ରାଜ୍ୟରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ : ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୨।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭,…
ଶିବୁ ସୋରେନ୍ କରୋନା ଆକ୍ରାନ୍ତ
ରାଞ୍ଚତ୍, ୨୨ା୮- ଝାଡ଼ଖଣ୍ଡ ମୁକ୍ତମୋର୍ଚ୍ଚା(ଜେଏମ୍ଏମ୍) ଅଧ୍ୟକ୍ଷ ଶିବୁ ସୋରେନ୍(୭୬) ଓ ତାଙ୍କ ସ୍ତ୍ରୀ ରୂପୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତଥା ପୁଅ ହେମନ୍ତ ସୋରେନ୍ ଟୁଇଟର ଯୋଗେ ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ସାମ୍ପଲ ପଜିଟିଭ୍…
କଟକ ସହରରୁ ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୨।୮-କଟକ ସହରରେ ଶନିବାର ପୁଣି ୧୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୦ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏସସିବି ମେଡିକାଲ ଆଇସୋଲେଶନର ଓ୍ବାର୍ଡରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ…
ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍
ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ ପୁଣି ସାମ୍ନାକୁ ଆସିଛି। ୧୩ ଜୁନ ରାତିରେ ବନ୍ଦ ଥିଲା ସୁଶାନ୍ତଙ୍କ ରୁମ ଲାଇଟ୍।…
ସ୍ବଚ୍ଛତା ସିଟି ସର୍ଭେ ରିପୋର୍ଟ ପ୍ରକାଶ: ସବୁଠୁ ଅପରିଷ୍କାର ଏହି ସହର
ନୂଆଦିଲ୍ଲୀ,୨୨ା୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ବଚ୍ଛତା ପରିମାପକରେ ସହର ଏବଂ ରାଜ୍ୟର ର଼୍ୟାଙ୍କ ପ୍ରକାଶ ପାଇଛି। ୨୦୨୦ ସିଟି ସର୍ଭେରେ ଝାଡ଼ଖଣ୍ଡ ୧୦୦ରୁ କମ୍ ସ୍ଥାନୀୟ ସହରୀ ସଂସ୍ଥା ଥିବା ରାଜ୍ୟଗୁଡ଼ିକରେ ସ୍ବଚ୍ଛତା ଦୃଷ୍ଟିରୁ ସବୁଠାରୁ ସ୍ବଚ୍ଛ ରାଜ୍ୟ ଭାବରେ…
କୋରାପୁଟରେ ୨୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୦ ପଜିଟିଭ୍ ଚିହ୍ନଟ
କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଏବଂ ୩୦ ମହିଳା ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ଙ୍କୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା୨୪୩୦କୁ ବୃଦ୍ଧିପାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଟିଏମସିରୁ…
ହତ୍ୟା ଉଦ୍ୟମ ମାମଲା: ଦୁର୍ଦ୍ଦାନ୍ତ ଟୁନା କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୨୨ା୮: ଏନ୍କାଉଣ୍ଟର ପରେ ବି ଭୟ ନାହିଁ। ପୋଲିସକୁ ଚାଲେଞ୍ଜ କରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଦୁର୍ଦ୍ଦାନ୍ତ ଟୁନା ଦାସ(୩୨)। ଟାଉନ ଥାନା ପୋଲିସ କେସ ନମ୍ବର ୧୫୪/୨୦ରେ ଖଲାସି ସାହିର ଦୁର୍ଦ୍ଦାନ୍ତ ଟୁନାଙ୍କୁ…
କରୋନା ସଚେତନତା ସୃଷ୍ଟି କରୁଛନ୍ତି ଏହି କୁନି ଗଣେଶ, ଛୁଟୁଛି ପ୍ରଶଂସାର ସୁଅ
ନିଶ୍ଚିନ୍ତକୋଇଲି,୨୨ା୮(ସ୍ବ.ପ୍ର.): କରୋନା କଟକଣା ପାଇଁ ଗଣେଶ ପୂଜା ଶିକ୍ଷାନୁଷ୍ଠାନ ଓ ଗ୍ରାମରେ ଏକପ୍ରକାର ଫିକା ପଡ଼ିଯାଇଛି। କିନ୍ତୁ ଛାତ୍ରୀଛାତ୍ର ସିନା ବିଦ୍ୟାଳୟକୁ ଗଲେନି କିନ୍ତୁ ସେମାନେ ବିଦ୍ୟାଦାତା ଗଣପତିଙ୍କୁ ଆରାଧନା କରିବା ସହିତ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଅଭିନବ ପ୍ରୟାସ…
ଭିନ୍ନ ଏକ ପ୍ରେମ କାହାଣୀ: ସାତ ସମୁଦ୍ର ପାର ହୋଇ ବିବାହ କଲେ ଏହି ପ୍ରେମୀଯୁଗଳ
ପ୍ରେମ କେତେବେଳେ କାହା ସହ କେଉଁଠି ଆରମ୍ଭ ହୋଇଥାଏ ତାହା କହି ହୁଏନା। ଏମିତି ଏକ ପ୍ରେମ ହୋଇଛି ସ୍ପେନର ଜଣେ ଯୁବକ ଏବଂ ଆମେରିକୀୟ ଯୁବତୀଙ୍କ କ୍ଷେତ୍ରରେ। ଏହି ପ୍ରେମୀଯୁଗଳ ଭାରତ ବୁଲିବାକୁ ଆସିଥିଲେ। ପ୍ରଥମେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ…
ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ
ଆର୍.ଉଦୟଗିରି,୨୨ା୮(ଡି.ଏନ୍.ଏ.)- ଗଜପତି ଜିଲା ଆର୍.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲିକ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୋଲିସ…
ଏବେ କରୋନା ସଂକ୍ରମଣରେ ପିକ୍ରେ ରହିଛି ଭୁବନେଶ୍ୱର, ସତର୍କ ରୁହନ୍ତୁ..
ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହୋଇପଡ଼ୁଛି। ତେବେ ଜୁଲାଇରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ବଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ…
ମାଲକାନଗିରି ସୀମାନ୍ତ ଏହି ଛାତ୍ରୀଙ୍କୁ ଲୁହ ପୋଛିବାକୁ କହିଲେ ସୋନୁ ସୁଦ, ଜାଣନ୍ତୁ କାହିଁକି
ମାଲକାନଗିରି,୨୨ା୮: ପ୍ରବଳ ବର୍ଷା ଯୋଗୁ ବନ୍ୟାରେ ସବୁକିଛି ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ ଜଣକ କାନ୍ଦୁଥିବାର ଏକ ଭିଡିଓ ଟୁଇଟର୍ରେ ଦେଖିବା ପରେ ସହାୟତା…
Archives


