ଲକ୍ଷ୍ମୀପୂଜା କରିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଚଳିତ ଥର ଦିଲ୍ଲୀ ସରକାର ଜନତାଙ୍କ ସହ ମିଶି ଦୀପାବଳି ମନାଇବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।…

ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ବିମାନଯାତ୍ରୀ ଉଲଗ୍ନ ହୋଇ ଯାତ୍ରା କରିଥିଲେ। ଏହି ଘଟଣା ମସ୍କୋରେ ଦେଖିବାକୁ…

ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା…

ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ,୫।୧୧: ଭାରତୀୟ ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ ଦିଆଯାଇଛି। ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏଭଳି କରାଯାଉଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ଜେନେରାଲ ବପିନ ରାଓ୍ବତ କହିଛନ୍ତି। କାର୍ଯ୍ୟକାଳ ପୂର୍ବରୁ ଅବସର ଗ୍ରହଣ କରୁଥିବା…

ଏକାଠି ମିଶି କପୁର ପରିବାର ପାଳିଲେ କରଓ୍ବାଚୌଥ

ମୁମ୍ବାଇ: ସାରାଦେଶରେ ବୁଧବାର କରଓ୍ବାଚୌଥ ପାଳିତ ହୋଇଛି। ଏଥିରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି। ପରେ ରାତିରେ ଜହ୍ନଙ୍କ ପୂଜା କରି ନିଜର ବ୍ରତ ଖୋଲିଥାନ୍ତି। କରୋନା ପାଇଁ ଚଳିତ ବର୍ଷ ଏହି ପୂଜା…

ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ମୁହଁ ଖୋଲିଲା ଡ୍ରାଗନ

ବେଜିଂ,୫।୧୧: ପାକିସ୍ତାନରେ ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଥିଲା। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଭାରତର କିଛି ଅଞ୍ଚଳରେ ବେଆଇନ…

କରଓ୍ବାଚୌଥରେ ହେଲା ଶ୍ୱେତା-ଆଦିତ୍ୟଙ୍କ ରୋକା

ମୁମ୍ବାଇ: ବଲିଉଡ୍‌ର ନାଁକରା ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ତଥା ଗାୟକ ଆଦିତ୍ୟ ନାରାୟଣ ବର୍ତ୍ତମାନ ନିଜ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବୁଧବାର ସାରା ଦେଶରେ କରଓ୍ବାଚୌଥ ପୂଜା ପାଳିତ ହୋଇଥିବା ବେଳେ ଉକ୍ତ ଦିନ ଆଦିତ୍ୟ ନାରାୟଣ…

ଅପରାଧୀଙ୍କ କବଳରୁ ମହିଳାଙ୍କୁ ସୁରକ୍ଷା କରିବ ଏହି ସ୍ମାର୍ଟ ଛୁରି, ଜାଣନ୍ତୁ କେମିତି

ଲକ୍ଷ୍ନୌ,୫ା୧୧: ଦିନକୁ ଦିନ ମହିଳାମାନଙ୍କ ପ୍ରତି ଯେପରି ଭାବରେ ଲୁଟ୍‌, ରାହାଜାନି ଏବଂ ବଳାତ୍କାର ଘଟଣା ବଢ଼ି ଚାଲିଛି ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଦୁଇ ଛାତ୍ରୀ ଏକ ସ୍ମାର୍ଟ ଛୁରି ପ୍ରସ୍ତୁତ କରିଛନ୍ତି। ଯାହା ଦ୍ୱାରା ମହିଳାମାନେ ନିଜର ସୁରକ୍ଷା…

ତେଜସ୍ବୀ ଯାଦବଙ୍କ ଅଧିନାୟିକତ୍ୱରେ ବଦଳିଥିଲା ବିରାଟ କୋହଲିଙ୍କ ଭାଗ୍ୟ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୨ ବର୍ଷ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮, ନଭେମ୍ବର ୫ରେ ଜନ୍ମ ହୋଇଥିବା ବିରାଟ କୋହଲି ଆଜି ଦୁନିଆର ସର୍ବୋତ୍ତମ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି କ୍ରିକେଟର ୩ଟି ଫର୍ମାଟରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?