ଫ୍ରାନ୍ସ୍ ପୁଣି କଲା ଏୟାର ଷ୍ଟ୍ରାଇକ୍: ଅଲ୍କାଇଦା କମାଣ୍ଡର ମୃତ
ବାମାକୋ,୧୪।୧୧: ମାଲିରେ ଫ୍ରାନ୍ସ୍ ପକ୍ଷରୁ ପୁଣି ଏୟାର ଷ୍ଟ୍ରାଇକ୍ କରାଯାଇଛି। ଫ୍ରାନ୍ସ୍ ସୈନ୍ୟ ବାହିନୀର ହେଲିକପ୍ଟରରୁ ଅଲ୍କାଇଦା ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ କମାଣ୍ଡରଙ୍କ ସମେତ ୧୨ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଫ୍ରାନ୍ସ୍ ସୈନ୍ୟ ବାହିନୀ ପକ୍ଷରୁ…
ଲୋଙ୍ଗେଓ୍ବାଲା ସୀମାରେ ମୋଦି
ଜୈସେଲମର,୧୪।୧୧: ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜସ୍ଥାନର ଜୈସେଲମରର ଲୋଙ୍ଗେଓ୍ବାଲାଠାରେ ପହଞ୍ଚିଛନ୍ତି। ଦୀପାବଳି ଅବସରରେ ସେ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ସହିତ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାପ୍ ବିପନ ରାଓ୍ବତ, ସେନା ମୁଖ୍ୟ…
ଡ୍ରଗ୍ସ ମାମଲାରେ ଅଷ୍ଟ୍ରେଲୀୟ ଗିରଫ
ନୂଆଦିଲ୍ଲୀ,୧୪।୧୧: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ବଲିଉଡ୍ ଡ୍ରଗ୍ସ ମାମଲାକୁ ନେଇ ଏକାଧିକ ବ୍ୟକ୍ତିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଜେରା କରିବା ପରେ ଶୁକ୍ରବାର ଅଷ୍ଟ୍ରେଲିଆ ନାଗରିକ ପଲ୍ ବାର୍ଟେଲ୍ଙ୍କୁ ଗିରଫ କରାଯାଇଛି। ଗୁରୁବାର ତାଙ୍କୁ ୬ ଘଣ୍ଟା…
ଦୀପାବଳିରେ ଝଲସିଲା ଅଯୋଧ୍ୟା
ଲକ୍ଷ୍ନୌ,୧୪।୧୧: ଦୀପାବଳିରେ ମନ୍ଦିରମାଳିନୀ ସହର ଅଯୋଧ୍ୟା ଝଲସିଛି। ସରାୟୁ ନଦୀର ୨୮ ଘାଟରେ ୫.୮୪ ଲକ୍ଷ ଦୀପ ଜଳାଯାଇ ଗିନିଜ୍ ରେକର୍ଡ କରିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ୪.୧୦ ଲକ୍ଷ ଦୀପ ଏଠାରେ ଜଳାଯାଇ ଗିନିଜ୍ ରେକର୍ଡ…
ବାଇଡେନ୍ଙ୍କୁ ଅଭିନନ୍ଦନ ଜଣାଇଲା ଚାଇନା
ବେଜିଂ, ୧୪।୧୧(ପି.ଟି.): ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ସହଯୋଗୀ ତଥା ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଶେଷରେ ଚାଇନା ଅଭିନନ୍ଦନ ଜଣାଇଛି। ଆମେରିକୀୟଙ୍କ ପସନ୍ଦକୁ ବେଜିଂ ସମ୍ମାନ ଦିଏ ବୋଲି ଶୁକ୍ରବାର କହିଛି। ଆମେରିକା ନିର୍ବାଚନକୁ ନେଇ…
‘ରାହୁଲ ଭୟାଳୁ ଛାତ୍ର’
ନ୍ୟୁୟର୍କ, ୧୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ୍’ରେ ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଲେଖିଛନ୍ତି, ସେ ଶିକ୍ଷକମାନଙ୍କୁ ପ୍ରଭାବିତ…
ଦିଦିଙ୍କ ପାଇଁ ବଡ଼ ଆହ୍ବାନ
କୋଲକାତା/ନୂଆଦିଲ୍ଲୀ,୧୪ା୧୧: ନଭେମ୍ବର ୧୦ ତାରିଖ। ଏହି ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦୁଇଟି ଅଶୁଭ ଖବର ଆସିଥିଲା। ଗୋଟିଏ ଥିଲା ଦଳ ଭିତରୁ ଓ ଅନ୍ୟଟି ଦଳ ବାହାରୁ। ବିହାର ଏକ୍ଜିଟ୍ ପୋଲ୍ର ଭବିଷ୍ୟବାଣୀକୁ ସତ ମାନି ଦିଦି…
ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୧୪ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ ହୋଇ ସାରିଛି । ଏଥରର ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି ।…
ଢେଙ୍କାନାଳ ଜିଲାରେ ସୀମା ଟପିଲା ବର୍ବରତା: ୪ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା
ଢେଙ୍କାନାଳ ଅଫିସ/କାମାକ୍ଷାନଗର/କାଳିଆପାଣି(ଡି.ଏନ୍.ଏ.), ୧୩।୧୧-ଢେଙ୍କାନାଳ-ଯାଜପୁର ସୀମାନ୍ତ କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ଜଣେ ୪ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କେତେଜଣ ବ୍ୟକ୍ତି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ମୃତ ଶିଶୁକନ୍ୟାଙ୍କ ବାପା ଅଭିଯୋଗ…
ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା
ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍ଆର୍ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର
ନୂଆଦିଲ୍ଲୀ, ୧୩।୧୧-ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ରବିବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଶୁକ୍ରବାର କହିଛନ୍ତି। ଏନ୍ଡିଏ ଆନୁଷ୍ଠାନିକ ଭାବେ ନେତା ବାଛିବାର ଦୁଇଦିନ ପୂର୍ବରୁ…
ବିନ୍ଦୁସାଗରରେ କୂଳରେ ଏଥର ପିଣ୍ଡ ମନା
ଭୁବନେଶ୍ୱର, ୧୩।୧୧ (ବ୍ୟୁରୋ): ମହାମାରୀ କରୋନାକୁ ଲକ୍ଷ୍ୟକରି ଭୁବନେଶ୍ୱର ବିନ୍ଦୁସାଗରରେ ଏବର୍ଷ ପୟା ଶ୍ରାଦ୍ଧ ତଥା ପିଣ୍ଡଦାନକୁ ବନ୍ଦ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇ ପାରିବ ନାହିଁ। ଲୋକ ଗହଳିକୁ ଦୃଷ୍ଟିରେ ରଖି…

