Home

ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ହଡ଼ପ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟର ବିଭିନ୍ନ ବିଭାଗ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକରେ ଥିବା କେତେଜଣ ଅଧିକାରୀ ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହ ସରକାରୀ ଅର୍ଥକୁ ହଡ଼ପ କରିବାକୁ ପଛାଉ ନାହାନ୍ତି। ଏଥିଯୋଗୁ ବିକାଶମୂଳକ କାର୍ଯ୍ୟ ଅନେକାଂଶରେ ବାଧାପ୍ରାପ୍ତ ହେବା ସହିତ ରାଜକୋଷରୁ ବହୁ…

ଓଡ଼ିଶାରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ, ୭ା୧୦:ପ୍ରଦେଶ କଂଗ୍ରେସ କମିଟି (ପିସିସି) ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ମଙ୍ଗଳବାର ପ୍ରଥମଥର ଲାଗି ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ବିମାନବନ୍ଦରରେ ଚେଲ୍ଲାକୁମାରଙ୍କୁ…

ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ ୨କି.ମି.

ଖୋର୍ଦ୍ଧା ଅଫିସ,୭ା୧୦:ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ। ଆବଶ୍ୟକ ଥାଏ ଉଦାର ହୃଦୟ ଓ ମନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ କଳାଙ୍ଗ ପଞ୍ଚାୟତର ନାଉପଦା ଗ୍ରାମରେ। ଗ୍ରାମର ବାସନ୍ତୀ ବରାଡ଼(୩୫)ଙ୍କ ପାଇଁ…

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ସବ ମନା

ନୂଆଦିଲ୍ଲୀ,୭।୧୦: କରୋନା ଯୋଗୁ କେତେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏ ସବୁ ଜୋନ୍‌ରେ କୌଣସି ଉତ୍ସବ କାର୍ଯ୍ୟକ୍ରମ କରାଯାଇପାରବ ନାହିଁ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରର ଲୋକ, ସଙ୍ଗଠକ, କର୍ମଚାରୀ,…

ନୀତୀଶଙ୍କ ନେତୃତ୍ୱକୁ ଭାଜପାର ସମର୍ଥନ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଦେଖାଦେଇଥିବା ଫାଟ କ୍ରମଶଃ ମଳିନ ପଡ଼ିଯାଇଛି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଜେଡିୟୁକୁ ବିରୋଧ କରିବ ଓ ଏନ୍‌ଡିଏ ସହ ରହିବ ବୋଲି କହି ଦ୍ୱନ୍ଦ୍ୱ ସୃଷ୍ଟି କରିଥିବାବେଳେ ଭାଜପା ଅକଳରେ…

ଥମୁନି ସଂକ୍ରମଣ: ୬ ଦିନରେ ୨୦୧୯ ଆକ୍ରାନ୍ତ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ଭୁବନେଶ୍ୱରରେ ସଂକ୍ରମଣର ଗ୍ରାଫ୍‌ ତଳକୁ ଆସିବାର ନା ଧରୁନି। ଅକ୍ଟୋବର ଆରମ୍ଭରୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଅକ୍ଟୋବର ୧ରୁ ୬ ତାରିଖ ମଧ୍ୟରେ ଭୁବନେଶ୍ୱରରେ ୨,୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାମଧ୍ୟରୁ କେବଳ ୧,୪୫୧…

ମା’ ହେଲେ ସପ୍‌ନା ଚୌଧୁରୀ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର ସାହୁ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସପନା ତାଙ୍କ…

ବିଶ୍ୱର ସବୁଠୁ ଲମ୍ବା ଗୋଡ ଥିବା ଯୁବତୀ

ଆମେରିକାର ଟେକ୍ସାସରେ ରହୁଥିବା ୧୭ ବର୍ଷୀୟ ମ୍ୟାକି କ୍ୟୁରିନ ନିଜର ଲମ୍ବା ଗୋଡ ଯୋଗୁ ଗିନିଜ ୱାଲର୍‌ଡ ରେକର୍ଡ ହାସଲ କରିଛନ୍ତି। ୬ ଫୁଟ ୧୦ ଇଞ୍ଚ ଉଚ୍ଚତାର ମ୍ୟାକି ରୁଷିଆର ଏକାତେରିନା ଲିସିନାଙ୍କ ୫୨.୨ ଇଞ୍ଚ୍‌ ରେକର୍ଡ ଭାଙ୍ଗି ଏହି…

ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଶୋପିଆନର ସୁଜନ ଜନପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଏବେ ବି ସେଠାରେ ଅପରେଶନ ଜାରି ରହିଛି। ନିହତ ହୋଇଥିବା…

୧୨ରୁ ବେଙ୍ଗାଲୁରୁକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):କରୋନା କଟକଣା ପାଇଁ ଅଟକି ରହିଥିବା ସେବାଗୁଡ଼ିକୁ ଭାରତୀୟ ରେଳ ପୁନର୍ବାର ଆରମ୍ଭ କରୁଛି। ଏ ପରିପ୍ରେକ୍ଷୀରେ ଗତ ୧ ତାରିଖଠାରୁ ୧୦ ଟ୍ରେନ୍‌ ଚଳାଚଳ କରୁଥିବାବେଳେ ଆସନ୍ତା ୧୨ତାରିଖଠାରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଦୈନିକ ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଚଳାଚଳ…

ଲିଜ୍‌ ଅବଧି ବଢ଼ାଇବାକୁ କହିଥିଲା ଭାଜପା: କଂଗ୍ରେସ

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ବିଧାନସଭାରେ ସୋମବାର ଭାଜପା ଉଠାଇଥିବା ରାଜ୍ୟ ସରକାରଙ୍କ ଖଣି ଦୁର୍ନୀତି ପ୍ରସଙ୍ଗ ମଙ୍ଗଳବାର ଏକ ନୂଆ ମୋଡ଼ ନେଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ଏକ ଭିନ୍ନ ତଥ୍ୟ ଉପସ୍ଥାପନ କରି ଭାଜପା ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର…

‘କରୋନାରୁ ମୁକ୍ତ ପରେ ବି ନିୟମ ମାନନ୍ତୁ’

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କରୋନାରୁ ମୁକ୍ତ ହେବା ପରେ ମଧ୍ୟ ଆକ୍ରାନ୍ତ ବ୍ୟକ୍ତି ସତର୍କ ରହିବା ଦରକାର। ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ପରିବେଶକୁ ସଫାସୁତୁରା ରଖିବା ଆବଶ୍ୟକ। କାରଣ କୋଭିଡ୍‌ର ଭୟ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri