Home

ନିଜ ଆଇପିଏଲ୍‌ ଟିମ୍‌ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅନେକ ଜଣାଶୁଣା ତଥା ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଅନେକ ଆନ୍ତର୍ଜାତୀୟ…

କରୋନା ବଢ଼ାଇଦେଲା ଆଉ ଏକ ମାରାତ୍ମକ ରୋଗ: ୨୩ ବର୍ଷର ରେକର୍ଡ ଭାଙ୍ଗିଲା

ଓ୍ବାଶିଂଟନ,୧୩ା୧୧: ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ଏହି ରୋଗ ଆଉ ଏକ ରୋଗ ଆଶଙ୍କାକୁ ବଢ଼ାଇଦେଇଛି। ଯାହା ୨୩ ବର୍ଷର ରେକର୍ଡ ଭାଙ୍ଗିଛି। କରୋନା ମହାମାରୀ ପରେ ବର୍ତ୍ତମାନ ମିଳିମିଳା ହେବାର ଆଶଙ୍କା ବଢ଼ିଯାଇଛି। ବିଶ୍ୱ…

ନିଜେ ରୋଷେଇକରି ବୋହୂ ପାଇଁ ଶୁଟିଂ ସେଟ୍‌କୁ ଖାଦ୍ୟ ପଠାଇଲେ ଏହି ସୁପରଷ୍ଟାର

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ଅନୁପମା’ରେ ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସା ଶର୍ମା ଅଭିନୟ କରୁଛନ୍ତି। ନିକଟରେ ଏହି ଶୋ’ର ଶୁଟିଂ ଚାଲିଥିବା ବେଳେ ବୋହୂ ମଦାଲସାଙ୍କ ପାଇଁ ଶ୍ୱଶୁର ମିଥୁନ ଏକ ସରପ୍ରାଇଜ୍‌ ପଠାଇଥିଲେ। ଯାହାକୁ ଦେଖିବା…

କୋହଲି ନୁହଁନ୍ତି ଏହି ଦୁଇ ମହାନ ଅଧିନାୟକଙ୍କ ମିଶ୍ରଣ ହେଉଛନ୍ତି ରୋହିତ ଶର୍ମା: ଇରଫାନ୍‌

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଗୋଟିଏ ପଟେ ଅଧିନାୟକ ବିରାଟ କୋହଲିଙ୍କ ଦଳ ଆର୍‌ସିବି ଗୋଟିଏ ବି ଟାଇଟଲ ଜିତିବାରେ ବିଫଳ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ୫ଥର ବିଜେତା ପାଲଟିଛି। ଚଳିତ ଥର ଆଇପିଏଲ୍‌ରେ ମଧ୍ୟ…

ଏହି ଖେଳାଳିଙ୍କୁ ୧୦ କୋଟି ଟଙ୍କାର ଚିୟରଲିଡର୍‌ କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ସିଜିନର ହିରୋ ଏବଂ ଶୂନ ଖେଳାଳିଙ୍କ ଉପରେ ନିଜର ମତ ରଖିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଏକ ଭିଡିଓ ମାଧ୍ୟମରେ ଆଇପିଏଲ ୨୦୨୦ ଫ୍ଲପ…

ଭାଇଙ୍କ ବିବାହରେ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ କଙ୍ଗନା, ତିଆରି ପାଇଁ ଲାଗିଥିଲା ୧୪ ମାସ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭାଇଙ୍କ ବିବାହ ଉତ୍ସବରେ କଙ୍ଗନା ଖୁବ୍‌ ମଜାମସ୍ତି କରିଥିବା ଦେଖିବାକୁ ମିଳିଛି। ଯାହା ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋ ଏବଂ ଭିଡିଓରୁ ଜଣାପଡୁଛି। ଏହି…

ରୋହିତଙ୍କ ୨୬୪ ରନ୍‌ ପାଳିରେ ଖୁସି ନ ଥିଲେ ଏହି ବ୍ୟକ୍ତି

ଭାରତୀୟ କ୍ରିକେଟ ଦଳର ଏକଦିବସୀୟ ଏବଂ ଟି-୨୦ ଦଳର ଉପଅଧିନାୟକ ରୋହିତ ଶର୍ମା ଆଜିର ଦିନରେ ଏକଦିବସୀୟ ମ୍ୟାଚ୍‌ରେ ୨୬୪ରନ୍‌ର ପାଳି ଖେଳି ଇତିହାସ ରଚିଥିଲେ। ଏହି ମ୍ୟାଚ୍‌ ପରେ ତାଙ୍କୁ ସୀମିତ ଓଭର କ୍ରିକେଟର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଭାବରେ…

ଦ୍ୱିତୀୟ ଥର ନିର୍ବନ୍ଧ କଲେ ଏହି କ୍ରିକେଟର: ପ୍ରଥମ ସ୍ତ୍ରୀଙ୍କଠାରୁ ଅଛନ୍ତି ୫ ସନ୍ତାନ

ଆଫଗାନିସ୍ତାନ କ୍ରିକେଟ ଦଳର ତିନୋଟି ଫର୍ମାଟର ଅଧିନାୟକ ଅସଗର ଆଫଗାନ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। କାବୁଲର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଫଗାନ ନିକଟରେ ନିର୍ବନ୍ଧ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ହେବ। ତେବେ ପ୍ରଥମ…

ଟୁଇଟର୍‌କୁ ନୋଟିସ୍‌ ପଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୩।୧୧: ଲେହକୁ ଲଦାଖ ପରିବର୍ତ୍ତେ ଜମ୍ମୁ-କଶ୍ମୀରର ଏକ ଅଂଶ ଦେଖାଇବାକୁ ନେଇ କେନ୍ଦ୍ର ସରକାର ଟୁଇଟରକୁ ନୋଟିସ ଜାରି କରିଛନ୍ତି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନଭେମ୍ବର ୯ରେ…

ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ରହିଗଲେ ଅବିବାହିତ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ଅଭିନୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜୁହିଙ୍କର ଆଜି ଜନ୍ମଦିନ। ସେ ୫୩ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୭ ନଭେମ୍ବର ୧୩ରେ ପଞ୍ଜାବରେ ଜନ୍ମ ହୋଇଥିଲେ ଜୁହି।…

ଭାଣିଜୀକୁ ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା!

ବଲିଉଡ୍‌ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଭୁ ଦେବା ରିଲେଶନ୍‌ସିପ୍‌କୁ ନେଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆଶିଛନ୍ତି। ପ୍ରଭୁ ପୁଣିଥରେ ପ୍ରେମରେ ପଡ଼ିଯାଇଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଗ୍ରୁପ୍‌ ଡ୍ୟାନ୍ସରଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁଙ୍କ…

ଗାଈ ପାଟିରେ ବାଣ ପୂରାଇଦେଲେ ଅସାମାଜିକ ବ୍ୟକ୍ତି, ଆଉ ତା’ପରେ…

ଜୟପୁର,୧୩।୧୧: ରାଜସ୍ଥାନର ପାଲି ଜିଲାର ମାରୱାଡ ଜଙ୍କସନ ସବଡିଭିଜନରେ ଏକ ଗାଈ ସହ ଘୃଣ୍ୟ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ଅସାମାଜିକ ବ୍ୟକ୍ତି ଗାଈ ପାଟିରେ ବାଣ ରଖିଦେବାରୁ ତାହା ଫାଟିଯାଇଛି। ଫଳରେ ଗାଈଟି ଗୁରୁତର ଆହତ ହୋଇଛି। ମାମଲାର ସମ୍ବେଦନଶୀଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?