ହାଥରସ୍ ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ !
ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶର ହାଥରସ୍ ମାମଲାରେ ପ୍ରତି ଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଏବେ ଅଭିଯୁକ୍ତଙ୍କ ଆଇନଜୀବୀ ଏ.ପି.ସିଂଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ପୀଡ଼ିତାଙ୍କୁ ତାଙ୍କ ଭାଇ ହତ୍ୟା କରିଛନ୍ତି। ଏବେ ଏହାକୁ…
ଭାରତୀୟ ସେନାଙ୍କ ହାତରେ ଅତ୍ୟାଧୁନିକ ରାଇଫଲ: ଚାଇନାର ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ, ୭।୧୦: ଭାରତୀୟ ସେନାଙ୍କ ହାତରେ ଏବେ ସିଗ୍ ସୌସର ଆସଲ୍ଟ ରାଇଫଲ ରହିବ। କେନ୍ଦ୍ର ସରକାର ୭୨ ହଜାର ୫୦୦ଟି ରାଇଫଲ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ଏଲ୍ଏସି ଏବଂ ଏଲ୍ଓସିରେ ସେନାର ଶକ୍ତି ବୃଦ୍ଧି ପାଇବ…
ଚଳିତବର୍ଷ ଶେଷ ସୁଦ୍ଧା ଆସିପାରେ ପ୍ରଭାବଶାଳୀ କରୋନା ଟିକା: ଡବ୍ଲୁଏଚ୍ଓ ମୁଖ୍ୟ
ଜେନେଭା,୭।୧୦: ସାରା ବିଶ୍ୱରେ କରୋନା ଭାଇରସ ଟିକା ପରୀକ୍ଷା ଚାଲିଛି। ଏହି ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଟିକା ବିଷୟରେ ଏକ ଭଲ ଖବର ଦେଇଛି। ଡବ୍ଲୁଏଚ୍ଓ ମୁଖ୍ୟ ଟେଡ୍ରୋସ ଆଡନୋମ ଗାବ୍ରିୟସସ୍ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା…
ଚାଇନା ଯୋଗୁ ଏଲ୍ଏସିରେ ଦେଖା ଦେଇଛି ବିବାଦ: ଆମେରିକା
ଓ୍ବାଶିଂଟନ/ନୂଆଦିଲ୍ଲୀ, ୭।୧୦: ଭାରତ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦ ନେଇ ଆମେରିକା ପୁଣି ମନ୍ତବ୍ୟ ଦେଇଛି। ଆମେରିକା କହିଛି ଯେ, ପୂର୍ବ ଲଦାଖର ଏଲ୍ଏସିରେ ଚାଇନା ଯୋଗୁ ବିବାଦ ଜାରି ରହିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି…
ସବୁ ପଞ୍ଚାୟତକୁ ଏପ୍ରିଲ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗ
ଭୁବନେଶ୍ୱର,୭ା୧୦(ବ୍ୟୁରୋ):ରାଜ୍ୟର ସବୁ ପଞ୍ଚାୟତରେ ଇଣ୍ଟରନେଟ୍ ସଂଯୋଗ କରାଯିବ। ୫-ଟି ଢାଞ୍ଚାରେ ପ୍ରଶାସନକୁ ତ୍ୱରାନ୍ବିତ କରିବା ଲାଗି ଏହି ପଦକ୍ଷେପ ନେଇ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟାନ୍ବୟନ…
ସୋସିଆଲ୍ ମିଡ଼ିଆରେ ନିର୍ଯାତନା ଭୟ: ଆକାଉଣ୍ଟ୍ ବନ୍ଦ କରୁଛନ୍ତି ଝିଅ ବୋହୂ
ଓ୍ବାଶିଂଟନ, ୭।୧୦: ଦେଶରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବି ଝିଅ ବୋହୂମାନେ ନିଜକୁ ସୁରକ୍ଷିତ ମନେ କରି ପାରୁ ନାହାନ୍ତି। ରାସ୍ତାଘାଟ କଥା ତ ଛାଡ଼ ଏବେ ଅନ୍ ଲାଇନ୍ରେ ନିର୍ଯାତନା…
ଜେଇଇ ଆଡଭାନ୍ସଡରେ ଓଡିଏମ୍ ବିଦ୍ୟାର୍ଥୀଙ୍କ କୃତିତ୍ୱ
ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ଆଇଆଇଟି ଦିଲ୍ଲୀ ଏବଂ ଜଏଣ୍ଟ ଆଡମିଶନ୍ ବୋର୍ଡ (ଜେ.ଏ.ବି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ଜେଇଇ ଆଡଭାନ୍ସଡ-୨୦୨୦ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରମାନେ କୃତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ…
ନୀଳମଣିଙ୍କୁ ଇଣ୍ଟରନ୍ୟାଶନାଲ ଆଚିଭ୍ମେଣ୍ଟ ଇଣ୍ଡିଆ ଆୱାର୍ଡ
ପୁରୀ ଅଫିସ, ୭ା୧୦:କରୋନା ମହାମାରୀ ସମୟରେ ପୁରୀର ଯୁବଶିଳ୍ପୀ ନୀଳମଣି ଜେନା ଘରେ ରହି ପେଣ୍ଟିଂ କ୍ଷେତ୍ରରେ ସାଉଣ୍ଟିଛନ୍ତି ଅନେକ ସଫଳତା। ଅନ୍ଲାଇନ ମାଧ୍ୟମରେ କୋଭିଡ୍ ସଚେତନତା ସଂକ୍ରାନ୍ତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇଛନ୍ତି। କୋଭିଡ୍-୧୯ ପ୍ରଦର୍ଶନୀ ବିଶ୍ୱସ୍ତରୀୟ ପ୍ରତିଯୋଗିତା…
ସାଇବର ଠକଙ୍କ ଶିକାର ହେଲେ ସ୍ବତନ୍ତ୍ର ସଚିବ
ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ରାଜ୍ୟରେ ଏବେ ସାଇବର ଠକଙ୍କ କାରନାମା ବଢିବାରେ ଲାଗିଛି। ସାଧାରଣ ଲୋକଙ୍କ ସମେତ ଏମାନେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କଲେଣି। ଦୁଇଦିନ ତଳେ ସାଇବର ଠକଙ୍କ ଶିକାର ହୋଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର…
ରାଜ୍ୟପାଳଙ୍କୁ ଫେରାଦ ହେଲା ଭାଜପା
ଭୁବନେଶ୍ୱର,୭ା୧୦(ବ୍ୟୁରୋ):ମୁଲତବୀ ପ୍ରସଙ୍ଗକୁ ଗ୍ରହଣ କରା ନ ଯିବା ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉପରେ ଆଲୋଚନା ନ ହେବାରୁ ମଙ୍ଗଳବାର ବିଧାନସଭାରେ ଦିନସାରା ହୋହଲ୍ଲା କରିଥିଲା ବିରୋଧୀ ଭାଜପା। ଶୂନ୍ୟକାଳରୁ ଆରମ୍ଭ କରି ଅଧିବେଶନ ଚାଲିବା ପର୍ଯ୍ୟନ୍ତ ଗୃହର କୌଣସି ଆଲୋଚନାରେ…
୬, ୮୨୯ ପୋଲିସ ସଂକ୍ରମଣ, ୩୩ ମୃତ
ଭୁବନେଶ୍ୱର,୬ା୧୦ (ବ୍ୟୁରୋ):ଡାକ୍ତରୀ କର୍ମଚାରୀ ପରେ ପୋଲିସ ହେଉଛି କରୋନା ଯୋଦ୍ଧା। ମହାମାରୀ ସମୟରେ ଏମାନେ ମଧ୍ୟ ନିଜ ଜୀବନକୁ ଭୟ ନକରି ଲୋକଙ୍କ ସେବା କରୁଛନ୍ତି। ସଂକ୍ରମଣଙ୍କୁ ଦୂରେଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା ପାଇଁ ପୋଲିସ ସର୍ବଦା…
ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ
ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ବିଭାଗ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକରେ ଥିବା କେତେଜଣ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହ ସରକାରୀ ଅର୍ଥକୁ ହଡ଼ପ କରିବାକୁ ପଛାଉ ନାହାନ୍ତି। ଏଥିଯୋଗୁ ବିକାଶମୂଳକ କାର୍ଯ୍ୟ ଅନେକାଂଶରେ ବାଧାପ୍ରାପ୍ତ ହେବା ସହିତ ରାଜକୋଷରୁ ବହୁ…
Archives


