Advertisement

ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀ ବିରାଟ କୋହଲିଙ୍କ ସହ ୟୁଏଇରେ ଅଛନ୍ତି। ବିରାଟ ଏବେ ଆଇପିଏଲ୍‌ ବ୍ୟସ୍ତ ଥିବାବେଳେ ଅନୁଷ୍କା ଷ୍ଟାଡିୟରେ ଉପସସ୍ଥିତ ରହି ତାଙ୍କୁ ଚିୟର କରୁଛନ୍ତି। କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏମିତିରେ ତ ଅନୁଷ୍କା ଖୁବଶୀଘ୍ର ମା’ ହୋଇ ବିରାଟଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି। କିନ୍ତୁ ଏହା ପୂର୍ବରୁ ଅନୁଷ୍କା ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଖେଳାଳିମାନଙ୍କ ସହ ମିଶି ବିରାଟ କେକ୍‌ କାଟିଥିଲେ। ପ୍ରଥମେ ସେ କେକ୍‌ କାଟି ପ୍ରଥମେ ଅନୁଷ୍କାଙ୍କୁ ଖୁଆଇଥିଲେ। ପରେ ଉଭୟ ପରସ୍ପରକୁ କୋଳାଗ୍ରତ କରିଥିଲେ। ବିରାଟଙ୍କ ଜନ୍ମଦିନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ବେଙ୍ଗାଲୁରୁ ଦଳର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ନଜର ଆସିଥିଲେ। ଆଗାମୀ ବର୍ଷ ଜାନୁୟାରୀରେ ଅନୁଷ୍କା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ଏବେ ସେ ଗର୍ଭାବସ୍ଥାକୁ ବେଶ୍‌ ଉପଭୋଗ କରୁଛନ୍ତି। ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରୁଛନ୍ତି।

 

View this post on Instagram

 

Parents soon #anushkasharma celebrates #viratkohli birthday ❤

A post shared by Viral Bhayani (@viralbhayani) on


Enter your email to get our daily news in your inbox.

All Right Reserved By Dharitri.Com

ମୀରାବାଇଙ୍କ ‘କାନ ଫୁଲ’ର ଦିଓ୍ବାନୀ ହେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ସ୍ବତନ୍ତ୍ର କାନଫୁଲକୁ ପସନ୍ଦ କରିଛନ୍ତି। ମୀରାବାଇ ପିନ୍ଧିଥିବା କାନ ଫୁଲକୁ ଅନୁଷ୍କା...

ସ୍ବାମୀଙ୍କ ଆଲମାରୀରୁ ଏହି ଜିନିଷ ଚୋରି କରନ୍ତି ପ୍ରିୟଙ୍କା

ବଲିଉଡ ପରେ ହଲିଉଡ୍‌ରେ ନିଜ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ହିନ୍ଦୀ ସିନେମାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ପିସି ଏବେ ହଲିଉଡରେ...

ଦୀପିକାଙ୍କ ଫଟୋ ଶୁଟ୍‌ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର...

ଜେଲରୁ ଚିଠି ଲେଖିଲେ ସୁକେଶ ଚନ୍ଦ୍ରଶେଖର, ଜ୍ୟାକଲିନଙ୍କ ସମ୍ପର୍କରେ ଖୋଲିଲା ରାଜ

ନୂଆଦିଲ୍ଲୀ,୨୩ ।୧୦: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ଦିଲ୍ଲୀର ମଣ୍ଡୋଲି ଜେଲରେ ବନ୍ଦ ରହିଛନ୍ତି । ସୁକେଶଙ୍କ ସହ...

ସ୍ବାମୀଙ୍କଠାରୁ ୨୬ ବର୍ଷ ସାନ ଅଙ୍କିତା

ମୁମ୍ବାଇ: ଅଙ୍କିତା କୁଓ୍ବର ଏବେ ଏକ ପରିଚିତ ନାଁ। ସେ ଜଣାଶୁଣା ଅଭିନେତା ମିଲିନ୍ଦ ସୋନମଙ୍କ ପତ୍ନୀ। ଏକଥା ଅବଶ୍ୟ ସମସ୍ତେ ଜାଣିଛନ୍ତି ଅଙ୍କିତା ମିଲିନ୍ଦଙ୍କଠାରୁ...

ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଓ୍ବିକିପିଡିଆ ହୋଇଥିଲା ଅପଡେଟ୍‌, ଜାଣନ୍ତୁ ଏଥିରେ କ’ଣ ରହିଛି ସତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଦିନକୁ ଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି। ଏବେ...

ମହତ୍‌ ଉଦ୍ଦେଶ୍ୟ ରଖି ସୃଷ୍ଟି ହୋଇଥିଲା ‘ବିଶ୍ୱଦରବାର’

କିଶୋରଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଶାର ଅଗଣିତ ଯାତ୍ରାପ୍ରେମୀ ହୁଏତ ଜଣେ ପ୍ରଯୋଜକ ଭାବେ ଜାଣିଥାଇ ପାରନ୍ତି। ମାତ୍ର ସେ କେବଳ ପ୍ରଯୋଜକ ନୁହନ୍ତି; ସେ ଜଣେ ଦରଦୀ...

ଇଦ୍‌ରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମ କରେ ଭଲ ବ୍ୟବସାୟ

ମୁମ୍ବାଇ: ପ୍ରାୟ ପ୍ରତିବର୍ଷ ବଲିଉଡରେ ଇଦ୍‌ ଖାଲିଥାଏ ସଲମାନଙ୍କ ପାଇଁ। କାରଣ ସେ ଇଦ୍‌ରେ ଭେଟି ଦିଅନ୍ତି ଜବରଦସ୍ତ ଏଣ୍ଟଟେନମେଣ୍ଟ। ଏଥର ମଧ୍ୟ ସଲମାନଙ୍କ ଅଭିନୀତ...

Advertisement
Archives

Model This Week