Posted inଖେଳ

ଦ୍ୱିତୀୟ ଥର ନିର୍ବନ୍ଧ କଲେ ଏହି କ୍ରିକେଟର: ପ୍ରଥମ ସ୍ତ୍ରୀଙ୍କଠାରୁ ଅଛନ୍ତି ୫ ସନ୍ତାନ

ଆଫଗାନିସ୍ତାନ କ୍ରିକେଟ ଦଳର ତିନୋଟି ଫର୍ମାଟର ଅଧିନାୟକ ଅସଗର ଆଫଗାନ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। କାବୁଲର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଫଗାନ ନିକଟରେ ନିର୍ବନ୍ଧ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ହେବ। ତେବେ ପ୍ରଥମ ସ୍ତ୍ରୀଙ୍କଠାରୁ ଅସଗରଙ୍କର ୫ଟି ସନ୍ତାନ ଅଛନ୍ତି। ତିନୋଟି ଫର୍ମାଟରେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଭଲ ରେକର୍ଡ ସହ ଅସଗରଙ୍କୁ ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ବୋଲି ଗଣନା କରାଯାଏ। ଅସଗର ଆଫଗାନ ୨୦୦୯ରେ ସ୍କଟଲାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହୋଇଯିବାରୁ ଫିଲ୍ଡରଙ୍କୁ ବ୍ୟାଟ୍‌ରେ ପିଟିଦେଲେ ବ୍ୟାଟ୍ସମ୍ୟାନ୍‌, ଆଉ ତା’ପରେ

ଗ୍ବାଲିୟର୍‌,୫।୪: କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ମଧ୍ୟରେ ଝଗଡା ସାଧାରଣ ଅଟେ। ସ୍ଲେଜିଂ ଠାରୁ ଆରମ୍ଭ କରି ଖେଳାଳିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ କ୍ରିକେଟ ପଡ଼ିଆରେ ଦେଖାଯାଏ। ଯଦି...

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଓ୍ବେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଓ୍ବେଲିଂଟନରେ ଉଭୟ ଦଳ ମୁହାଁମୁହିଁ ହେବେ। ଟି-୨୦...

ଇଣ୍ଡିଆନ୍‌ ସୁପର୍‌ ଲିଗ୍‌: ଲଢ଼େଇ କରି ହାରିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୩୦।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସିଜନର ୬୯ତମ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୪-୨...

ଶୀର୍ଷରେ ଲକ୍ଷ୍ନୌ

ବେଙ୍ଗାଲୁରୁ, ୧୧।୪- ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକ ହାଇସ୍କୋରିଂ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୧ ଉଇକେଟରେ ରୟାଲ...

ଅଲିମ୍ପିକ୍‌ ଯୋଗ୍ୟତା ଲାଗି ସବୁ ପ୍ରକାର ସହଯୋଗ କରାଯିବ- କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୫।୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜୁଜି ମଙ୍ଗଳବାର ଏଫ୍‌ଆଇଏଚ୍‌ ହକି...

ନଜରରେ ଭାରତୀୟ ଆଥ୍‌ଲେଟ

ପ୍ରତି ବର୍ଷ ମେ’ ୭ ତାରିଖକୁ ବିଶ୍ୱ ଆଥ୍‌ଲେଟିକ୍ସ ଦିବସ ଭାବରେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ...

‘ମୁଁ ଖେଳାଳିଙ୍କୁ ଭିକ ମାଗିପାରିବି ନାହିଁ’

ପୋର୍ଟ ଅଫ୍‌ ସ୍ପେନ୍‌,୧୦।୮: ୱେଷ୍ଟଇଣ୍ଡିଜ ଅପେକ୍ଷା କାରିବିଆନ ଦେଶଗୁଡିକର ଖେଳାଳିମାନେ ଫ୍ରାଞ୍ଚାଇଜ ଲିଗ ଖେଳିବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ୱେଷ୍ଟଇଣ୍ଡିଜ ମୁଖ୍ୟ କୋଚ ଫିଲ...

୧୦୦ତମ ଟେଷ୍ଟ ଖେଳିବେ ପୂଜାରା: ୧୩ତମ ଭାରତୀୟ ଖେଳାଳି ଭାବେ…

ନୂଆଦିଲ୍ଲୀ,୧୬।୨: ଟିମ୍‌ ଇଣ୍ଡିଆର ‘ନ୍ୟୁ ଓ୍ବାଲ୍‌’ ଭାବରେ ସାରା ବିଶ୍ୱରେ ଜଣାଶୁଣା ଚେତେଶ୍ୱର ପୂଜାରା ତାଙ୍କ କ୍ରିକେଟ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳିବେ।...

Advertisement
Archives

Model This Week