Home

ଗୋଟିଏ ପଟେ ଦାବି, ଅନ୍ୟ ପଟେ ବିରୋଧ

ପୁରୀ ଅଫିସ, ୭ା୧୦:ବର୍ତ୍ତମାନ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଗୋଟିଏ ପଟେ ଦାବି ହେଉଥିବାବେଳେ ଅନ୍ୟ ପଟେ ଏହାକୁ ବିରୋଧ କରାଯାଉଛି। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଦାବି ନେଇ ମଙ୍ଗଳବାର ପୂର୍ବାହ୍ନରେ ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଦାମୋଦର ମହାସୁଆରଙ୍କ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ‘ଆୟୁରକ୍ଷା କିଟ୍‌’

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ‘ଆୟୁରକ୍ଷା କିଟ୍‌’କୁ ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତି ଦ୍ୱାରା ଏହି କିଟ୍‌କୁ ତିଆରି କରାଯାଇଛି। ଏଥିରେ ମୁଖ୍ୟତଃ ଚବନ୍‌ପ୍ରାଶ, ଆୟୁଷ…

ଆଇନଜୀବୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟରେ ଆଇନଜୀବୀଙ୍କୁ ସହାୟତା ଲାଗି ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌। କୋଭିଡ୍‌ ମହାମାରୀ ଯୋଗୁ କୋର୍ଟଗୁଡ଼ିକରେ ସୀମିତ କାର୍ଯ୍ୟ ସମ୍ପାଦନ ହେଉଥିବାରୁ ଆଇନଜୀବୀମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ରାଜ୍ୟ ବାର୍‌…

ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ମୁଲତବୀ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଚଳିତ ଅଧିବେଶନ ୭ଦିନ…

ଖର୍ଚ୍ଚ ହିସାବ ଦେଉନାହାନ୍ତି ବିଭାଗ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିନିଯୋଗ ପ୍ରମାଣ ପତ୍ର(ୟୁସି) ଦାଖଲ କରୁନାହାନ୍ତି। ୨୦୧୮-୧୯ରେ ବିଭାଗଗୁଡ଼ିକୁ ୨୫,୯୫୭.୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୧୯,୩୭୧.୨୧ କୋଟି ଟଙ୍କା ଅର୍ଥାତ୍‌ ସମୁଦାୟ ଅର୍ଥର ୭୫%ର କୌଣସି ୟୁସି ବିଭାଗଗୁଡ଼ିକ ଦେଇ ନ…

ଭୁବନେଶ୍ୱରରୁ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସେଥିରୁ ୨୪୯ ରହିଛି ଲୋକାଲ କେସ୍‌

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ମଙ୍ଗଳବାର ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୬ ଜଣ ରହିଥିବା ବେଳେ ୨୪୯ ଲୋକାଲ କେସ୍‌ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।…

କରୋନାରେ ମୃତ ୪ଶହ ଲୋକଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଏହି ବ୍ୟକ୍ତି

କରୋନା ସମୟରେ ଅନେକ ଘଟଣା ଶୁଣିବାକୁ ମିଳିଛି। ଅନେକ ଲୋକଙ୍କର କାମଧନ୍ଦା ବନ୍ଦ ହୋଇଯାଇଛି ତ ଆଉ କେହି ଶହରରୁ ଜୀବିବା ହରାଇ ଗାଁକୁ ଚାଲିଆସିଛନ୍ତି। ଅଧିକାଂଶ ଲୋକେ ନିଜ ଆତ୍ମୀୟଙ୍କୁ ମଧ୍ୟ ହରାଇବାର ଦୁଃଖ ସହିଛନ୍ତି। ଏହି ଖରାପ ସମୟରେ…

୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ

ରାୟଗଡା ଅଫିସ୍‌,୬।୧୦: ଓଏସ୍‌ଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି। ସେ ଚାନ୍ଦିଲି ନିୟୁ ଆରୋ ବିଲ୍ଡିଂ ଫୋର୍ସ ବ୍ୟାରେକରେ ରହୁଥିଲେ। ସୋମବାର ରାତି ୯ଟା ସମୟରେ ସେ ଛାତ ଉପରେ ବସି ଆଇପିଏଲ୍‌…

ପ୍ରତିଦିନ ଗୋଟିଏ ଲେଖାଏ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଏହି ମହିଳା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ କିଛି ବି କରିବାକୁ ରାଜି ହୋଇଥାନ୍ତି। ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି ା ମାତ୍ର କିଛି ଲୋକଙ୍କୁ ଏ ସବୁରେ ଆଦୌ ହେଲେ ଫରକ୍‌ ପଡ଼ି ନ…

ଧରିତ୍ରୀ ଖବର ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସାମାଜିକ କର୍ମୀ

ବରଗଡ ଅଫିସ,୬।୧୦- ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ରାଇଶୋଭା ଗ୍ରାମର ମଙ୍ଗଳୁ ଭରାସାଗରଙ୍କ ସାଢେ ୪ମାସର ଶିଶୁପୁତ୍ର ସରୋଜଙ୍କ ଅଣ୍ଟାରେ ଜନ୍ମରୁ ଏକ ମାଂସ ପିଣ୍ଡୁଳା ବଢି ଚାଲିଛି। ମାଂସ ପିଣ୍ଡୁଳାଟି ଯେଭଳି ବଢୁଛି, ଶିଶୁପୁତ୍ରର ଯନ୍ତ୍ରଣା ମଧ୍ୟ ସେଭଳି…

ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ: ବନ୍ଧୁକ ଜବତ

ବାଲେଶ୍ୱର ଅଫିସ ,୬।୧୦-ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ୍‌ ନିକଟରୁ ଏକ ନାଲିବତୀ ଗାଡି ନେଇଯାଉଥିବା ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଇ ଅପରାଧୀ ଏକ ସ୍କର୍ପିଓରେ ନାଲିବତୀ ଲଗାଇ ବାଲେଶ୍ୱର ଅଭିମୁଖେ…

କରୋନା ଲଢ଼େଇରେ ହିରୋ ସାଜିଛନ୍ତି ୧୮୦ ମୌଲବୀ

ମୁମ୍ବାଇ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୧୮୦ ଜଣ ମୌଲବୀ କରୋନା ଲଢ଼େଇରେ ହିରୋ ସାଜିଛନ୍ତି। ସେମାନେ ଘରଘର ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି। କିଭଳି କରୋନା ସଂକ୍ରମଣରୁ ଦୂରେଇ ରହିହେବ ସେ ନେଇ ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri