ନିଜେ ରୋଷେଇକରି ବୋହୂ ପାଇଁ ଶୁଟିଂ ସେଟ୍‌କୁ ଖାଦ୍ୟ ପଠାଇଲେ ଏହି ସୁପରଷ୍ଟାର

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ଅନୁପମା’ରେ ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସା ଶର୍ମା ଅଭିନୟ କରୁଛନ୍ତି। ନିକଟରେ ଏହି ଶୋ’ର ଶୁଟିଂ ଚାଲିଥିବା ବେଳେ ବୋହୂ ମଦାଲସାଙ୍କ ପାଇଁ ଶ୍ୱଶୁର ମିଥୁନ ଏକ ସରପ୍ରାଇଜ୍‌ ପଠାଇଥିଲେ। ଯାହାକୁ ଦେଖିବା ପରେ ମଦାଲସାଙ୍କ ଆଖିଲେ ଲୁହ ଆସିଯାଇଥିଲା। ଏହି ସରପ୍ରାଇଜ୍‌ଟି ହେଉଛି ଶ୍ୱଶୁରଙ୍କ ହାତତିଆରି ବିରିୟାନୀ। ମଦାଲସା ଶାକାହାରୀ ହୋଇଥିବାରୁ ମିଥୁନ ତାଙ୍କ ପାଇଁ ନିଜ ହାତରେ ଭେଜ୍‌ ବିରିୟାନୀ ତିଆରି କରି ଶୁଟିଂ ସେଟ୍‌କୁ ପଠାଇଥିଲେ। ମିଥୁନଙ୍କ ହାତତିଆରି ଏହି ବିରିୟାନୀକୁ ମଦାଲସାଙ୍କ ସମେତ ଶୁଟିଂ ସେଟ୍‌ରେ ଉପସ୍ଥିତ ସମସ୍ତ ଲୋକ ଖାଇଥିଲେ।
ଏ ନେଇ ମଦାଲସା କୁହନ୍ତି, ବାପା (ମିଥୁନ) ଜଣେ ବହୁତ ଭଲ ରେଷେୟା। ବିଭିନ୍ନ ରୋଷେଇ ବିଷୟରେ ତାଙ୍କର ଭଲ ଜ୍ଞାନ ରହିଛି। ତାଙ୍କ ଶ୍ୱଶୁରଙ୍କ ହାତ ତିଆରି ଖାଦ୍ୟ ଦୁନିଅରେ ସବୁଠାରୁ ସ୍ବାଦିଷ୍ଟ ଖାଦ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଦୌଡ଼ରେ ‘ଶେରନୀ’, ‘ସର୍ଦ୍ଦାର ଉଧମ’

ମୁମ୍ବାଇ,୨୧।୧୦: ଆସନ୍ତା ବର୍ଷ ଓସ୍କାର ପାଇଁ ବଲିଉଡ୍‌ର ଦୁଇଟି ଫିଲ୍ମକୁ ଚୂଡ଼ାନ୍ତ କରାଯାଇଛି। ଶର୍ଟଲିଷ୍ଟ ହୋଇଥିବା ମୋଟ ୧୪ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ବିଦ୍ୟା...

ଏହି ଅଭିନେତାଙ୍କୁ ସୁରକ୍ଷାକର୍ମୀ ପୂରାଇ ଦେଇ ନ ଥିଲେ ଘରକୁ, ଏବେ ସେହି ଘରର ମାଲିକ

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର। ସେପ୍ଟେମ୍ବର ୯ରେ ଦିଲ୍ଲୀର ଚାନ୍ଦନୀ ଚୌକ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି...

ବାପା ମହେଶ ଭଟ୍ଟଙ୍କ ଜନ୍ମଦିନରେ ଆଲିଆ କହିଲେ ଏମିତି କିଛି କଥା

ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଆଜି ଅର୍ଥାତ ଶୁକ୍ରବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦ ସେପ୍ଟେମ୍ବର ୧୯୪୮ ମସିହାରେ ଜନ୍ମିତ ମହେଶ ଭଟ୍ଟଙ୍କ...

ଫିଲ୍ମ ‘ଭାରତ’ରେ କ୍ୟାଟ୍ରିନା ବି ଓଲ୍ଡ ଏଜ୍‌ ଚରିତ୍ରରେ ନଜର ଆସିବେ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନ କୈଫଙ୍କ ଅପ୍‌କିମିଙ୍ଗ ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ଫିଲ୍ମ ‘ଭାରତ’ରେ ଉଭୟେ ନଜର ଆସୁଥିବା...

ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ରହିଛି ଏହି ମନ୍ଦିର: ପ୍ରତିଦିନ ହୁଏ ପୂଜାର୍ଚ୍ଚନା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଇତିମଧ୍ୟରେ ୭୮ ବର୍ଷର ହୋଇଯାଇଛନ୍ତି। ତେବେ କରୋନା ଭାଇରସ ଓ ‘କୌନ୍‌ ବନେଗା କରୋଡପତି’ର ଶୁଟିଂରେ ବ୍ୟସ୍ତ ଥିବାରୁ ସେ...

ଡ୍ରଗ୍ସ କିଣୁଥିବାବେଳେ ଏନ୍‌ସିବି ହାତରେ ଧରାପଡିଲେ ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନ

ମୁମ୍ବାଇ,୨୫।୧୦-ବଲିଉଡରେ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଗତକାଲି ମୁମ୍ବାଇ ଏନ୍‌ସିବିର ଅଧିକାରୀମାନେ ମୁମ୍ବାଇର ଭର୍ସୋଭାରେ ଚଢାଉ କରି ୫...

ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ...

ଏକ୍ସ-ବୟଫ୍ରେଣ୍ଡ୍‌ଙ୍କୁ ମନେପକାଇ ଗୀତ ଗାଇଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବେ ଟେଲିଭିଜନ ଶୋ’ ‘ଇଣ୍ଡିଆନ ଆଇଡଲ ୧୧’ର ଜଜ୍‌ କରୁଛନ୍ତି। ଏହି ଶୋ’ର ଏକ ସ୍ବତନ୍ତ୍ର ଏପିସୋଡ ‘ଶାଦି...

Advertisement
Seven Jackpot


Archives

Model This Week