ଜେଲରେ ଟଳିପଡ଼ିଲେ ବିଚାରାଧୀନ କଏଦୀ
ଗଜପତି, ୯।୧୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ସୋମବାର ସକାରେ ମୃତ୍ୟୁ ଘଟିଛି। ସେ ହେଲେ ଜୟପାଲ ସିଂ। ତାଙ୍କ ଘର ହରିଆଣାରେ ବୋଲି ଜଣାପଡ଼ିଛି । ତେବେ ଜୟପାଲ ଗଞ୍ଜେଇ ଚାଲାଣ ମାମଲାରେ ଗତ ଅକ୍ଟୋବର…
ହାରିବା ପରେ ବି ଅଢ଼େଇ ମାସ ପର୍ଯ୍ୟନ୍ତ ପଦବୀ ଛାଡ଼ନ୍ତି ନାହିଁ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୯ା୧୧: ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପରାସ୍ତ କରିବା ପରେ ନୂତନ ରାଷ୍ଟ୍ରପତି ହୋଇଛନ୍ତି ଜୋ ବାଇଡେନ। ତେବେ ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ କରିବେ। ଏଭଳି ପରିସ୍ଥିତିରେ ନିର୍ବାଚନ ହାରିଥିଲେ ମଧ୍ୟ ଟ୍ରମ୍ପ୍ଙ୍କୁ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ…
ବାପାଙ୍କ ଖୁସି ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବବି ଦେଓଲ
ବଲିଉଡ୍ ଅଭିନେତ୍ରୀ ନୀଲମ କୋଠାରୀ ଇତିମଧ୍ୟରେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୯ ନଭେମ୍ବର, ୧୯୬୯ରେ ହଂକଂରେ ସେ ଜନ୍ମଗ୍ରହଣ କରିଥିଲେ। ବ୍ୟାଙ୍କକ୍ରେ କିଛି ବର୍ଷ ରହିବା ପରେ ପରିବାର ସହ ସେ ମୁମ୍ବାଇ ଚାଲିଆସିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର…
ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ମେହବୁବା
ଶ୍ରୀନଗର,୯।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ପରିଚିତି ଲାଗି ଅନୁଚ୍ଛେଦ ୩୭୦ ଆବଶ୍ୟକ ବୋଲି ସେ କହିଛନ୍ତି। ଏବେ ରାଜ୍ୟରେ ବାହାର ଲୋକେ ଜମି…
ଚାଇନାର ନୂଆ ଷଡ଼ଯନ୍ତ୍ର: ବ୍ରହ୍ମପୁତ୍ରରେ ନିର୍ମାଣ କରିବ ନଦୀବନ୍ଧ
ନୂଆଦିଲ୍ଲୀ,୯।୧୧: ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ ଷଡ଼ଯନ୍ତ୍ର ରଚିଛି। ଏନେଇ ଚାଇନାର କମ୍ୟୁନିଷ୍ଟ ସରକାର ଘୋଷଣା କରିଛନ୍ତି। ଏହି ପରିଯୋଜନା ନେଇ…
ଭାରତ ପାଇଁ ଗୌରବ ଆଣିଲେ ଗାୟକ ଅରମାନ
ଭାରତରେ ଅନେକ ଗାୟକ ଅଛନ୍ତି, ଯେଉଁମାନେ ଗୀତ ମାଧ୍ୟମରେ ନିଜ ସାଙ୍ଗକୁ ଭାରତର ନାମକୁ ମଧ୍ୟ ବହୁତ ଉପରକୁ ନେଇପାରିଛନ୍ତି। ସେମାନଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ପାଗଳପ୍ରାୟ ହୋଇପଡ଼ନ୍ତି। ସେମିତି ଜଣେ ହେଲେ ବଲିଉଡ୍ ଗାୟକ ଅର୍ମାନ ମଲ୍ଲିକ। ଅରମାନ…
ବିଶ୍ୱର ସବୁଠୁ ସୁନ୍ଦରୀ ରାଣୀ, ତାଙ୍କ ରହସ୍ୟମୟ ଜୀବନ ସମ୍ପର୍କରେ ଜାଣନ୍ତୁ…
ଇତିହାସରେ ଅନେକ ରାଣୀଙ୍କ ବିଷୟରେ ଶୁଣିଥିବେ। ମାତ୍ର ବିଶ୍ୱରେ ଏମିତି ଜଣେ ରାଣୀ ଅଛନ୍ତି, ଯେକି ଖୁବ୍ ସୁନ୍ଦର। ତାଙ୍କୁ କେବଳ ସୁନ୍ଦରୀ ଭାବରେ ଗଣନା କରାଯାଏ ନାହିଁ, ତାଙ୍କ ଜୀବନ ମଧ୍ୟ ବେଶ୍ ରହସ୍ୟମୟ ଥିଲା। ଯାହା ଆଜି ବି…
ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି
ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି। ଦୀପଠାରୁ ଆରମ୍ଭ କରି ବିଦ୍ୟୁତ୍ ଲାଇଟ୍ ସମସ୍ତ ଉତ୍ପାଦ କିଣୁଥିବା ସମୟରେ ଘରୋଇ…
ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ସାହିବାସିନ୍ଦା
ମୁନିଗୁଡ଼ା,୯ା୧୧(ଡି.ଏନ୍.ଏ.): ଲୋକଙ୍କ ପାଖରେ ପାନୀୟଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ l ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ…
ମୋଦି ବାଇଡେନ୍ଙ୍କୁ ମାଗିଥିଲେ ଗୋଟେ ଗ୍ଲାସ୍ ଗରମ ପାଣି, ଜାଣନ୍ତୁ କାହିଁକି….
ନଭେମ୍ବର ୩ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ଜୋ ବାଇଡେନ ବିଜୟୀ ଲାଭ କରିଛନ୍ତି। ବାଇଡେନଙ୍କ ଏହି ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ସହ କାମ କରିବାକୁ ନେଇ…
ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା
ବରଗଡ଼ ଅଫିସ,୯ା୧୧: ଛାତ୍ରୀଛାତ୍ର କମ୍ ଥିବା ଦର୍ଶାଇ ସରକାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି କ୍ରମରେ ବରଗଡ଼ ଜିଲାର ୨୭୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ମସୁଧା ଚାଲିଛି। ଏହାକୁ ନେଇ ଜିଲାର ଅଭିଭାବକ…
ନିଜ କମ୍ପାନୀର ସ୍କର୍ପିଓକୁ ଏମିତି ଅବସ୍ଥାରେ ଦେଖି ଆନନ୍ଦ ମହିନ୍ଦ୍ରା ଦେଲେ ଏହି ପ୍ରତିକ୍ରିୟା
ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ୍ ରହୁଥିବା ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସବୁବେଳେ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ସେ ଏମିତି ଟୁଇଟ୍ କରିଛନ୍ତି, ଯାହାକୁ ନେଇ ଏବେ ସବୁଆଡ଼େ…

